Daily Archives

January 14, 2018

ଭଗବାନ ବଂଚାଇଦେଲେ ୬ ମତ୍ସ୍ୟଜୀବୀଙ୍କ ଜୀବନ । ମଝି ସମୁଦ୍ରରେ ଡଙ୍ଗାକୁ ଧକା ଦେଲା ଟ୍ରଲର । ପାଣି ଭିତରେ ୧୨ଘଂଟାର…

କନକ ବ୍ୟୁରୋ : ଅଧରାତିରେ ମଝି ସମୁଦ୍ରରେ ବୁଡିଗଲା ଡଙ୍ଗା । ପାଣିରେ ବୁଡିଗଲେ ଡଙ୍ଗାରେ ଥିବା ୬ଜଣ ମତ୍ସ୍ୟଜୀବୀ । ୪ ଘଂଟା ଧରି ପାଣି ଭିତରେ ଚାଲିଲା ଜୀବନ ସହ ସଂଘର୍ଷ । ଆଉ ଖବର ପାଇ ପହଁଚିଗଲେ ଉଦ୍ଧାରକାରୀ ଦଳ । ଅକାତ ପାଣିରେ ଚାଲିଛି ଉଦ୍ଧାରକାର୍ଯ୍ୟ । ବୁଡିଯାଇଥିବା ଡଙ୍ଗାକୁ ଦଉଡିରେ…

ରାଇରଙ୍ଗପୁରରେ ସଇତାନ ଶ୍ୱଶୁରର ଅତ୍ୟାଚାର କାହାଣୀର ଦୁଃଖଦ ଅନ୍ତ । ନିଆଁରେ ପୋଡି ହୋଇ କୋଡିଏ ଘଂଟାର ସଂଘର୍ଷ ପରେ ଆଖି…

କନକ ବ୍ୟୁରୋ : ୨୪ ଘଂଟା ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ଜୀବନ ହାରିଛି ବୋହୁ । ସବୁ ଦିନ ପାଇଁ ଆଖି ବୁଜିଛି ସଇତାନ ଶ୍ୱଶୁର ଦ୍ୱାରା ଦୁଷ୍କର୍ମର ଶୀକାର ବୋହୁ । ଶରୀରର ୮୦ ଭାଗ ପୋଡିଯାଇଥିବା ବୋହୁକୁ ବଂଚାଇବାକୁ ସବୁ ଉଦ୍ୟମ କରିଥିଲେ ଡାକ୍ତର, ହେଲେ ଶେଷରେ ସବୁ ସରିଯାଇଛି ।…

ଗଣିତରେ ଶୂନ ରଖିଲେ, ବ୍ୟାଙ୍କ ଅଫିସର ହେଲେ । ନିଯୁକ୍ତି ଦେଲା ଏସବିଆଇ

ବେଳେବେଳେ ଭାଗ୍ୟ ମଣିଷକୁ ସଫଳତାର ଶୀର୍ଷରେ ପହଂଚାଇଥାଏ । ଅନେକ ଛାତ୍ରଛାତ୍ରୀ ଦିନରାତି ଏକ କରି କଠୋର ପରିଶ୍ରମ କରି ବ୍ୟାଙ୍କରେ ଚାକିରୀ ପାଇବା ଚେଷ୍ଟା କରିଥାନ୍ତି । କେତେକ ନିଜ ଲକ୍ଷ୍ୟରେ ସଫଳ ହୁଅନ୍ତି ଆଉ କିଛି ଛାତ୍ରଛାତ୍ରୀଙ୍କ ଆଶାଆଶାରେ ରହିଯାଏ ।ମାତ୍ର ଏବେ ଏସବିଆଇ ବା ଷ୍ଟେଟ…

ଶତ୍ରୁ ରାଷ୍ଟ୍ରଙ୍କୁ କଡା ମୁକାବିଲା କରିବ ଭାରତ । ଚୀନ,ପାକ ସୀମାରେ ମୁତୟନ ହେବେ ୧୫ଟି ନୂଆ ବାଟାଲିୟନ

କନକ ବ୍ୟୁରୋ : ଦେଶର ସୀମାନ୍ତ ଅଂଚଳଗୁଡ଼ିକରେ ବିଦେଶୀ ଅନୁପ୍ରବେଶ ବଢିଚାଲିଛି । ବିଶେଷକରି ପାକସ୍ତାନ ଓ ବାଂଲାଦେଶ ସୀମା ଦେଇ ବିଦେଶୀ ଆତଙ୍କବାଦୀ ଭାରତରେ ପ୍ରବେଶ କରୁଛନ୍ତି । ଏହା ସହିତ ଚୀନ ସୀମାରେ ଅଶାନ୍ତି ବଢୁଛି । ଚୀନକୁ ଲାଗିଥିବା ଭାରତର ଉତ୍ତର ଓ ଉତ୍ତର-ପୂର୍ବ ସୀମାରେ ବାରମ୍ବାର…

କର୍ମଚାରୀଙ୍କ ପାଇଁ ଖୁସିଖବର । କରମୁକ୍ତ ଗ୍ରାଚୁଇଟି ସୀମା ୨୦ ଲକ୍ଷ ଟଙ୍କାକୁ ହୋଇପାରେ ବୃଦ୍ଧି

ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସିଖବର । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚୁଇଟି ଉଠାଣରେ ଆଉ ଟାକ୍ସ ଦେବାକୁ ପଡିବ ନାହିଁ । ଆଗାମୀ ବଜେଟ ଅଧିବେଶନରେ ଗ୍ରାଚୁଇଟି ଆମେଣ୍ଡମେଂଟ ବିଲ -୨୦୧୭ ଏହା ବିଲ ପାସ ହେବାର ସମ୍ଭାବନା ରହିଛି । ବର୍ତମାନ ପାଂଚ ବର୍ଷରୁ କିମ୍ବା…

ସମୁଦ୍ରର ଲୁଣି ପାଣି ହୋଇଯିବ ମିଠା ! ମୋଦିଙ୍କ ପାଇଁ ଉପହାର ସ୍ୱରୂପ ଇସ୍ରାଏଲରୁ ଆସିଲା ସ୍ୱତନ୍ତ୍ର ଜିପ୍

କନକ ବ୍ୟୁରୋ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆଜି ୬ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେପହଞ୍ଚିଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟକୋଲ ଭାଙ୍ଗି ତାଙ୍କୁ ଏୟାରଫୋର୍ସ ଷ୍ଟେସନରେ ସ୍ୱାଗତ କରିଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ଉଭୟ ପରସ୍ପରକୁ ଦୁଇଥର…