Daily Archives

December 10, 2017

ବୈଜୟନ୍ତଙ୍କ ଢେଙ୍କାନାଳ ଗସ୍ତକୁ ନେଇ ଚର୍ଚ୍ଚା ! ୨୦୧୯ରେ ବିଜେପି ଟିକେଟରୁ ଲଢିବେ କି ଜୟ ? ଦାମ କହିଲେ, ଦଳ ଡିଆଁଙ୍କୁ…

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ୧୫ ଦିନରେ ଦୁଇ ଦୁଇଥର ଢେଙ୍କାନାଳ ଗସ୍ତକୁ ନେଇ ଭିନ୍ନ ରାଜନୈତିକ ଚର୍ଚ୍ଚା । ଏପଟେ ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି ବିଜେଡି ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ବୟାନ । ବୈଜୟନ୍ତ ପଣ୍ଡାଙ୍କ କାମାକ୍ଷନଗର ଓ ଭୂବନ…

ନବୀନ -ଧର୍ମେନ୍ଦ୍ରଙ୍କ ଶୀତଳଯୁଦ୍ଧର ଝଲକ ! ଗୋଟିଏ ମଞ୍ଚରେ ମୁହଁ ବୁଲାଇ ଛିଡା ହେଲେ ଦୁଇ ନେତା

କନକ ବ୍ୟୁରୋ : ଗୋଟିଏ ମଞ୍ଚରେ ଛିଡା ହେଲେ କେହି କାହା ମୁହଁକୁ ମଧ୍ୟ ଚାହିଁଲେନି । ଆମେ କହୁଛୁ ରାଜ୍ୟ ରାଜ୍ୟନୀତିର ଦୁଇ ହେଭିୱେଟ ନେତା ନବୀନ ଓ ଧର୍ମେନ୍ଦ୍ରଙ୍କ କଥା । ଜଣେ ରାଜ୍ୟର ମଙ୍ଗୁଆଳ ହୋଇଥିବା ବେଳେ ଅନ୍ୟଜଣେ ପ୍ରଧାନମନ୍ତ୍ରୀଙ୍କ ଖାସ୍ ସିପାହୀ । ଆଜି ଦୁଇଜଣଙ୍କୁ ଏକ ଭିନ୍ନ ରୂପରେ…

ରେଡିଓ ଚକଲେଟର ଅଭିନବ ପ୍ରୟାସ ! କଟକ ମହାନଦୀ ବିହାରରେ ଆରମ୍ଭ ହେଲା ‘ଷ୍ଟ୍ରିଟ ଷ୍ଟୋର’, ବାସହୀନଙ୍କୁ ମିଳିଲା ମାଗଣା…

କନକ ବ୍ୟୁରୋ : ରାସ୍ତା କଡରେ ଦୋକାନ । ମାଗଣାରେ ପୋଷାକ ପତ୍ର ନେଉଛନ୍ତି ବାସହୀନ ଲୋକେ । ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ରେଡିଓ ଚକୋଲେଟର ଅଭିନବ ପ୍ରୟାସ । ୧୦୪ ଏଫଏମ ରେଡିଓ ଚକଲେଟ କଟକ ମହାନଦୀ ବିହାର ଅଂଚଳରେ ଆୟୋଜନ କରିଛି ଅଷ୍ଟମ ଷ୍ଟ୍ରିଟଷ୍ଟୋର । ଏଥିରେ ସ୍ଥାନୀୟ ଅଂଚଳର ବହୁ…

ବିଶ୍ୱ ହକି ଇଣ୍ଡିଆ ଲିଗରେ ଭାରତକୁ ବ୍ରୋଞ୍ଜ ପଦକ ! ୨-୧ ଗୋଲରେ ଜର୍ମାନୀକୁ ମାତ୍ ଦେଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ବିଶ୍ୱ ହକି ଲିଗରେ ସମ୍ମାନ ରଖିଲା ଭାରତ । ତୃତୀୟ ସ୍ଥାନ ତଥା ବ୍ରୋଞ୍ଜ ପଦକ ପାଇଁ ଲଢେଇରେ ବାଜି ମାରି ନେଇଛି ଭାରତୀୟ ହକି ଟିମ୍ । ଶକ୍ତିଶାଳୀ ଜର୍ମାନୀକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ । ଗତକାଲି ଜର୍ମାନୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଅଷ୍ଟ୍ରେଲିଆ । ଫଳରେ…

ଲାଞ୍ଚ ନ ଦେଲେ କାମ ବନ୍ଦ ! ହାତଗୁଞ୍ଜା ଦିଅନ୍ତି ୪୫ ପ୍ରତିଶତ ଭାରତୀୟ, ରିପୋର୍ଟର୍ରେ ଆସିଲା ସାଂଘାତିକ ସତ

କନକ ବ୍ୟୁରୋ : ପ୍ରତ୍ୟେକ ସରକାରୀ କିମ୍ବା ବେସରକାରୀ କାମ ପାଇଁ ଆପଣଙ୍କୁ ଲାଞ୍ଚ ଦେବାକୁ ପଡ଼େ । ଏହା ଅଳ୍ପ-ବହୁତ ଆମେ ଜାଣିଛୁ । ତେବେ ଟ୍ରାନସପାରେନସି ଇଣ୍ଟରନ୍ୟାସନାଲ୍ ଏହି ସତ୍ୟକୁ ତଥ୍ୟ ସାହାଯ୍ୟରେ ପ୍ରକାଶ କରିଛି ।ଭାରତର ୪୫ ପ୍ରତିଶତ ଲୋକ ନିଜ କାମ ପାଇଁ ଲାଂଚ ଦେଇଛନ୍ତି । ପୂର୍ବ…