Daily Archives

January 11, 2018

ନିଆରା ପ୍ରତିବାଦକୁ ବିଶ୍ୱବ୍ୟାପୀ ପ୍ରଶଂସା : ଲାଇଭ୍ ଟିଭିରେ ଛୋଟ ଝିଅକୁ କୋଳରେ ବସାଇ ଦୁଷ୍କର୍ମକୁ ନିନ୍ଦା କଲେ…

ଇସଲାମାବାଦ : ପାକିସ୍ତାନର  ପଂଜାବ ପ୍ରାନ୍ତରେ ବୁଧବାର ଦିନ ଘଟିଛି ଏକ ଅମାନୁଷିକ ଘଟଣା ।  ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ପରେ  ହତ୍ୟା କରିବା ନେଇ ଖବର ଏବେ ଚର୍ଚ୍ଚା ପାଲଟିଛି । ଏହି ମାମଲାକୁ ନେଇ  ଏହା ବିରୋଧରେ ଅନେକ ହିଂସାତ୍ମକ ପ୍ରଦର୍ଶନ କରାଯାଉଛି ।  ବିଶ୍ୱସ୍ତରରେ ଖୁବ୍…

ରାଜରାସ୍ତାରେ ରାଜନୀତିର ରକ୍ତାକ୍ତ ଯୁଦ୍ଧ ! ସିଏମସି ଅଫିସ ଘେରାଉ ବେଳେ ବିଜେପି କର୍ମୀ-ପୁଲିସ ଧସ୍ତାଧସ୍ତି, ଆଡିସନାଲ…

କନକ ବ୍ୟୁରୋ : ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇର ଦାବି କରୁଥିବା ରାଜନୈତିକ ଦଳ ଗୁଡ଼ିକ ପ୍ରତିନ୍ଦ୍ୱନ୍ଦିତାର କଥା ଉଠିଲେ କେଉଁ ସ୍ତରକୁ ଯାଇ ପାରନ୍ତି ତାର ଏକ ଉଦହାରଣ ଦେଖିବାକୁ ମିଳିଛି କଟକ ସହରରେ । କଟକ ମହାନଗର ନିଗମର ବିଭିନ୍ନ ସମସ୍ୟା ନେଇ ପ୍ରତିବାଦ କରୁଥିବା ବିଜେପି ଆଜି ପୁଲିସ ସହ…

ପୂର୍ବ  ଆମେରିକାରେ ପ୍ରବଳ ତୁଷାରପାତ : ବରଫ ପାଲଟିଲେ ମାଛ ଠାରୁ ଆରମ୍ଭ କରି ବିଶାଳ କୁମ୍ଭୀର

କନକ ବ୍ୟୁରୋ : ଆମେରିକାରେ କଡ଼ା ଶୀତଲହରି,ପ୍ରବଳ ତୁଷାରପାତରୁ ମୁକୁଳି ପାରୁନାହାନ୍ତି ମଣିଷ ଠାରୁ ନେଇ ଜୀବଜନ୍ତୁ ।ଆମେରିକାର ଅଧିକାଂଶ ସ୍ଥାନରେ ଏବେ ପ୍ରାୟ ମାଇନ୍ସ ୩୦ଡିଗ୍ରୀ ସେଲିସିଅ ତାପମାତ୍ର ରହୁଥିବା ଯୋଗୁଁ ଅକଥନୀୟ ଥଣ୍ଡାରେ ଥରୁଛି ଦେଶ । ଏବେ ପୂର୍ବ ଆମେରିକାରୁ ଆସିଥିବା ଏକ…

ବଲିଉଡ ଗୀତର ଲୋକାଲ ଭର୍ସନ ! ତିନୋଟି ଭାଷାରେ ଧୁମ ମଚାଇଲେ ଓଡ଼ିଆ ଗାୟିକା ଅନ୍ତରା

କନକ ବ୍ୟୁରୋ : ଫିଲ୍ମ ଟାଇଗର ଜିନ୍ଦା ହୈର ଧମାକାଦାର ସଫଳତା ଯେ କୋଟି କୋଟି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏପରିକି ୩୦୦ କୋଟି କ୍ଲବରେ ମଧ୍ୟ ପହଞ୍ଚିଛି ସଲମାନଙ୍କ ଏହି ଫିଲ୍ମ । କେବଳ ଅଭିନୟର ଜଲୱା ନୁହେଁ ବରଂ ଫିଲ୍ମର ଗୀତ ସ୍ୱାଗସେ ସ୍ୱାଗତ ଏବେ…

ତରଭୁଜ ମଂଜି ବହୁତ ରୋଗର ନିରାକରଣ କରିଥାଏ   : ଜାଣନ୍ତୁ ଏହାର ଅନେକ ଉପକାରୀ ଗୁଣ ବିଷୟରେ 

ତରଭୁଜ ଯେ ଜଳରେ ଭରପୁର ଏହା ସମସ୍ତେ ଜାଣନ୍ତି । କିନ୍ତୁ ଏହା ମଧ୍ୟରେ ଥିବା ମଂଜିର ଫାଇଦା ବିଷୟରେ ଖୁବ କମ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ । • ତରଭୁଜର ମଂଜିକୁ ମିଠା ତିଆରି କରିବାରେ ବ୍ୟବହାର କରାଯାଏ, ଯାହା ଦ୍ୱାରା ଏହାର ସ୍ୱାଦ ବଢିଥାଏ । କାରଣ ଏହା ଯେତିକି…

ପ୍ରଥମଥର ଫିଲ୍ମ ପାଇଁ ଅନୁରୋଧ କଲେ ସଲମାନ !

ଦବଙ୍ଗ ହିରୋ ସଲମାନ ଖାନଙ୍କ ସିନେମା ସବୁବେଳେ ସୁପରହିଟ ହୋଇ ଆସୁଛି । ଯାହା ତାଙ୍କୁ ବଲିଉଡ ଜଗତର ଜଣେ ପ୍ରଖ୍ୟାତ ଅଭିନେତା ଭାବରେ ପରିଚିତ କରିପାରିଛି । କିନ୍ତୁ ଏତେ ସବୁ ସୁପରହିଟ ଫିଲ୍ମ ମଧ୍ୟରେ ସଲୁ ମିଆଁଙ୍କ ଉପରେ ଫ୍ଲପ୍ ଫିଲ୍ମ କୌଣସି ପ୍ରଭାବ ପକାଇ ପାରିନାହିଁ । ଏହାକୁ ପ୍ରମାଣ…