Daily Archives

December 1, 2017

ବିଶ୍ୱ ହକି ଲିଗ ଫାଇନାଲ ୨୦୧୭ ! ଅଷ୍ଟ୍ରେଲିଆକୁ କଡା ଟକ୍କର ଦେଲା ଭାରତ, ୧-୧ରେ ମ୍ୟାଚ ଡ୍ର

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ହକି ଲିଗ ଫାଇନାଲର ଦ୍ୱିତୀୟ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମୁକାବିଲା ୧-୧ରେ ଡ୍ର ଶେଷ ହୋଇଛି । ପୁଲ ବି ଦୁଇ ଦଳ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ପ୍ରଥମରୁ ରୋମାଞ୍ଚ ଦେଖିବାକୁ ମିଳିଥିଲା । ବିଶ୍ୱ ର୍ୟାକିଙ୍ଗରେ ୨ୟ ସ୍ଥାନରେ…

ବାଜି ମାରିନେଲା ବିଜେପି ! ଉତ୍ତରପ୍ରଦେଶର ୧୬ଟି ମ୍ୟୁନିସପାଲଟି ଭିତରୁ ୧୪ଟିରେ ଉଡିଲା ଗେରୁଆ ବାନା, ଧର୍ମଗୁଳା ବି…

ଉତରପ୍ରଦେଶର ମହାନଗରନିଗମ ଓ ସ୍ଥାନୀୟ ନିର୍ବାର୍ଚନରେ ବିଜେପିର ବଡ ବିଜୟ । ଟ୍ରେଣ୍ଡ ଅନୁସାରେ ଅଧିକାଂଶ ନଗର ନିଗମରେ ବିଜେପି ହାତେଇଥିବା ସୂଚନା ମିଳିଛି । ବିଏସପି ପ୍ରତ୍ୟାବର୍ତନ କରିଥିବାବେଳେ ସମାଜବାଦୀ ପାର୍ଟି ବହୁ ପଛରେ ପଡିଛି । ରାଜ୍ୟର ୧୬ଟି ନଗର ନିଗମ ମଧ୍ୟରୁ ବିଜେପି ୧୪ଟିରେ…

ବାହାରେ ଜୀରାଗୁଣ୍ଡ ଭିତରେ ଗଂଜେଇ ! ଲଗଜୁରୀ କାରରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ସବୁଜ ନିଶା, ୩ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ଭିତରେ ଗଂଜେଇ ବାହାରେ ଜିରା ଗୁଣ୍ଡ । ବାହାରକୁ ଜିରା ଗୁଣ୍ଡ ଦେଖାଇ ଚାଲିଛି ଗଂଜେଇ ବେପାର । ତାହା ପୁଣି ଦାମୀ କାରରେ । ଭୁବନେଶ୍ୱରରୁ ୨ଟି କାର ବୋଝେଇ ଗଞ୍ଜେଇ ଗାଡିକୁ ଜବତ କରିଛି ପୁଲିସ । ଗୋଟିଏ ବାଲେନୋ ଏବଂ ସୁଇଫଟ୍ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ, ୩…

ରାଜାଙ୍କ ପ୍ରଶ୍ନ, ମନ୍ତ୍ରୀଙ୍କ ଉତ୍ତର ! ବିଧାନସଭାକୁ ଗରମ କଲା ଶାସକ ଦଳ ବିଧାୟକଙ୍କ ଗୋଟିଏ ପ୍ରଶ୍ନ

କନକ ବ୍ୟୁରୋ : ଗୃହରେ ଆଜି ପ୍ରଶ୍ନ ଉତ୍ତର କାର୍ଯ୍ୟକାଳରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ନିଜ ଦଳର ସଭ୍ୟଙ୍କୁ ପ୍ରଶ୍ନ କରିଥିଲେ ବିଜେଡି ସଭ୍ୟ । ପ୍ରଶ୍ନ ଥିଲା ବିଧାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଆଉ ଏହାର ଉତର ରଖିଥିଲେ ଦଳୀୟ ବିଧାୟକ ତଥା ମନ୍ତ୍ରୀ ନିରଂଜନ ପୂଜାରୀ ।ନିଜ ଦଳର…

ଆଗାମୀ ସପ୍ତାହରେ ବିଜେପୁର ନିର୍ବାଚନ ପାଇଁ ବାଜିପାରେ ବିଗୁଲ ! ଜାନୁଆରୀରେ ହେବ କି ନିର୍ବାଚନ ?

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଆଉ ସପ୍ତାହକ ମଧ୍ୟରେ ଘୋଷଣା ହୋଇପାରେ । ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଡି. ଏନ୍. ଗୁପ୍ତା ଭେଟିବା ପରେ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ବରଗଡ଼ ଜିଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରୁ…