Daily Archives

December 30, 2017

ଓଡିଶା ରସଗୋଲା ପାଇଁ କେବେ ଜିଆଇ ଆବେଦନ କରିବ ରାଜ୍ୟ : ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି ମନ୍ତ୍ରୀ

କନକ ବ୍ୟୁରୋ : ଓଡିଶା ରସଗୋଲାର ଜିଆଇ ମାନ୍ୟତା ପାଇଁ କେବେ ଆବେଦନ କରିବେ ସରକାର । ଏମଏସଏମଇ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ରସଗୋଲାର ଜିଆଇ ମାନ୍ୟତା ପାଇଁ ଦେଇଥିବା ଭିନ୍ନଭିନ୍ନ ୩ଟି ବୟାନ । ଏହି ବୟାନରୁ ସ୍ପଷ୍ଟ ହେଉଛିି କିଭଳି ଧାରାବାହିକ ଭାବେ ମିଛ କହିଚାଲିଛନ୍ତି ସରକାର । ପ୍ରଥମେ…

ଖୋଲିଲା ହତ୍ୟାକାଣ୍ଡର ରହସ୍ୟ ! ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଇଥିଲା ସୁପାରୀ

କନକ ବ୍ୟୁରୋ :  ୧୩ ଦିନ ପରେ ବାଲେଶ୍ୱର ନହରପାଟଣା ମର୍ଡର ମିଷ୍ଟ୍ରି ଉପରୁ ପରଦା ଉଠାଇଛି ପୋଲିସ । ସାମ୍ନାକୁ ଆସିଛି ପରକୀୟା ପ୍ରେମର ପୁରା କାହାଣୀ । ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ସୁପାରୀ ଦେଇଥିଲା ସ୍ତ୍ରୀ । ୫୦ ହଜାର ଟଙ୍କାର ହୋଇଥିଲା ଡିଲ୍ । ପୋଲିସ ବାନ୍ଧିଥିବା ବାସନ୍ତୀ ବେହେରା…

ଜିରୋ ନାଇଟରେ ସରୁଛି ସୁପ୍ରିମକୋର୍ଟଙ୍କ ଖଣି ଜରିମାନା ଅବଧି : ଡିସେମ୍ବର ୩୧ରେ ବଡ ବଡ ଖଣି ମାଲିକଙ୍କ ହେବ ଭାଗ୍ୟ…

କନକ ବ୍ୟୁରୋ : ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରି । ସରିଆସୁଛି ଖଣି ଫାଇନ ଦେବାର ଡେଡଲାଇନ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜୋରିମାନା ନଦେଲେ ଚାଲୁଥିବା ଖଣିକୁ ବନ୍ଦ କରିଦିଆଯିବ । ତେବେ ଶନିବାର ଅପରାହ୍ନ ୫ଟା ସୁଦ୍ଧା ଫାଇନ୍ ଅବଦାୟ ହୋଇଛି ୮୦୬୨.୩ କୋଟି । ରାଜ୍ୟରେ ଫାଇନ…

ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ! ମୁଖ୍ୟମନ୍ତ୍ରୀଙ୍କ ପାଇଲଟ୍ ଗାଡି ଉପରକୁ କଟକରେ ଅଣ୍ଡା…

କନକ ବ୍ୟୁରୋ :  ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ହେଉଛି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା । କଟକ ସିଡିଏରେ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପୂର୍ବରୁ…

ତଥ୍ୟ ନଥିଲା, ହେଲେ ଟାର୍ଗେଟ କରି ଫସିଗଲେ କେନ୍ଦ୍ରମନ୍ତ୍ରୀ ! ରାଜ୍ୟ ସରକାରଙ୍କୁ ସମାଲୋଚନା କରି କିଭଳି ହେଲେ…

କନକ ବ୍ୟୁରୋ : ମହଙ୍ଗା ପଡିଲା ରାଜ୍ୟ ସରକାରଙ୍କୁ ସମାଲୋଚନା । ତଥ୍ୟ ନଥାଇ ନବୀନ ସରକାରଙ୍କୁ ସମାଲୋଚନା କରି ଫସିଗଲେ କେନ୍ଦ୍ର ମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମରେ ଆସି କେନ୍ଦ୍ରମନ୍ତ୍ରୀ ଯେତେବେଳେ ବିଜେପି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ତାଙ୍କୁ ଘେରିଯାଇଥିଲେ…