Daily Archives

December 7, 2017

ନୂଆବର୍ଷରୁ ନୂଆ ନିୟମ ! ଏଣିକି ଧାରଣା ବା ଶୋଭାଯାତ୍ରା କରିବା ପଡିବ ମହଙ୍ଗା, ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ !…

କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ପହିଲାରୁ ପୋଲିସ କମିସନରେଟ ଅଂଚଳରେ ଧାରଣା, ଶୋଭାଯାତ୍ରା କରିବା ପାଇଁ ଲାଗୁ ହେବ ନୂଆ ଗାଇଡ ଲାଇନ୍ । ଏନେଇ ଆଜି ପୋଲିସ କମିଶନର ଜାରି କରିଛନ୍ତି ନିର୍ଦ୍ଦେଶନାମା । ଏଣିକି ରାଲି, ଶୋଭାଯାତ୍ରା, ସମାବେଶ, ବିକ୍ଷୋଭ, ଧାରଣା ଆଦି କଲେ ଆୟୋଜକଙ୍କୁ କେତେକ ନିୟମ…

ବ୍ରାହ୍ମଣୀ ବ୍ରିଜ ବିବାଦ ! ବିଜେପି କହିଲା, ଜଙ୍ଗଲ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା, ବିଜେଡିର ଜବାବ, କାମ ନକରି…

କନକ ବ୍ୟୁରୋ : ବ୍ରାହ୍ମଣୀ କଳି ବଢିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ପୋଲ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତାକୁ ନେଇ ମତଭେଦ ସୃଷ୍ଟି ହେବା ପରେ ଏହି ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି । ଆଜି ବିଜେପି ଏକ ସାମ୍ବାଦିକ…

ଓଡିଶାରେ କଳି, ଗୁଜରାଟରେ କୋଳାକୋଳି ! ସୁରଟ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ କଂଗ୍ରେସ ନେତା

କନକ ବ୍ୟୁରୋ : ଓଡିଶାରେ ମନ ମିଶିଲାନି, ଗୁଜରାଟରେ ଏକାଠି ହେଲେ । ଗୁଜରାଟରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି ଓଡିଶାର ନେତା । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ସୁରଟର ବିଭିନ୍ନ ଅଂଚଳରେ ଓଡିଶାର କଂଗ୍ରେସ ନେତାମାନେ ପ୍ରଚାର କରିଛନ୍ତି । ଓଡିଶା କଂଗ୍ରେସରେ ଫାଟ…

ଇଂରେଜ ମାନିଲେ ଦାମ ମାନଲେନି ! ଜୟୀ ରାଜଗୁରୁଙ୍କୁ ନେଇ ଆସିଲା ରୋଚକ ତଥ୍ୟ

କନକ ବ୍ୟୁରୋ : ଜୟୀ ରାଜଗୁରୁ କଣ ସ୍ୱାଧୀନତା ସଂଗ୍ରାମୀ? ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ କୁହାଯିବ କି ନାହିଁ ତାକୁ ନେଇ ରାଜନୈତିକ ମାହୋଲ ଏବେ ସରଗରମ । ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ଦାମୋଦର ରାଉତ ଏହାକୁ ମାନିବାକୁ ଅରାଜି ଥିବାବେଳେ ଏବେ ଆସିଛି ଏକ ରୋଚକ ତଥ୍ୟ ।…

ଶୁଖିଯିବ ମହାନଦୀ ! ଓଡିଶା ଛାତିରେ ଛନକା ପୂରାଇଲା ଛତିଶଗଡ, ବେଆଇନ ନିର୍ମାଣ ଆଣିବ କି ବିପଦ ?

କନକ ବ୍ୟୁରୋ : ମହାନଦୀକୁ ନେଇ ରାଜନୈତିକ ତାତି ଜୋର ଧରୁଥିବା ବେଳେ, ଛତିଶଗଡ ବନ୍ଧ ମହାନଦୀ ଉପରେ କଣ ପ୍ରଭାବ ପକାଇଛି ତାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ମହାନଦୀ ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ କେତେ ପରିମାଣରେ ଜଳ ପ୍ରବେଶ କରୁଛି ତାର ହିସାବ ହସ୍ତଗତ ହୋଇଛି । ଗତ ୮ ବର୍ଷର…