Daily Archives

December 2, 2017

ପୋଲାଭରମ ପ୍ରକଳ୍ପ ବିରୋଧରେ ଓଡ଼ିଶା ସହ ସ୍ୱର ମିଳାଇଲା ତେଳେଙ୍ଗାନା ! ନବୀନଙ୍କ ସହ ଆଲୋଚନା ପରେ ଆନ୍ଧ୍ରକୁ କଲା ବିରୋଧ

କନକ ବ୍ୟୁରୋ : ପୁଣି ଆରମ୍ଭ ହେଲା ପୋଲାଭରମ ରାଜନୀତି । ଗତ କାଲି ତେଲେଙ୍ଗାନା ଉପ-ମୁଖ୍ୟମନ୍ତ୍ରୀ କେ. ଶ୍ରୀହରି, ନବୀନ ପଟ୍ଟନାୟକଙ୍କୁ ଭେଟି ପୋଲାଭରମ ପ୍ରସଙ୍ଗରେ ଓଡିଶାର ଦାବୀକୁ ସମର୍ଥନ କରିବା ପରେ ଆରମ୍ଭ ହୋଇଯାଇଛି ତର୍କ ବିତର୍କ । ବିଜେପି ପୋଲାଭରମକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ…

‘ବିରାଟ’ଙ୍କ ବିରାଟ ରେକର୍ଡ ! କ୍ୟାପଟେନ କୋହଲିଙ୍କ ଆଉ ଏକ ଶତକ, ଇଣ୍ଟରନ୍ୟାସନାଲ କ୍ରିକେଟରେ ସବୁଠୁ ଦ୍ରୁତ ୧୬ ହଜାର…

ବିରାଟ୍ ଆଜି ବିଶ୍ୱ କ୍ରିକେଟ୍ ଆଗରେ ବିରାଟ୍ । ରନ୍ ଓ ସ୍କୋର ପାହାଡ଼ ଚଢୁଥିବା ଭାରତୀୟ କ୍ୟାପଟେନ୍ ଆଜି ପୁଣି ଥରେ ଦେଖାଇଛନ୍ତି ନିଜ ଦମ୍ । ଶ୍ରୀଲଙ୍କା ବିପକ୍ଷରେ ଶତକୀୟ ପାରି ଖେଳି, ଟେଷ୍ଟ କ୍ରିକେଟ ଇତିହାସରେ ଛୁଇଁଛନ୍ତି ଏକ ନୂଆ ମାଇଲଖୁଂଟ । ଯାହା ଅନେକ ରେକର୍ଡକୁ ପଛରେ ଛାଡ଼ି ଯାଇଛି…

ମନମୋହନଙ୍କ ଟାର୍ଗେଟରେ ମୋଦି ! ଗୁଜରାଟର ନିର୍ବାଚନୀ ସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମନମୋହନ

ମୋଦି ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ବିମୁଦ୍ରୀକରଣକୁ ନେଇ ପୁଣି ଥରେ ମୋଦି ସରକାରକୁ ଘେରିଛନ୍ତି ମନମୋହନ । ଏହା ସହ ନଭେମ୍ବର ୮କୁ କଳା ଦିବସ ବୋଲି ବର୍ଣ୍ଣନା କରିବା ସହ ନୋଟବନ୍ଦୀ ଯୋଗୁ ମୃତ୍ୟୁ ବରଣ କରିଥିବା ୧୦୦ ଜଣଙ୍କ କଥା ମନେ ପକାଇ…

ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଅସଦାଚରଣ ! କମୁନି ମଣିଷରୂପୀ ରାକ୍ଷସଙ୍କ ଦୌରାତ୍ମ୍ୟ, ମୋବାଇଲରୁ ମୋବଇଲକୁ ଘୂରି…

କନକ ବ୍ୟୁରୋ : ବିଚ୍ ରାସ୍ତାରେ ନିଲାମ ହେଲା ଛାତ୍ରୀଙ୍କର ଇଜ୍ଜତ । ମଝି ରାସ୍ତାରେ ଛାତ୍ରୀଙ୍କୁ କରାଗଲା ଅସଦାଚରଣ । ଅସଦାଚରଣ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୋବାଇଲରୁ ମୋବାଇଲ୍ ଘୁରି ବୁଲିଛି ଏହି ଭିଡିଓ । ଛାତ୍ରୀ ଜଣଙ୍କୁ ବିଚ୍ ରାସ୍ତାରେ କିଛି…

ବିଜେପୁରର ବିଜେଡି ବିଦ୍ରୋହ ! ଦଳରୁ ଇସ୍ତଫା ଦେଲେ ବ୍ଲକ ସଭାପତି, ଆସନ୍ତାକାଲି ଶଙ୍ଖ ଧରିବେ ନାରାୟଣ

କନକ ବ୍ୟୁରୋ : ବିଜେପୁର ବିଗୁଲ ବାଜିବା ପୂର୍ବରୁ ଉଷ୍ମ ହେଉଛି ରାଜନୈତିକ ପାଣିପାଗ । ଜୋରଧରୁଛି ଯୋଡ଼ତୋଡ଼ ରାଜନୀତି । ଆଜି ବିଜେଡି ପାଇଁ ଚିନ୍ତା ବଢ଼ାଇ ଦେଇଛିି ବିଜେପୁର ବ୍ଲକ ସଭାପତିଙ୍କ ଇସ୍ତଫା । ଆଉ ଅନ୍ୟପଟେ ଆସନ୍ତାକାଲି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଉଛନ୍ତି ଜିଲ୍ଲା ବିଜେପି…