Daily Archives

December 24, 2017

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ଟେଷ୍ଟ ଓ ଦିନିକିଆ ସିରିଜ୍ ପରେ ଟି-ଟ୍ୱେଂଟି ସିରିଜ୍ ପୋଛି ନେଇଛି ଭାରତ । ତିନି ଟିକିଆ ସିରିଜର ଅନ୍ତିମରେ ୫ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଲୋ-ସ୍କୋରିଂ ମ୍ୟାଚରେ ଦେଖିବାକୁ ମିଳିଛି ସଂଘର୍ଷପୂର୍ଣ୍ଣ ମୁକାବିଲା । ୧୩୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ…

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିିଜଙ୍କ ଇଚ୍ଛା ଭଂସାଲୀଙ୍କ ‘ପଦ୍ମାବତୀ’ ହେବାକୁ !

ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ହୋଇଥିବା ବିବାଦ ଓ ବିରୋଧ ପ୍ରଦର୍ଶନ ପରେ ଫିଲ୍ମର ରିଲିଜକୁ ଲମ୍ବା ସମୟ ପାଇଁ ଘୁଂଚାଇ ଦିଆଯାଇଛି । ଏହି ଫିଲ୍ମ କେବେ ରିଲିଜ ହେବ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । କିନ୍ତୁ ଏତେ ମାତ୍ରାରେ ବିରୋଧ ପରେ ମଧ୍ୟ ଅନେକ…

୪୦ହଜାର ସ୍କୁଲରେ ଲାଗୁ ହେବ ଦୁଷ୍କର୍ମ ଅଭିଯୁକ୍ତ ବାବା ଆଶାରାମଙ୍କ ପରାମର୍ଶ ! ଝାଡଖଣ୍ଡ ସରକାର ସ୍କୁଲରେ ପାଳନ କରିବେ…

ରାଞ୍ଚି: ଦୁଷ୍କର୍ମ ଅଭିଯୋଗରେ ଜେଲରେ ବନ୍ଦୀ ଥିବା ଧର୍ମ ପ୍ରାଚାରକ ଆଶାରାମଙ୍କ ଏକ ପରାମର୍ଶକୁ ଆଉ ଏକ ବିଜେପି ଶାସିତ ରାଜ୍ୟରେ ଲାଗୁ କରାଯିବାର ଯୋଜନା କରାଯାଉଛି। ଆଜ୍ଞ ହଁ ! ଝାଡଖଣ୍ଡ ସରକାର ରାଜ୍ୟର ୪୦,୦୦୦ ସ୍କୁଲରେ ମାତୃ-ପିତୃ ପୂଜନ ଦିବସ ପାଳନ କରିବା ପାଇଁ ଯୋଜନା କରୁଛନ୍ତି।…

ଝିଅ ଜନ୍ମ କରିବା କ’ଣ ପାପ ? ହେଲେ ସସ୍ମିତା କାହିଁକି ସହିଲେ ଅକଥନୀୟ ଅତ୍ୟାଚାର , ଜାଣନ୍ତୁ ଜଣେ ମହିଳାଙ୍କ ଜୀବନ…

କନକ ବ୍ୟୁରୋ :  ଝିଅ ଜନ୍ମ କରି ଯେପରି ବଡ ପାପ କରିଛନ୍ତି ଢେଙ୍କାନାଳ କାଙ୍କିଲିର ସସ୍ମିତା ନାୟକ । ୫ ବର୍ଷ ତଳେ ପରଜଙ୍ଗ କନ୍ଦରସିଂର ଗିରିଶ ନାୟକଙ୍କୁ ବିବାହ କରିଥିଲେ ସସ୍ମିତା । ବାହାଘର ପରେ ସସ୍ମିତାଙ୍କ ହସଖୁସିର ସଂସାରରେ ଝଡ ମାଡି ଆସିଥିଲା, ଯେତେବେଳେ ସେ ଦୁଇଟି ଝିଅ ଜନ୍ମ ଦେଇଥିଲେ…

ମଝି ସମୁଦ୍ରରେ ଚାଲିଛି ମାଛ ସଉଦା : ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ କଟକଣା ସତ୍ୱେ ଚାଲିଛି ବେଆଇନ କାରବାର

କନକ ବ୍ୟୁରୋ :  ମଝି ଦରିଆରେ ହେଉଛି ମାଛ ସଉଦା । ବାଜି ଲାଗୁଛି ବିରଳ ଅଲିଭ ରିଡଲେ କଇଁଛଙ୍କ ଜୀବନ । ମାଛ ଧରା ଏବଂ ଟ୍ରଲର ଚଳାଚଳ ଉପରେ କଟକଣା ଥିବା ସତ୍ୱେ ଖୁଲମଖୁଲା ରାଜନଗର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ଚାଲଛି ବେଆଇନ କାରବାର । ଆଉ ସବୁ ଜାଣି ଅଜଣା ପାଲଟିଛି ବନ ବିଭାଗ । ଯେଉଁଠି…