Daily Archives

January 6, 2018

କାହିଁକି ଅଟକିଲା ବିଜେଡିର ଯୁବ-ଛାତ୍ର ସମ୍ପର୍କ ଅଭିଯାନର ରଥ? ଅସହିଷ୍ଣୁତା ନା ନେତାଙ୍କ କନ୍ଦଳ କାରଣ!

କନକ ବ୍ୟୁରୋ : ବିଜେଡିର ଯୁବ-ଛାତ୍ର ସମ୍ପର୍କ ଅଭିଯାନରେ ହଠାତ୍ ଲାଗିଯାଇଛି ବ୍ରେକ୍ । ରାଜ୍ୟର ସମସ୍ତ ଯୁବ-ଛାତ୍ରଙ୍କୁ ଦଳ ସହ ଯୋଡିବାକୁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ତାହା ବିଜେଡି ପାଇଁ ବୁମେରାଂ ହୋଇଛି କି? ଏହିକଥା ଆମେ ଏଥିପାଇଁ କହୁଛୁ କାରଣ ଯେଉଁ ଗତିରେ ବିଜେଡିର ଯୁବ-ଛାତ୍ର…

ବଦଳିଲା ସିବିଏସଇ ଢାଂଚା : ନିଜ ସ୍କୁଲରେ ଦେଇପାରିବେନି ମାଟ୍ରିକ୍ ପରୀକ୍ଷା

କନକ ବ୍ୟୁରୋ :  ଚଳିତ ବର୍ଷ ସିବିଏସଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଲାଗୁ ହେବ ପର୍ସେଂଟେଜ୍ ମାର୍କିଂ ସିଷ୍ଟମ୍ । ଉଚ୍ଛେଦ ହେବ ସିଜିପିଏ ବା କୁମୁଲେଟିଭ ଗ୍ରେଡ୍ ପଏଂଟ ଆଭରେଜ୍ ସିଷ୍ଟମ୍ । ଏଣିକି ସିବିଏସଇର ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ ପାଇବେ ନାହିଁ ସିଜିପିଏ ପଏଂଟ । ଗଲା ଦଶ ବର୍ଷ…

ବିଜେପି-ବିଜେଡି ଲହୁଲୁହାଣ ! ରାୟଗଡ଼ାରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

କନକ ବ୍ୟୁରୋ :  ବିଜେଡି କାର୍ଯ୍ୟାଳୟରେ ବିଜେପି କର୍ମୀ । ହାତରେ ଟାଙ୍ଗିଆ, ଭୁଜାଲି ଓ ମାରଣାସ୍ତ୍ର ନେଇ ୬୦ରୁ ୭୦ ଜଣ କର୍ମୀ କରିଛନ୍ତି ଆକ୍ରମଣ । ଆଉ ତାପରେ ମୁହାଁମୁହିଁ, ଦୁଇ ଦଳର ସମର୍ଥକ । ରକ୍ତାକ୍ତ ସଂଘର୍ଷ । ବିଜେଡି କାର୍ଯ୍ୟାଳୟରେ ହୋଇଛି ବ୍ୟାପକ ଭଂଗାରୁଜା । ରାସ୍ତାରେ ନଷ୍ଟ…

ନିଆଁ ପରେ ଚେତିଲେ, କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପର ପ୍ରକାଶ କଲା ଅଗ୍ନିଶମ ବିଭାଗ ! ଭୁବନେଶ୍ୱରର ସପିଂ ମଲରେ…

କନକ ବ୍ୟୁରୋ :  ଅଗ୍ନିଶମ ନିରାପତ୍ତା ନଥାଇ ହଜାର ହଜାର ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ସପିଂ ମଲ୍ ମାଲିକଙ୍କୁ ଏହା ଥିଲା କନକ ନ୍ୟୁଜର ପ୍ରଶ୍ନ । ଏହି ଖବର ପ୍ରଭାବ ପରେ ନିଦ ଭାଙ୍ଗିଥିଲା ଅଗ୍ନିଶମ ବିଭାଗର । ଯଦି ନିଆଁ ଲାଗେ କିଭଳି ରହିଛି ନିଆଁ ଲିଭାଇବା ବ୍ୟବସ୍ଥା ତା’ର ଯାଂଚ କରିଛନ୍ତି…

ଇମରାନ୍ ଖାନଙ୍କ ତୃତୀୟ ବିବାହ ! ନିଜ ଆଧ୍ୟାତ୍ମିକ ଗୁରୁଙ୍କୁ କଲେ ନିଜର ନୂଆ ବେଗମ୍

ପାକିସ୍ତାନର ପୂର୍ବତନ ଅଧିନାୟକ ଓ ପାକିସ୍ତାନର ତହରିକ୍-ଏ-ଇନସାଫ୍(ପିଟିଆଇ)ର ମୁଖ୍ୟ ଇମରାନ୍ ଖାନ୍ ପୁଣି ନିଜର ବିବାହକୁ ନେଇ ଚର୍ଚ୍ଚାରେ । ଗୁପ୍ତରେ ଆଉଥରେ କରିଛନ୍ତି ତୃତୀୟ ବିବାହ । ଇମରାନଙ୍କର ନୂଆ ବେଗମ ଆଉ କେହି ତରୁଣୀ ନୁହଁନ୍ତି । ନିଜର ଜଣେ ଆଧ୍ୟାତ୍ମିକ ଗୁରୁ ବୋଲି କୁହାଯାଉଛି ।…

କେପଟାଉନରେ ଭାରତକୁ ସାହା ହେଲେ ପାଣ୍ଡ୍ୟା! ଟପ ଅର୍ଡର ଫେଲ ମାରିଲେ, ଅଲରାଉଣ୍ଡର ବଞ୍ଚାଇ ଦେଲେ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ରକ୍ଷାକର୍ତ୍ତା ସାଜିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର । ସାଉଥ ଆଫ୍ରିକାର ଶାଣିତ ବୋଲିଂ ଆକ୍ରମଣରେ ଭାରତର ଟପ୍ ଅର୍ଡର ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଥିବା ବେଳେ ଏହି ଦୁଇ ଯୁବ ଖେଳାଳି…