Daily Archives

January 7, 2018

ଆରଜେଡି ମୁଖିଆଙ୍କ ନୂଆ ପରିଚୟ ! ଥିଲେ ମୁଖ୍ୟମନ୍ତ୍ରୀ, ହେବେ ମାଳି

କନକ ବ୍ୟୁରୋ :  ହଜାରିବାଗ୍ ଜେଲର ବଗିଚାରେ ଠିକ୍ ଏମିତି, ମାଳି ଭାବରେ ନଜର ଆସିବେ ଲାଲୁ ପ୍ରସାଦ ଯାଦବ । ଦିନେ କ୍ଷମତାର ଶୀର୍ଷ ଆସନରେ ପହଂଚିଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଜେଲର ବଗିଚାରେ ଏମିତି ମାଟି ଖେଳୁଥିବା ଏବଂ ଗଛଲତାରେ ପାଣି ଦେବାର କାମ କରିବେ । ଆଉ ଏଥିପାଇଁ ତାଙ୍କୁ…

ନୀତି ଆୟୋଗ ବୈଠକରୁ ଓଡିଶା ଦୂରେଇ ରହିବା ପରେ ଧର୍ମେନ୍ଦ୍ରଙ୍କ ଟାର୍ଗେଟ ।  କହିଲେ, ରାଜନୈତିକ ବିରୋଧ କରୁଛନ୍ତି ନବୀନ 

କନକ ବ୍ୟୁରୋ : ପଛୁଆ ଜିଲ୍ଲା ବିକାଶକୁ ନେଇ ଜୋରଦାର ହେଲା ବିଜେଡି-ବିଜେପି ରାଜନୀତି । ନୀତି ଆୟୋଗ ବୈଠକରେ ଓଡିଶା ଯୋଗ ନଦେବାରୁ ରାଜ୍ୟର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିକାଶ ପ୍ରସଙ୍ଗରେ ନବୀନ ସରକାର କେବଳ ରାଜନୈତିକ ବିରୋଧ କରୁଥିବା ସେ…

ଛାତି ଉପରେ ଚଢିଗଲେ, ପିଟିପିଟି ମାରିଦେଲେ ସହପାଠୀ । ସାମ୍ନାକୁ ଆସିଲା ରାଗିଂର ଭୟାନକ ପରିଣତି । ସେପଟେ ୩ ଛାତ୍ର…

କନକ ବ୍ୟୁରୋ : ରାଗିଂ କରି ପିଟିପିଟି ମାରିଦେଲେ । ଭାଇଜାଗର ଏକ କଲେଜରେ ସମ୍ବଲପୁରର ୧୬ ବର୍ଷର ଶ୍ରେୟସ କେଶରୱାନୀଙ୍କ ରାଗିଂରେ ଜୀବନ ଯାଇଛି । ସହପାଠୀ ମାନେ ଶ୍ରେୟସଙ୍କୁ ତଳେ ପକାଇ ତାଙ୍କ ଛାତି ଉପରେ ଚଢି ନିସ୍ତୁକ ମାଡ ମାରିଛନ୍ତି । ଯାହା ଫଳରେ ଶ୍ରେୟସ ପ୍ରାଣ ହରାଇଛନ୍ତି । ଆଜି…

ଗିରଫ ହେଲା ଅଭିଯୁକ୍ତ । ସଚିନଙ୍କ ଝିଅକୁ କରୁଥିଲା ଫୋନ । ବାହା ନହେଲେ ଅପହରଣ କରିବା ପାଇଁ ଦେଇଥିଲା ଧମକ 

ସଚିନ ତେନ୍ଦୁଲକରଙ୍କ ଝିଅ ସାରାକୁ ଫୋନରେ ଧମକ ଦେଇଥିବା ଯୁବକକୁ ଗିରଫ କରିଛି ପୋଲିସ । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସଚିନଙ୍କ ଝିଅକୁ  ଫୋନ କରି ଅପହରଣ କରିବା ପାଇଁ ଧମକ ଦେଇଥିଲା ଯୁବକ । ଅଭିଯୁକ୍ତ ଯୁବକ ଜଣକ ସଚିନଙ୍କ  ଝିଅକୁ ବିବାହ କରିବାକୁ ଚାହୁଁଥିଲେ ଏବଂ ଫୋନ କରି ପ୍ରପୋଜ…

୧୨ ତାରିଖରୁ ବଢିପାରେ ଶୀତ ! ଆସନ୍ତାକାଲିଠୁ ଦକ୍ଷିଣ ଓ ଉପକୂଳ ଓଡିଶାରେ ଘନ କୁହୁଡି ସମ୍ଭାବନା

କନକ ବ୍ୟୁରୋ : ସାରା ରାଜ୍ୟରେ ଶୀତର ଲହରୀ । ରାତିକୁ ରାତି ତାପମାତ୍ରା ରେକର୍ଡ ଭାଙ୍ଗୁଛି । ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରାରେ ପହଁଚିଛି ପାରଦ । ଦାରିଙ୍ଗିବାଡିରେ ସର୍ବନିମ୍ନ ୩ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତେବେ ଏହି ଶୀତ ଲହରୀ  ଆଉ କିଛି ଦିନ ଲାଗି ରହିବ । ଏପରିକି ୧୨…

ବଦଳୁନି ପିସିସିର ପରିସ୍ଥିତି : ନେତୃତ୍ୱ ପରିବର୍ତ୍ତନ ନହେବା ନେଇ ଏଆଇସିସିର ଚିଠି ପରେ ବି ଦଳ ଭିତରେ ଅସନ୍ତୋଷ

କନକ ବ୍ୟୁରୋ : ପୁଣି ଜୋର ଧରିଛି ଓଡିଶା ପିସିସି ସଭାପତି ପରିବର୍ତ୍ତନ ଦାବି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ପରବର୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ପିସିସି ସଭାପତି ପରିବର୍ତ୍ତନ ହେବ ନାହିଁ ବୋଲି ଚିଠି ଲେଖିଥିଲେ । ରାହୁଲଙ୍କ ନିର୍ଦ୍ଦେଶକୁ ରାଜ୍ୟର ବିଧାୟକ ସମର୍ଥନ କରୁଥିଲେ ମଧ୍ୟ ପ୍ରସାଦ…