Daily Archives

December 22, 2017

ରୋହିତଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ଆତ୍ମସର୍ମପଣ କଲା ସିଂହଳୀ ଦଳ! ୮୮ ରନରେ ଶ୍ରୀଲଙ୍କାକୁ ହରାଇ ସିରିଜ କବଜାକୁ ନେଲା…

କନକ ବ୍ୟୁରୋ : ଇନ୍ଦୋର ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ଏକତରଫା ଭାବେ ୮୮ ରନରେ ପରାସ୍ତ କରି ତିନି ଟିକିଆ ସିରିଜକୁ ହାତେଇ ନେଇଛି ଟିମ୍ ଇଣ୍ଡିଆ । କଟକ ପରେ ଇନ୍ଦୋର ମ୍ୟାଚରେ ଜିତି ସିରିଜରେ ୨-୦ ଆଗୁଆ ରହିଛି ଭାରତ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୫ ୱିକେଟ…

ଦାମ ବାବୁଙ୍କ ବହିଷ୍କାରର ପୂରା କାହାଣୀ ! ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଗଲା, ତା’ପରେ ହେଲା କଣ ?

କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ବିଜେଡିର ହେଭିୱେଟ ନେତା ତଥା କୃଷିମନ୍ତ୍ରୀ ଦମୋଦର ରାଉତ । ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତି ଓ ଧର୍ମ ବିରୋଧୀ ମନ୍ତବ୍ୟ କୌଣସିମତେ ଗ୍ରହଣଯୋଗ୍ୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ…

ବିଜୟ ମହାପାତ୍ରଙ୍କୁ ବିଜେପି ଦେଲା ଝଟକା ! ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ…

କନକ ବ୍ୟୁରୋ : ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଜିଲ୍ଲା କମିଟିରୁ ବହିଷ୍କାର କଲା ଜିଲ୍ଲା ବିଜେପି । ବିଜୟଙ୍କୁ ବହିଷ୍କାର କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ସଭାପତି । ସବୁଠାରୁ ବଡକଥା ହେଉଛି ଦଳର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି ବିଜୟ ମହାପାତ୍ର । ତାଙ୍କ ବିରୋଧରେ…

ଧାରଣାରେ ବସିଛନ୍ତି ନର୍ସ, ଯନ୍ତ୍ରଣା ପାଉଛନ୍ତି ରୋଗୀ ! ଭଗବାନ ଭରସାରେ ଚାଲିଛି ଏମକେସିଜି ମେଡିକାଲରେ ରୋଗୀସେବା

କନକ ବ୍ୟୁରୋ : ଭଗବାନ ଭରସାରେ ରୋଗୀ । ଗୋଟିଏ ପଟେ ଧାରଣାରେ ବସିଛନ୍ତି ନର୍ସ ଏବଂ ଅନ୍ୟପଟେ ଛଟପଟ ହେଉଛି ରୋଗୀ । ରୋଗୀଙ୍କୁ ଦେଖିବାକୁ ପାଖରେ ସିନିଅର୍ ନର୍ସ ନାହାଁନ୍ତି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ନର୍ସଙ୍କ ଅନୁପସ୍ଥିତିରେ କେମିତି ଚାଲିଛି ରୋଗୀ ସେବା । ରାତିରେ ରୋଗୀସେବାର…

ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ, ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଦାମୋଦର ରାଉତ ବିଦା ! କନକ ନ୍ୟୁଜର ମହାପ୍ରଭାବ

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳରୁ ବିଦା ହେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଏନେଇ ଶୁକ୍ରବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷିମନ୍ତ୍ରୀ ଥିବା ଦାମଙ୍କ ବହିଷ୍ମାର ନେଇ ଆସନ୍ତାକାଲି ରାଜ୍ୟପାଳଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।…