Daily Archives

January 8, 2018

ବ୍ୟସ୍ତ ହେଉଛନ୍ତି ନେତା, ହେଲେ ହାଇକମାଣ୍ଡ ନିରବ ! ପିସିସି ପଦକୁ ନେଇ ରାହୁଲଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ : କଂଗ୍ରେସରେ ଚର୍ଚା, କଥା ଶୁଣିଲେନି ରାହୁଲ । ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ନେଇ ଚାଲିଥିବା ଜୋରଦାର ଚର୍ଚାକୁ ଥଣ୍ଡା କରିଦେଇଛି, ଏଆଇସିସିର ନିଷ୍ପତି । ଯେଉଁଥିରେ ସ୍ପଷ୍ଟ ହୋଇଛି ପରବର୍ତି ନିଷ୍ପତି ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ହିଁ ପିସିସି ସଭାପତି ରହିବେ ।…

ପଦ୍ମାବତ ରିଲିଜ ହେଲେ ସିନେମା ଘର ଜଳିବ ! ଧମକ ଦେଲେ ରାଜପୁତ ନେତା , ରାଜସ୍ଥାନରେ ଫିଲ୍ମ ବ୍ୟାନ

ସଂଜୟ ଲୀଲା ବଂଶାଲୀଙ୍କ ଫିଲ୍ମ ପଦ୍ମାବତୀ ଏକ ଜାତୀୟ ବିବାଦ ଭାବରେ ମୁଣ୍ଡ ଟେକିବା ପରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଏଥିପାଇଁ ଯେ କେବଳ ଫିଲ୍ମ ପଦ୍ମାବତୀର ଅଭିନେତା ବା ଅଭିନେତ୍ରୀଙ୍କ ଜୀବନ ବିପଦରେ ପଡ଼ିନଥିଲା ବରଂ ସେମାନଙ୍କ ସପକ୍ଷରେ ଥିବା ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ…

କାହା ହାତରେ ରହିଛି ଧ୍ୱଂସକାରୀ ବମର ସିକ୍ରେଟ କୋର୍ଡ ! ଖାଲି ଟ୍ରମ୍ପ କିମ୍ବା କିମ ନୁହଁନ୍ତି, ଜାଣନ୍ତୁ ପରମାଣୁ ବମର…

ପରମାଣୁ ଆକ୍ରମଣ ନେଇ ଏବେ ପୂରା ବିଶ୍ୱବାସୀ ଆତଙ୍କିତ । ଉତ୍ତର କୋରିଆ- ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ଯେ କେତେବେଳେ ପରମାଣୁ ଯୁଦ୍ଧରେ ପରିଣତ ହୋଇଯିବ ତାହା କହିବା ମୁସ୍କିଲ । ଏପରିକି ଦୁହେଁ ଦୁହିଁଙ୍କୁ ପରମାଣୁ ଆକ୍ରମଣ ନେଇ ଧମକ ମଧ୍ୟ ଦେଇ ସାରିଲେଣି । କେତେବେଳେ ଉତ୍ତର କୋରିଆ…

ପଛୁଆ ଜିଲ୍ଳା କିଏ ? କିପରି ଜାଣିବେ ଆପଣଙ୍କ ଜିଲ୍ଲା ପଛୁଆ ନା ଆଗୁଆ

କନକ ବ୍ୟୁରୋ: ନୀତି ଅୟୋଗ ଦ୍ୱାରା ପ୍ରସ୍ତୁତ ରାଜ୍ୟର ୮ଟି ପଛୁଆ ଜିଲ୍ଲାର ବିକାଶ ନେଇ କେନ୍ଦ୍ର-ରାଜ୍ୟ ସରକାର ମୁହାଁମୁହିଁ ହୋଇଥିବା ବେଳେ ଗତ ୧୦ ବର୍ଷ ହେଲା ମିଳିଥିବା ଜଷ୍ଟିସ୍ ଏସ୍. କେ. ମହାନ୍ତି କମିଶନଙ୍କ ଆଂଚଳିକ ବୈଷମ୍ୟ ଅନୁସନ୍ଧାନ କମିଟି ରିପୋର୍ଟ ବିଧାନସଭାକୁ କାହିଁକି ଆସିଲା…

ମହାତ୍ମାଗାନ୍ଧୀ ହତ୍ୟାର ଚତୁର୍ଥ ଗୁଳି ଥିଓରୀ ମିଛ ! ତିନିଟି ଗୁଳିରେ ଯାଇଥିଲା ଗାନ୍ଧିଙ୍କ ଜୀବନ, ସୁପ୍ରିମକୋର୍ଟଙ୍କ…

କନକ ବ୍ୟୁରୋ : ଗାନ୍ଧିଜୀଙ୍କ ହତ୍ୟା ପଛରେ ଥିବା ଫୋର୍ଥ ବୁଲେଟ୍ ଥିଓରୀ ଉପରେ ଲାଗିଛି ପୂର୍ଣ୍ଣଚ୍ଛେଦ । ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ଆଉ କେହି ନୁହନ୍ତି, କେବଳ ନାଥୁରାମ ଗଡସେ ହିଁ ତାଙ୍କୁ ହତ୍ୟା କରିଥିଲେ । ଏପରି ତଥ୍ୟ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆମିକସ କ୍ୟୁରି ବିଶିଷ୍ଟ…

୭ ମିନିଟ୍ ନୁହେଁ ବରଂ ୭ ଦିନ ଭିତରେ ବି ଡିଲିଟ୍ କରିପାରିବେ ଅନ୍ୟଙ୍କ ନିକଟରେ ଥିବା ଆପଣଙ୍କର ମେସେଜ । ଜାଣନ୍ତୁ ପୂରା…

ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ ତଥା ହ୍ୱାଟସଆପ ଗତ କିଛି ଦିନ ହେଲା ନିଜର ଏକ ନୂଆ ଫିଚର କାରଣରୁ ଚର୍ଚ୍ଚାରେ ରହିଛି । ଯାହାକି ପଠାଇଯାଇଥିବା ମେସେଜକୁ ଡିଲିଟ୍ କରିବା ଫିଚର ।  ଆଉ ଯେଉଁଥିରେ ଉଭୟ ସେଣ୍ଡର ଏବଂ ରିସିଭର ତରଫରୁ ମେସେଜ ଡିଲିଟ୍ କରାଯାଇପାରିବ । ଏହି ଫିଚରଟିକୁ ୟୁଜର ମେସେଜ…