Daily Archives

January 16, 2018

ପୂରଣ ହେବାକୁ ଯାଉଛି ଦୀର୍ଘ ୪୫ବର୍ଷର ସ୍ୱପ୍ନ! ଖୁବଶୀଘ୍ର ବିଚ୍ଛିନ୍ନାଞ୍ଚଳକୁ ଯୋଡିବ ଗୁରୁପ୍ରିୟା ସେତୁ, ଲାଲଗଡରେ…

କନକ ବ୍ୟୁରୋ : ସତ ହେବାକୁ ଯାଉଛି ବିଚ୍ଛିନ୍ନାଂଚଳର ସ୍ୱପ୍ନ । ଆସନ୍ତାମାସ ମାର୍ଚ୍ଚ ସୁଦ୍ଧା ଗୁରୁପ୍ରିୟା ସେତୁରେ ଅଣଔପଚାରିକ ଭାବରେ ଗଡ଼ିବ ବିକାଶର ଗାଡ଼ି । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ବିଚ୍ଛିନ୍ନାଚଂଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ । କାରଣ ଏବେ ପୋଲ ନିର୍ମାଣ କାମ ୯୨ ପ୍ରତିଶତ…

ସୁପ୍ରିମକୋର୍ଟ ସଂକଟର ସମାଧାନ ପାଇଁ ଫିଟୁଛି ବାଟ ! ବିବାଦ ଭିତରେ ଆବେଗ, ଟି-ପାର୍ଟି ବେଳେ କାନ୍ଦି ପକାଇଲେ ବିଚାରପତି

କନକ ବ୍ୟୁରୋ : ଖୁବଶୀଘ୍ର ହୋଇପାରେ ସୁପ୍ରିମକୋର୍ଟ ସଂକଟର ସମାଧାନ । ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଜାରି ରହିଥିବା ସଂକଟ ଉପରେ ଆଜି ସାରା ଦେଶର ନଜର ରହିଥିଲା । ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ୪ ଜଣ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି । ଫଳରେ ବିବାଦର ସମାଧାନ ପାଇଁ ଆଶା…

ବିଜେପୁରରେ ଗୁଳି ମାଡକୁ ନେଇ ତେଜିଲା ରାଜନୀତି ! ଘଟଣାକୁ ବିରୋଧ କରି ବିଜେପିର ଦୁଇଦିନିଆ ପଦଯାତ୍ରା

କନକ ବ୍ୟୁରୋ : ବିଜେପୁରରେ ବିଜେପି ଯୁବ ନେତାଙ୍କ ଘର ଉପରକୁ ଗୁଳିମାଡ ଘଟଣାର ପ୍ରତିବାଦ କରି ଆଜି ଦୁଇ ଦିନିଆ ପଦଯାତ୍ରା ଆରମ୍ଭ କରିଛି ବିଜେପି । ଗୁଳିକାଣ୍ଡ ଘଟଣାକୁ ଘୋର ନିନ୍ଦା କରି ବିଜେପି ଆରମ୍ଭ କରିଛି ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା । ଆଉ ଏଥିପାଇଁ ଆଜି ପ୍ରାୟ ୨ଟାରୁ ଆରମ୍ଭ ହୋଇଛି…

ବୈଜୟନ୍ତଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ତାଲିକା ! ମହାକାଳପଡା ବିଜେଡି କର୍ମୀ କହିଲେ, ସାଂସଦ କରୁଛନ୍ତି ଦଳ ବିରୋଧୀ…

କନକ ବ୍ୟୁରୋ : ବିଜେଡି-ବୈଜୟନ୍ତ ଲଢେଇର ମହାଅଧ୍ୟାୟରେ ପ୍ରତିଦିନ ନୂଆ ନୂଆ କାହାଣୀ ଯୋଡି ହେବାରେ ଲାଗିଛି । ଆଜି ବୈଜୟନ୍ତଙ୍କ ବିରୋଧରେ ନବୀନଙ୍କ ଆଗରେ ଫେରାଦ ହୋଇଛନ୍ତି ମହାକାଳପଡା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ । ସାଂସଦ ବୈଜୟନ୍ତଙ୍କ ନାଁରେ ଅଧ ଡଜନେ ଅଭିଯୋଗର ଲମ୍ବା ଫର୍ଦ୍ଦ ନେଇ…

ବିନା ଗିୟର୍ ଓ ଷ୍ଟିଅରିଂରେ ଚାଲିବ କାର୍ ! ସ୍ୱଚାଳିତ କାରକୁ ନେଇ ଚର୍ଚ୍ଚାରେ ଜେନେରାଲ ମୋଟର୍ସ

ଚାଳକ ବିହୀନ ଗାଡ଼ି କଥା ଆପଣ ଶୁଣିଥିବେ । ତେବେ ଖବର ଅନୁସାରେ ପ୍ୟାଡ଼େଲ, ଗିୟର ଓ ବିନା ଷ୍ଟିଅରିଂରେ ଚାଲିବ କାର୍ । ଆମେରିକାର ଏକ କାର ନିର୍ମାତା କମ୍ପାନୀ ଏପରି କାର ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଛି ଏହି କାର । ଲୋକମାନଙ୍କୁ…

ଜେଲରେ ରହିବେ ଗୋ-ମାତା, ସେବା କରିବେ କଏଦୀ ! ହରିୟାଣାରେ ଜେଲରେ ହେବ ଗୋ-ଶାଳା

ଏଣିକି ଜେଲରେ ରହିବେ ଗୋ-ମାତା । ଏ ନେଇ ହରିୟାଣା ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଗୋ-ସେବା ଆୟୋଗର ଚେୟାରମ୍ୟାନ ମଙ୍ଗଳା ଭାନି ସୂଚନା ଦେଇ କହିଛନ୍ତି, ଖୁବଶୀଘ୍ର ହରିୟାଣାର ଜେଲରେ ଗୋ-ଶାଳା ଖୋଲାଯିବ । ଯେଉଁଠାରେ ଗାଈଙ୍କୁ ରଖାଯିବ । କଏଦୀ ମାନେ ଏହି ଗାଈଙ୍କର ସେବା କରିବେ । ଜେଲରେ…