Daily Archives

January 13, 2018

ବୈଜୟନ୍ତଙ୍କୁ ବିଜେଡିର ଆହ୍ୱାନ : କହିଲା, ସୋସିଆଲ ମିଡିଆ ଛାଡ଼ି ସାମ୍ନାକୁ ଆସନ୍ତୁ ସାଂସଦ

କନକ ବ୍ୟୁରୋ :  ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉପରେ ସୋସିଆଲ ମିଡିିଆରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଘନ ଘନ ଆକ୍ରମଣ ପରେ ରଣନୀତି ବଦଳାଇଛି ବିଜେଡି । ତୃତୀୟ ମହଲା ଉପରେ ବୈଜୟନ୍ତଙ୍କ ଟାର୍ଗେଟ ପରେ, ଏ ନେଇ ପ୍ରତିକ୍ରିୟା ରଖିଥିଲେ ନବୀନ । ନବୀନଙ୍କ ପ୍ରତିକ୍ରିୟା ପରେ ତୃତୀୟ ମହଲାର ଅଧିକାରୀଙ୍କ…

ବୋହୂକୁ ଶ୍ୱଶୁରର ଦୁଷ୍କର୍ମ ଉଦ୍ୟମ ! ପୁଲିସ୍ ଜାଲରେ ପଡିଲା ରାଇରଙ୍ଗପୁରର ରାକ୍ଷସ

କନକ ବ୍ୟୁରୋ :  ଏ ଏପରି ଏକ ବିଭତ୍ସ କାହାଣୀ, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସଭ୍ୟ ସମାଜର ଅସଭ୍ୟ ଚିତ୍ର ଦେଖିଲେ ମନରେ ଘୃଣା ଭାବ ସୃଷ୍ଟି ହେବ । ଝିଅ ସମାନ ନିଜ ବୋହୂକୁ ପାଶବିକ ନିର୍ଯାତନା ପରେ ପ୍ରମାଣ ନଷ୍ଟ ପାଇଁ ଅସୁର ବନିଯାଇଥିଲା ଶ୍ୱଶୁର । ନିଆଁ ଲଗାଇ ପୋଡି ମାରି…

ଟିଭି ‘ଟିଆରପି’ର ମୁଖା ଖୋଲିଲେ ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ ! କହିଲେ, ଗୋଟିଏ ଘରେ ନିର୍ଦ୍ଦିଷ୍ଟ ଚ୍ୟାନେଲ ଘଣ୍ଟା…

କନକ ବ୍ୟୁରୋ : ଟେଲିଭିଜନ୍ ଚ୍ୟାନେଲ ଗୁଡିକ କିଭଳି ଟିଆରପି ପାଆନ୍ତି । ଆଜି ଏହା ଉପରେ ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ । ଦୀର୍ଘ ଦିନ ଧରି ଟେଲିଭିଜନ୍ ସହ ଜଡିତ ଥିବା ଏହି ସାମ୍ବାଦିକା କହିଛନ୍ତି, ଗୋଟିଏ ଗୋଟିଏ ସ୍ଥାନରେ ୮ ଘଂଟା ଲେଖାଏଁ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ଅନ୍…

‘ଟଏଲେଟ୍ ’ଏକ ସଂଘର୍ଷର କଥା : ଗାଁରେ ଶୌଚାଳୟ ନିର୍ମାଣ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଲେ ଅଂଜଳୀ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ସନ୍ତକବୀର ନଗର ଜିଲ୍ଲାରେ ରହୁଥିବା ଅଂଜଳୀ ମଲ୍ଲାହ ନାମକ ମହିଳା ସ୍ୱଚ୍ଛ ଭାରତର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡାର । କାରଣ ସେ ନିଜର ସଂଘର୍ଷ ବଳରେ ଗାଁରେ ୧୨୫ଟି ଟଏଲେଟ୍ ତିଆରି କରି ମହିଳାସଶକ୍ତିକରଣ ଓ ଗ୍ରାମୀଣ ସ୍ୱଚ୍ଛତା ଦିଗରେ ବଡ କାମ କରିଛନ୍ତି ।…

ଛୋଟ ବେଳେ ଝାଡୁ ପୋଛା କରୁଥିଲେ ଅଭିନେତ୍ରୀ କାଜୋଲ,ଏବେ ପିଲାଙ୍କୁ କରାଉଛନ୍ତି ସେହି କାମ

ଅଭିନୟ ତ ସମସ୍ତେ କରନ୍ତି କିନ୍ତୁ ପୋଖତ ଅଭିନେତା ହେବା ଖୁବ କଷ୍ଟ । ଯାହାକୁ ପ୍ରମାଣ କରିଛନ୍ତି ଅଭିନେତ୍ରୀ କାଜୋଲ । ସେ ତାଙ୍କର ମନଲୋଭା ଅଭିନୟରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । କେବଳ ସେତିକି ନୁହେଁ ବରଂ ଅଭିନୟର ୨୫ ବର୍ଷ ମଧ୍ୟରେ ସେ କେବେ ମଧ୍ୟ ଛୁଟି ନେଇନଥିବା ସୂଚନା ମିଳିଛି…

ବିଏସଏଫ ଟାର୍ଗେଟରେ ଆଦିବାସୀ ଯୁବକ ଯୁବତୀ ! ସୁରକ୍ଷା ବାହିନୀରେ ଯୋଗ ଦେବା ପାଇଁ ବୁଝାଉଛନ୍ତି ବିଏସଏଫ ଅଧିକାରୀ

କନକ ବ୍ୟୁରୋ : ସୀମା ସୁରକ୍ଷା ବାହିନୀରେ ଯୋଗ ଦେବା ଲାଗି ଆହ୍ୱାନ । ଗାଁ ଗାଁରେ ଜନ ସମ୍ପର୍କ ଶିବିରର ଆୟୋଜନ କରିଛି ବର୍ଡର ସିକ୍ୟୁରିଟି ଫୋର୍ସ । ଏଭଳି ଶିବିର କରି ସୁରକ୍ଷା ବାହିନୀରେ ସାମିଲ ହେବା ପାଇଁ ଆଦିବାସୀ ଯୁବକ ଯୁବତୀ ଓ ଅଭିଭାବକଙ୍କୁ ବୁଝାଉଛନ୍ତି ବି.ଏସ.ଏଫ ଅଧିକାରୀ ।…