Daily Archives

January 17, 2018

ପୁଲିସ ସହ ଲୁଚକାଳି ଖେଳୁଛି ବଳାତ୍କାର ଅଭିଯୁକ୍ତ ବିଜେଡି ନେତା : କାର୍ଯ୍ୟାଳୟକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ…

କନକ ବ୍ୟୁରୋ :  ଆଇନ୍-କାନୁନର ହାତ ଖୁବ୍ ଲମ୍ବା ବୋଲି କଥା ସିନା ରହିଛି-କିନ୍ତୁ ପ୍ରଭାବଶାଳୀ ନେତାଙ୍କ କଥା ଆସିିଲେ କ’ଣ ଏମିତି ହୋଇଯାଏ ଯେ, ଏହି ଭଳି ଚେହେରାମାନେ ଦୁଷ୍କର୍ମ ଭଳି ସାଂଘାତିକ୍ ଘଟଣା ଘଟାଇବା ପରେ ବି ଅନାୟାସରେ ଫେରାର୍ ହୋଇ ଯାଆନ୍ତି । ହିରୋ ମାର୍କା ଚେହେରା ନେଇ ସୈତାନ୍…

ପଂଚାୟତ ଉପନିର୍ବାଚନ ପାଇଁ ଖଲ୍ଲିକୋଟରେ ଭୋଟରଙ୍କୁ ଭଣ୍ଡାଉଛନ୍ତି ନେତା : ଭୋଟ ପାଇବା ପାଇଁ ବାଂଟୁଛନ୍ତି ନକଲି…

କନକ ବ୍ୟୁରୋ :  ନିର୍ବାଚନ ପୂର୍ବରୁ ଭୋଟ୍ ପାଇଁ ଚାଲେ ଏସବୁ କସରତ । ହେଲେ ହିତାଧିକାରୀଙ୍କ ହାତରେ ଥିବା ଏହି କାର୍ଡ ସବୁ ନକଲି । ଅର୍ଥାତ୍ ଜାଲ୍ ରାସନ କାର୍ଡ ଆଉ ଜାଲ୍ ବାର୍ଦ୍ଧକ୍ୟ ଭତ୍ତା କାର୍ଡ । କାର୍ଡରେ ପ୍ରଶାସନିକ ଅଧିକାରୀଙ୍କ ଦସ୍ତଖତ ନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ,…

ପ୍ରଧାନମନ୍ତ୍ରୀଙ୍କ ପୋଷ୍ୟ ଗାଁରେ ଲୁଟ ! ଥାନାରେ ହେଲାଣି ଅଭିଯୋଗ, ଚୋର କିନ୍ତୁ ବେଫିକର

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ୟ ଗାଁରେ ଚୋରଙ୍କ ଉତ୍ପାତ । ଖବର ଅନୁଯାୟୀ, ମୋଦି ପୋଷ୍ୟ ଗାଁ ଭାବେ ଗ୍ରହଣ କରିଥିବା ବନାରସର ଜୟାପୁର ଗାଁରେ ଲାଗିଥିା ସୋଲାର ଷ୍ଟ୍ରିଟଲାଇଟର ଅଧିକାଂଶ ଖୁଣ୍ଟରୁ ବ୍ୟାଟେରୀ ଚୋରି ହୋଇଥିବା ଜଣାପଡିଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ନିଜ…

ଓଡିଶାରେ ରେଳବାଇର ବିକାଶ ପାଇଁ ୬ ହଜାର ୫ଶହ କୋଟିର ଦାବି ରଖିଲା ଓଡିଶା : କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ…

କନକ ବ୍ୟୁରୋ :  ସାଧାରଣ ବଜେଟରେ ରେଳବାଇ ଆବଂଟନ ପାଇଁ ଦାବି ଉପସ୍ଥାପନ କଲା ଓଡିଶା । ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ୨୦୧୮-୧୯ ଆର୍ôଥକ ବର୍ଷରେ ରାଜ୍ୟ ପାଇଁ ୬ ହଜାର ୫ଶହ କୋଟି ଟଙ୍କା ମଂଜୁର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା…

ଯାତ୍ରା ପ୍ରେମୀଙ୍କ ପାଇଁ ଦୁଃଖର ଖବର : ଆସନ୍ତା ଜୁଲାଇରୁ ଯାତ୍ରାପାର୍ଟି ବନ୍ଦ ନେଇ ଘୋଷଣା କଲା ମାଲିକ ସଂଘ

କନକ ବ୍ୟୁରୋ :  ଯାତ୍ରା ମଂଚରୁ ଶୁଭିବନି ଆବେଗ ଭରା ସଂଳାପ । ଖଳନାୟକର ଚିତ୍କାରରେ ଆଉ ପ୍ରକମ୍ପିତ ହେବନି ଯାତ୍ରା ପେଣ୍ଡାଲ । ଦେଖିବାକୁ ମିଳିବନି ରେକର୍ଡ ଡ୍ୟାନ୍ସର ରୋମାଂଚ । କାହିଁକି ନା’ ଆସନ୍ତା ଜୁଲାଇ ମାସରୁ ବନ୍ଦ ହେବାକୁ ଯାଉଛି ରାଜ୍ୟର ୨୩ଟି ପ୍ରମୁଖ ଯାତ୍ରାପାର୍ଟି । ଗାଁଠୁ ସହର…

ଅକ୍ଷମ ହୋଇ ବି ସକ୍ଷମ ! ଜନ୍ମରୁ ଦୁଇଗୋଡ ଅକାମୀ କିନ୍ତୁ ବିଲରେ ଧରୁଛନ୍ତି ହଳ ଲଙ୍ଗଳ, ପଢନ୍ତୁ ଓଡ଼ିଶାର ଦିବ୍ୟାଙ୍ଗ…

କନକ ବ୍ୟୁରୋ : ଦିବ୍ୟାଙ୍ଗ ହୋଇ ଜନ୍ମ ହେବା ଅନେକଙ୍କ ପାଇଁ କୌଣସି ଅଭିଶାପ ଠାରୁ ମଧ୍ୟ କମ ନୁହେଁ । ଏପରିକି ଆମ ସମାଜରେ ଅନେକ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନଙ୍କୁ ସାଧାରଣ ଲୋକ ପରିବାର ପାଇଁ ବୋଝ ବୋଲି ଭାବିଥାନ୍ତି । କିନ୍ତୁ ସେମାନଙ୍କ ଧାରଣାକୁ ଭୂଲ ପ୍ରମାଣିତ କରିଛନ୍ତି ପୁରୀର…