Daily Archives

December 8, 2017

୨୦୧୮ରେ ଭାରତ ହେବ ୪-ଜିର ଦେଶ ! ଟେଲିକମ୍ ବଜାରରେ ଜିଓର ପ୍ରବେଶରେ ଆରମ୍ଭ ହୋଇଛି ତୀବ୍ର ପ୍ରତିଯୋଗିତା

୨୦୧୮ରେ ଭାରତ ୪ଜି ସେବା ବ୍ୟବହାର କରୁଥିବା ବିଶ୍ୱର ଏକ ପ୍ରମୁଖ ଦେଶ ହେବ । ବିଶେଷକରି ରିଲାଏନ୍ସ ଜିଓ ପରି ଶସ୍ତା ସେବା ଯୋଗାଉଥିବା କମ୍ପାନି ବଜାରକୁ ଆସିବା ପରେ ଅଧିକରୁ ଅଧିକ ଲୋକ ୨ଜି ଓ ୩ଜି ସେବା ଛାଡିି ୪ଜି ସେବା ଗ୍ରହଣ କରିବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ଲଣ୍ଡନ ଭିତ୍ତିକ…

ଖୋର୍ଦ୍ଧାରେ ହେବ ନୂତନ ବିମାନ ବନ୍ଦର : ଏନେଇ ରାଜ୍ୟ ସଚିବାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

କନକ ବ୍ୟୁରୋ : ଖୋର୍ଦ୍ଧାରେ ହେବ ନୂତନ ବିମାନ ବନ୍ଦର । ଏନେଇ ରାଜ୍ୟ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି । ବିମାନ ବନ୍ଦର ପାଇଁ ଖୁବଶୀଘ୍ର ଜମି ଚିହ୍ନଟ ହେବ । ଏଥିପାଇଁ ୧୨ ଶହରୁ ୧୫ଶହ ଏକର ଜମି ଆବଶ୍ୟକ । ତେଣୁ ବିମାନ ବନ୍ଦର ତିଆରି ପାଇଁ ପ୍ରାଥମିକ ପ୍ରକ୍ରିୟା ସ୍ୱରୂପ…

ଶିିଶୁପାଳ ହେଲେ ବର ! ପ୍ରେମିକର ହାତଧରି ଚାଲିଗଲେ କନ୍ୟା

ଆନ୍ଧ୍ର ପ୍ରଦେଶ : ଆପଣ ହୁଏତ ଏପରି ଘଟଣା ଚଳଚ୍ଚିତ୍ରରେ ଦେଖିଥିବେ। ବିବାହ ଅଧା ହୋଇଥିବ ସମସ୍ତ ଅତିଥି ଉପସ୍ଥିତ ଥିବେ ଆଉ ଠିକ୍‌ ସେହି ସମୟରେ କନ୍ୟା ବରକୁ ବାହା ହେବାକୁ ମନା କରି ଚାଲିଯାଏ ନିଜ ପ୍ରେମିକ ସାଥିରେ। ଏହିପରି ଏକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ। ବିବାହ…

ହକି ବିଶ୍ୱ ଲିଗ୍ ଫାଇନାଲ୍ : ସେମିଫାଇନାଲରେ ନିରାଶ ଭାରତ

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଓଡ଼ିଶା ହକି ବିଶ୍ୱ ଲିଗ ଫାଇନାଲର ପ୍ରଥମ ସେମି ଫାଇନାଲରେ ଭାରତକୁ ୦-୧ ଗୋଲରେ ଆର୍ଜେଣ୍ଟିନା ପରାସ୍ତ କରିଛି। ଫଳରେ ଭାରତର ଫାଇନାଲ ମ୍ୟାଚ ଖେଳିବାର ସ୍ୱପ୍ନ ଶେଷ ହୋଇଛି। ଅର୍ଜେଣ୍ଟିନାର ପେଇଲଟ ଗୋଞ୍ଜଲୋ(୨) ୧୭ମିନିଟରେ ଭାରତ ବିପକ୍ଷରେ ଗୋଲ…

ମହାନଦୀ ଉପରେ ଛତିଶଗଡର ପ୍ରକଳ୍ପ ନିର୍ମାଣ ପରେ ସାମ୍ନାକୁ ଆସିଲା ସାଙ୍ଘାତିକ ଚିତ୍ର : ରାଜ୍ୟର ବିଭିନ୍ନ ସ୍ଥାନରେ…

କନକ ବ୍ୟୁରୋ : ବାଙ୍କୀର ବୈଦେଶ୍ୱର ଘାଟ । ଆପଣ ଯଦି ୪ - ୫ ବର୍ଷ ପୂର୍ବରୁ ଏହି ଘାଟକୁ ଦେଖିଥିବେ ତେବେ ସେଦିନ ଓ ଆଜିର ଦିନର ମହାନଦୀ ଭିତରେ ଏକ ବଡ଼ ଫରକ ଜାଣିପାରିବେ । ୫-୬ ବର୍ଷ ପୂର୍ବରୁ ଏହି ଘାଟରୁ ବଡ଼ମ୍ବା ନରସିଂହପୁର ଯିବାପାଇଁ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ ଥିଲା । ବାଙ୍କୀରୁ…