Advertisment

ଦେଶ ବିଦେଶ

ରିଲିଜ ହୋଇପାରନ୍ତି ଆଇପିଏଲର ଦାମୀ ଖେଳାଳୀ , ଏଥର ନିଲାମୀରେ ଚମକିବେ ବିଶ୍ୱକପ ଷ୍ଟାର !  post image

ରିଲିଜ ହୋଇପାରନ୍ତି ଆଇପିଏଲର ଦାମୀ ଖେଳାଳୀ , ଏଥର ନିଲାମୀରେ ଚମକିବେ ବିଶ୍ୱକପ ଷ୍ଟାର ! 

ଦ୍ୱିତୀୟ ପର୍ଯ୍ୟାୟରେ ୨୫ଜଣଙ୍କୁ ମୁକ୍ତ କଲା ହମାସ୍ । ବଦଳରେ ୧୫୦ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବାକୁ ରାଜି ହୋଇଛି ଇସ୍ରାଏଲ । post image

ଦ୍ୱିତୀୟ ପର୍ଯ୍ୟାୟରେ ୨୫ଜଣଙ୍କୁ ମୁକ୍ତ କଲା ହମାସ୍ । ବଦଳରେ ୧୫୦ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବାକୁ ରାଜି ହୋଇଛି ଇସ୍ରାଏଲ ।

୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ । ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କ ରଚିଥିଲେ ଆତଙ୍କବାଦୀ । ସହିଦ ଯବାନ ଓ ନାଗରିକଙ୍କୁ ମନେ ପକାଉଛି ସାରା ଦେଶ । post image

୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ । ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଆତଙ୍କ ରଚିଥିଲେ ଆତଙ୍କବାଦୀ । ସହିଦ ଯବାନ ଓ ନାଗରିକଙ୍କୁ ମନେ ପକାଉଛି ସାରା ଦେଶ ।

କେରଳ କୋଚି ବିଶ୍ୱବିଦ୍ୟାଳୟରେ ଲାଇଭ୍ କନସର୍ଟ୍ ଚାଲିଥିବା ବେଳେ ଦଳଚକଟା । ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ , ୬୦ରୁ ଅଧିକ ଆହତ । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା । post image

କେରଳ କୋଚି ବିଶ୍ୱବିଦ୍ୟାଳୟରେ ଲାଇଭ୍ କନସର୍ଟ୍ ଚାଲିଥିବା ବେଳେ ଦଳଚକଟା । ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ , ୬୦ରୁ ଅଧିକ ଆହତ । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ।

ଟନେଲରେ ଫସିଥିବା ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର ଆଶା । ଅଗର ମେସିନ ବିଫଳ ହେବା ପରେ ପାହାଡ ଉପରପଟୁ ଉଦ୍ଧାର କାର୍ଯ୍ୟ, ଶ୍ରମିକ ସୁସ୍ଥ ଥିବା ସୂଚନା । post image

ଟନେଲରେ ଫସିଥିବା ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର ଆଶା । ଅଗର ମେସିନ ବିଫଳ ହେବା ପରେ ପାହାଡ ଉପରପଟୁ ଉଦ୍ଧାର କାର୍ଯ୍ୟ, ଶ୍ରମିକ ସୁସ୍ଥ ଥିବା ସୂଚନା ।

ଆଇପିଏଲର ୧୭ତମ ସଂସ୍କରଣ ପାଇଁ ହେବ ମିନି ନିଲାମ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ନେଇ ଚର୍ଚ୍ଚା post image

ଆଇପିଏଲର ୧୭ତମ ସଂସ୍କରଣ ପାଇଁ ହେବ ମିନି ନିଲାମ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ନେଇ ଚର୍ଚ୍ଚା

ଯୁଦ୍ଧ ବିରତି ଚୁକ୍ତି ସଫଳ! ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡୁଛି ହମାସ । ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ post image

ଯୁଦ୍ଧ ବିରତି ଚୁକ୍ତି ସଫଳ! ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡୁଛି ହମାସ । ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ

ମହାରାଷ୍ଟ୍ର ପୁଣେରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ୱାମୀକୁ ମୁଥା ମାରି ହତ୍ୟାକଲା ସ୍ତ୍ରୀ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ହତ୍ୟା ହୋଇଥିବା ଅଭିଯୋଗ post image

ମହାରାଷ୍ଟ୍ର ପୁଣେରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ୱାମୀକୁ ମୁଥା ମାରି ହତ୍ୟାକଲା ସ୍ତ୍ରୀ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ହତ୍ୟା ହୋଇଥିବା ଅଭିଯୋଗ

ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଦେଲା ଭୋଟ୍ । ସଂଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ । ଭୋଟବେଳେ ବିଭିନ୍ନ ସ୍ଥାନରେ ଫୁଟିଲା ଗୁଳି,ବୋମା post image

ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଦେଲା ଭୋଟ୍ । ସଂଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ । ଭୋଟବେଳେ ବିଭିନ୍ନ ସ୍ଥାନରେ ଫୁଟିଲା ଗୁଳି,ବୋମା

ଦୁନିଆର ସବୁଠୁ ବଡ଼ ହିମଖଣ୍ଡ ଭାଙ୍ଗି ଦକ୍ଷିଣ ମହାସାଗରରେ ମିଶିବାକୁ ଯାଉଛି । ଆକାରରେ ନ୍ୟୂୟର୍କ ସହର ଠାରୁ ତିନିଗୁଣ ବଡ଼ । post image

ଦୁନିଆର ସବୁଠୁ ବଡ଼ ହିମଖଣ୍ଡ ଭାଙ୍ଗି ଦକ୍ଷିଣ ମହାସାଗରରେ ମିଶିବାକୁ ଯାଉଛି । ଆକାରରେ ନ୍ୟୂୟର୍କ ସହର ଠାରୁ ତିନିଗୁଣ ବଡ଼ ।

ସବସ୍କ୍ରାଇବ କରନ୍ତୁ