ଯୋଗ ଦିବସ : ଇଣ୍ଡୋନେସିଆ ବାଲିରେ ଯୋଗ ନୃତ୍ୟ

53

କନକ ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଇଣ୍ଡୋନେସିଆ ବାଲିରେ ନିଆରା ଢଙ୍ଗରେ ଯୋଗ ଦିବସ ପାଳନ କରାଯାଇଛି । ନାଚରେ ନାଚରେ ଯୋଗ ଦିବସ ପାଳିତ ହୋଇଛି । ଯୋଗ ଦିବସ ପାଳନ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଅନେକ କଳାକାର ସାମିଲ ହୋଇଥିଲେ । ନୃତ୍ୟ ମାଧ୍ୟମରେ ଯୋଗ କରିଥିଲେ କଳାକାର । ଯୋଗ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ ଏପରି ନିଆରା ପ୍ରୟାସ କରାଯାଇଥିଲା ।