Daily Archives

January 9, 2018

ଗେହ୍ଲୀ ଝିଅ ପାଇଁ ଗୀତ ଗାଇଲେ କ୍ରିକେଟର୍ ରାଏନା : ଗୀତ ଶୁଣି ଭାବପ୍ରବଣ ହେଲେ ଗମ୍ଭୀର, ହରଭଜନ୍

କ୍ରିକେଟ ମଇଦାନରୁ କିଛି ସମୟର ବ୍ରେକ ନେଇ ମ୍ୟୁଜିକ ରେକଡିଂ ଷ୍ଟୁଡିଓରେ ପହିଁଚିଛନ୍ତି ଟିମ ଇଣ୍ଡିଆର ଧୁରନ୍ଧର ବ୍ୟାଟସମ୍ୟାନ ସୁରେଶ ରାଏନା । ବ୍ୟାଟ ବଲ ବଦଳରେ ସୁରେଶଙ୍କ ଏଥରକ ସାଥୀ ହୋଇଛି ମାଇକ୍ରୋଫୋନ ଓ ମନଛୁଆଁ ଲିରିକ୍ସ । କ୍ରିକେଟ ମଇଦାନରେ ନିଜ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେଉଥିବା…

ସଚିବାଳୟରେ ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନାର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ଆଗାମୀ ଗାନ୍ଧୀ ଜୟନ୍ତୀ…

କନକ ବ୍ୟୁରୋ : ୨୦୧୮ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଜୁଳି ସଂଯୁକ୍ତ କରିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟରେ ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ…

ସିନେମା ହଲରେ ଜାତୀୟ ସଙ୍ଗୀତ ବଜାଇବା ନେଇ ନିଜ ନିଷ୍ପତ୍ତିିରୁ ଓହରିଗଲେ ସୁପ୍ରିମକୋର୍ଟ : ଆଜି କେନ୍ଦ୍ର ସରକାରଙ୍କ…

କନକ ବ୍ୟୁରୋ :  ନଭେମ୍ବର ୩୦, ୨୦୧୬ରେ ଜଷ୍ଟିସ ଦୀପକ ମିଶ୍ରଙ୍କ ଖଣ୍ଡପୀଠଙ୍କ ରାୟ ଦେଇଥିଲେ ସିନେମା ହଲରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ । ଏହା ପରେ ସିନେମା ଆରମ୍ଭ ହେବା ପୂର୍ବରୁ ପ୍ରଥମେ ପରିବେଷଣ ହେଉଥିଲା ଜାତୀୟ ସଂଗୀତ । ଜାତୀୟ ସଂଗୀତ ଗାନ ବେଳେ ସମସ୍ତଙ୍କୁ ଠିଆ ହୋଇ ସମ୍ମାନ…

ରାଜଧାନୀରେ ଡକାୟତଙ୍କୁ ଗୋଡାଇ ଗୋଡାଇ ଗୁଳି ମାରିଲା ପୁଲିସ : ଗୁଳିମାଡରେ ମେଂଟାଲ ଗ୍ୟାଙ୍ଗର ହରି ମେଂଟାଲ ଓ ଲିପୁ ଆହତ

କନକ ବ୍ୟୁରୋ :  ରାଜଧାନୀରେ ଏନକାଉଁଟର ଘଟଣା । କୁଖ୍ୟାତ ଅପରାଧୀଙ୍କୁ ଗୋଡାଇ ଗୋଡାଇ ଗୁଳି କଲା ପୁଲିସ । ଆଗରେ ଆଗରେ ଦୌଡୁଥାନ୍ତି ଅପରାଧୀ ଆଉ ଠିକ ପଛେ ପଛେ ଥାଏ ପୁଲିସ । ବନ୍ଧୁକଧାରୀ ଅପରାଧୀ ବି ପୁଲିସ ଉପରକୁ ଗୁଳି କରୁଥାନ୍ତି । ଆଉ ତାର ଜବାବ ଦେଉଥାଏ କମିଶନରେଟ ପୁଲିସର ସ୍ପେଶାଲ…

ଲାଲ୍ କରିଡରରେ ଦେବଦୂତ ସାଜିଲେ ଯବାନ : ମାଓ ଆକ୍ରମଣର ଭୟକୁ ବେଖାତିର କରି ମାନବିକତାର ପରିଚୟ ଦେଲେ ସିଆରପିଏଫ ଯବାନ

କନକ ବ୍ୟୁରୋ :  ଯବାନ କାନ୍ଧରେ ବୁହା ନୀରିହ ଆଦିବାସୀ । ଘଂଚ ଜଙ୍ଗଲରେ ବାଉଁଶ ଭାରରେ ଆହତ ମହିଳାଙ୍କୁ ନେଇଛନ୍ତି ସିଆରପିଏଫ୍ ଯବାନ । ଜଙ୍ଗଲରେ ପାଦେ ପାଦେ ବିପଦ । ଆଉ ଏହି ବିପଦ ଭିତରେ ଜୀବନକୁ ପାଣି ଛଡାଇ ମହିଳାଙ୍କୁ ବୋହି ନେଇଛନ୍ତି ବୀର ଯବାନ । କମ୍ବିଂ ଅପରେସନ ସାରି ଫେରୁଥିଲେ ଯବାନ…