Daily Archives

January 23, 2018

ପୁଲିସ ପଂଝାରେ ଅଭିଯୁକ୍ତ ବିଫଳ ପ୍ରେମିକ ! ବାରମ୍ବାର ପ୍ରେମ ନିବେଦନରେ ଅରାଜି ହେବାରୁ ଛାତ୍ରୀଙ୍କୁ କରିଥିଲା ଏସିଡ୍…

କନକ ବ୍ୟୁରୋ :  ଯୁକ୍ତ ଦୁଇର ଜଣେ ଛାତ୍ରୀଙ୍କ ମୁହଁକୁ ଏସିଡ ମାଡ କରି ତାଙ୍କ ଜୀବନ ସହ ଖେଳ ଖେଳିଛି ଏହି ବିଫଳ ପ୍ରେମିକ । ଅଭିଯୁକ୍ତର ନାଁ ପର୍ଶୁରାମ ମାଝି । ତେଲେଙ୍ଗାନା ପୁଲିସ ସହାୟତାରେ ଏହି ଅଭିଯୁକ୍ତକୁ ଗିରଫ କରିଛି କଳାହାଣ୍ଡି ପୁଲିସ । ବାରମ୍ବାର ଜୋର ଜବରଦସ୍ତ ଏକତରଫା ପ୍ରେମ…

ଫେବୃୟାରୀ ୨୪ରେ ବିଜେପୁର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି : ଭାରତୀୟ ନିର୍ବାଚନ କମିଶନ

କନକ ବ୍ୟୁରୋ :  ସବୁ ପ୍ରତୀକ୍ଷାର ଅବସାନ ଘଟିଛି ଏବେ । ବିଜେପୁରରେ ଫେବୃଆରୀ ୨୪ରେ ଉପ-ନିର୍ବାଚନ । ବରଗଡ ଜିଲ୍ଲା ବିଜେପୁର ବିଧାନସଭା କ୍ଷେତ୍ରରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଆସନ୍ତାମାସ ୨୪ ତାରିଖରେ ଭୋଟ ଓ ୨୮…

କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ଘଟଣା ! ଖବରକାଗଜର ସମ୍ପାଦକୀୟରେ ପୋଲିସ ଓ ପ୍ରଶାସନକୁ କାଠଗଡାରେ ଛିଡା…

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ନିଜ ଖବରକାଗଜର ସମ୍ପାଦକୀୟରେ ପୋଲିସ ଓ ପ୍ରଶାସନକୁ କାଠଗଡାରେ ଛିଡା କରାଇଛନ୍ତି । ତଥାଗତ ଲେଖିଛନ୍ତି ଯେ, ୨୨ ଜାନୁଆରୀ ଓଡିଶା ପୋଲିସ ପାଇଁ ଏକ…

କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରେ ସାରା ରାଜ୍ୟରେ ହଇଚଇ : ମୃତଦେହକୁ ହସ୍ପିଟାଲରୁ ଆଣି ଶବ ଶୋଭାଯାତ୍ରା କଲା…

କନକ ବ୍ୟୁରୋ : ଗଣଦୁଷ୍କର୍ମର ଅଭିଯୋଗ ଆଉ ତା ପରେ ନ୍ୟାୟ ପାଇଁ ବାରଦୁଆର ହେବା ପରେ ଆତ୍ମହତ୍ୟା । ଆଉ ଏହାପରେ ରାଜରାସ୍ତାରେ ତାତି । ରାଜନୈତିକ କର୍ମୀ ବନାମ ପୋଲିସ । ମାରପିଟ, ଧସ୍ତାଧସ୍ତି, ଟେକାପଥର ମାଡ । କର୍ମୀଙ୍କ ସହ ପୋଲିସ ବାଲାଙ୍କର ବି ମୁଣ୍ଡ ଫାଟିଲା । ହସ୍ପିଟାଲ ବେଡରେ…

ବିଶ୍ୱର ସବୁଠାରୁ ବଡ ଅର୍ଥନୈତିକ ଫୋରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ !  ବଡ ବଡ କମ୍ପାନୀର ମୁଖ୍ୟଙ୍କୁ…

କନକ ବ୍ୟୁରୋ : ଭାରତରେ ନିବେଶ ପାଇଁ  ବିଶ୍ୱର ବଡ଼ ବଡ଼ ଶିଳ୍ପପତି ଓ ସିଇଓମାନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବିଶ୍ୱର ସବୁଠୁ ବଡ଼ ଇକୋନମିକ୍ ଫୋରମରେ ଉଦବୋଧନ ଦେବା ଅବସରରେ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ  । ସ୍ୱିଜରଲାଣ୍ଡର…