Daily Archives

January 23, 2018

କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା କ୍ଷତିକାରକ ! ଜାଣନ୍ତୁ ଏହାର କାରଣ

ଅବସାଦ ସ୍ୱାସ୍ଥ୍ୟବାନ ଶରୀରକୁ ମଧ୍ୟ ରୋଗୀଣା କରିଦିଏ । ଯଦି କିଏ ମସ୍ତିଷ୍କ ବା ଗଳା କ୍ୟାନସରରେ ପୀଡିତ ଏବଂ ଏହା ସହ ସେ ଅବସାଦଗ୍ରସ୍ତ , ତାହେଲେ ଅଧିିକ ଦିନ ବଂଚିବା ତାଙ୍କ ପାଇଁ ମୁସ୍କିଲ୍ ହୋଇପଡେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି କ୍ୟାନସର ଚିକିତ୍ସାର ସମୟ ରୋଗୀଙ୍କ ଠାରେ…

ଜିଓ ଆଣିଲା ସାଧାରଣତନ୍ତ୍ର ଦିବସ ଅଫର ! ଟେଲିକମ୍ ଦୁନିଆରେ ପୁଣି ସୃଷ୍ଟି ହେବ ଝଡ଼ 

ରିଲାଏନ୍ସ ଜିଓ ଟେଲିକମ ଦୁନିଆରେ ଆଉ ଏକ ନୂଆ ଧମାକା ସୃଷ୍ଟି କରିବ । ସାଧାରଣତନ୍ତ୍ର ଦିବସର ଅଫର ବିଷୟରେ ସୂଚନା ଦେଇ ସେ ନୂଆ ଧମାକାର ଆଭାଷ ଦେଇଛି । ସାଧାରଣତନ୍ତ୍ର ଦିବସ ଯୋଜନା ପୂର୍ବରୁ ଲଂଚ ହୋଇଥିବା ଯୋଜନା ଗୁଡ଼ିକରୁ ୫୦ ଟଙ୍କା କମ୍ ମୂଲ୍ୟର ରହିବ ବୋଲି ଜିଓ ତରଫରୁ ପ୍ରକାଶ କରାଯାଇଛି ।…

୭ବର୍ଷିୟ ପିଲା ଡେଲିଭରୀ ବୟ ! ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ସାଜିଛିି ଏକ ଭିଡିଓ । ଯେଉଁଥିରେ ଜଣେ ୭ ବର୍ଷିୟ ପିଲା କରୁଛନ୍ତି ଜିନିଷ ଡେଲିଭରି କାମ । ଏହା ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚୀନର ଏହି ଦୃଶ୍ୟ ଚୀନରେ ଗରିବୀ ବଢୁଥିବାର ସମସ୍ତଙ୍କ ଧ୍ୟାନକେନ୍ଦ୍ରିତ କରିଛି । ପୂର୍ବ ଚୀନର ଶିଙ୍ଗଦାଓ ପ୍ରାନ୍ତରେ ରହୁଥିବା…

ନଗେନ୍ଦ୍ର ବାବୁ ସାହସ ଅଛି ତ ମନର ରାଗ ଠିକ୍ ଜାଗାରେ ଦେଖାନ୍ତୁ । ଗଣମାଧ୍ୟମ ଆପଣଙ୍କ ନିର୍ଦ୍ଦେଶରେ ଚାଲିବନି, ଆମେ…

ସମ୍ବଲପୁର ସାଂସଦଙ୍କୁ ଖୋଲାଚିଠି । ମାନ୍ୟବର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଆମେ ଏଥିପାଇଁ ଖୋଲାଚିଠି ଲେଖୁଛୁ କାରଣ ଆଜି ଯେଉଁଭଳି ଭାବେ ସେ ସାମ୍ବାଦିକମାନଙ୍କୁ ସାମ୍ବାଦିକତାର ପାଠ ପଢାଇଲେ ତାହା ସହଜରେ ଗ୍ରହଣୀୟ ନୁହେଁ । ଜିଲ୍ଲାପାଳଙ୍କ ଠାରୁ ପ୍ରଥମେ ପ୍ରତିକ୍ରିୟା ନେବାରୁ ଆପଣ ଏଭଳି…

କୁନ୍ଦୁଲି ପୀଡିତାଙ୍କୁ ଆତ୍ମହତ୍ୟା ପରେ ନ୍ୟାୟ ଦାବି !  ଆସନ୍ତାକାଲି ୧୨ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦେଲେ ବିଜେପି ଓ…

କନକ ବ୍ୟୁରୋ : କୁନ୍ଦୁଳି ପୀଡିତାର ମୃତ୍ୟୁ ପ୍ରତିବାଦରେ କଂଗ୍ରେସ ଓ ବିଜେପରି ଓଡ଼ିଶା ବନ୍ଦ ଡାକରା  । ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି  କଂଗ୍ରେସ  ଓ ବିଜେପି । ୧୨ଘଂଟିଆ ଓଡ଼ିଶା ବନ୍ଦ ପାଳିବ ପ୍ରଦେଶ କଂଗ୍ରେସ  । ଅନ୍ୟପଟେ ନ୍ୟାୟ ଦାବି ହରତାଳ ଡାକରା ଦେଇଛି ବିଜେପି । ସକାଳ…

ଦୁଇ ଦିନରେ ଶେଷ କରିଦିଅନ୍ତୁ ବ୍ୟାଙ୍କର ସମସ୍ତ କାମ ! ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍ 

ବ୍ୟାଙ୍କରେ କିଛି ଜରୁରୀ କାମ ଥିଲେ ୨ ଦିନ ଭିତରେ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ । ନହେଲେ ଅସୁବିଧାରେ ପଡ଼ିବେ । କାରଣ ୨୫ ଜାନୁୟାରୀ ପରଠାରୁ ୩ ଦିନ ପର୍ଯ୍ୟନ୍ତ ଶେଷ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ୨୫ ଜାନୁୟାରୀ ପରେ ୨୬ ଜାନୁୟାରୀରେ ସାଧାରଣତନ୍ତ୍ର ଦିବସ ଅବସରରେ ବନ୍ଦ ରହିବ ସମସ୍ତ…