Advertisment

Top 2

କେତେବେଳେ ଆକାଶପଥରେ ତ ପୁଣି କେତେବେଳେ ଜଳପଥରେ । ଫୋନି ଯିବା ପରେ ନୌସେନା ଯବାନ ଦେଖାଉଛନ୍ତି ଅଦମ୍ୟ ସାହସ, ବାତ୍ୟା ପୀଡିତଙ୍କ ପାଇଁ ସାଜିଛନ୍ତି ଦେବଦୂତ ।

କେତେବେଳେ ଆକାଶପଥରେ ତ ପୁଣି କେତେବେଳେ ଜଳପଥରେ । ଫୋନି ଯିବା ପରେ ନୌସେନା ଯବାନ ଦେଖାଉଛନ୍ତି ଅଦମ୍ୟ ସାହସ, ବାତ୍ୟା ପୀଡିତଙ୍କ ପାଇଁ ସାଜିଛନ୍ତି ଦେବଦୂତ ।

ଦୁଃଖ ଦେଇଗଲା ‘ଫୋନି’, ହେଲେ ଆମେ ହାର ମାନିବୁନି, ଆସନ୍ତୁ ମିଳିମିଶି ଭାଙ୍ଗିପଡ଼ିଥବା ଓଡ଼ିଶାର ଭରସାକୁ ଯୋଡ଼ିବା ।

୨୦ ବର୍ଷର ପରିଶ୍ରମକୁ ଗୋଟିଏ ଝଟକାରେ ଦୋହଲାଇ ଦେଲା ଫୋନି । ପ୍ରଳୟଙ୍କାରୀ ଫୋନିର ତାଣ୍ଡବରେ ଭୁଷୁଡି ପଡିଲା ଓଡିଶାର ପର୍ଯ୍ୟଟନ ଶିଳ୍ପର ମୁଳଦୂଆ ।

ଆସନ୍ତା ୧୨ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦୱାଜ । ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମର ନେତୃତ୍ୱ ନେଇ ବାତ୍ୟା ସ୍ଥିତିର କରିବେ ସମୀକ୍ଷା ।

ସହଜରେ ଭୁଲି ହେବ ନାହିଁ ଫୋନିର କ୍ଷତ । ଦେଖନ୍ତୁ ବାତ୍ୟା ଫୋନି ତାଣ୍ଡବର ୩୦ ଲୋମଟାଙ୍କୁରା ଦୃଶ୍ୟ, ଆପଣାଛାଏଁ ଜକେଇ ହୋଇ ଆସିବ ଆଖି ।

ଫୋନି ସମୟରେ ଦେବଦୂତ ସାଜିଲେ ଓଡିଶା ପୋଲିସର ମହିଳା ବ୍ରିଗେଡ । କିଏ ଗାଡିରେ ବସାଇ ଲୋକଙ୍କୁ ଉଦ୍ଧାର କଲେ ତ ପୁଣି କିଏ ରାତି ଅଧରେ ରାସ୍ତାରୁ ଗଛ ସଫା କରି ଚର୍ଚ୍ଚାକୁ ଆସିଲେ । ଦେଖନ୍ତୁ କିଛି ଫଟୋ ।

ଫୋନି ସମୟରେ ଦେବଦୂତ ସାଜିଲେ ଓଡିଶା ପୋଲିସର ମହିଳା ବ୍ରିଗେଡ । କିଏ ଗାଡିରେ ବସାଇ ଲୋକଙ୍କୁ ଉଦ୍ଧାର କଲେ ତ ପୁଣି କିଏ ରାତି ଅଧରେ ରାସ୍ତାରୁ ଗଛ ସଫା କରି ଚର୍ଚ୍ଚାକୁ ଆସିଲେ । ଦେଖନ୍ତୁ କିଛି ଫଟୋ ।

ଆଜି ସନ୍ଧ୍ୟାରୁ ଭୁବନେଶ୍ୱରରେ ବିଦ୍ୟୁତ୍ ଯୋଗାଣ । ପର୍ଯ୍ୟାୟ କ୍ରମେ ଆଲୋକିତ ହେବ ସହର ।

ଫେରିଲା ‘ଫୋନି’, ଛାଡ଼ିଲା ଚିହ୍ନ । ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ତାଣ୍ଡବ ରଚି ଫେରିଗଲା ଯମଦୂତ ।

ବାତ୍ୟା ଫୋନିକୁ ବର୍ଷେ...ଫଣା ଟେକି ଆସିଥିଲା ଫୋନି । ଝଡ଼ ମାଡ଼ରେ ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା ।

୧୯୯୯ ମହାବାତ୍ୟା ପରେ ଓଡିଶାରେ ଲ୍ୟାଣ୍ଡଫଲ୍ କରିବ ସବୁଠୁ ବଡ ବାତ୍ୟା! ଜାଣନ୍ତୁ କିଭଳି ସଜାଗ ରହିଛନ୍ତି ସରକାର ଓ ସେନା ।

ସାମୂଦ୍ରିକ ବାତ୍ୟା ‘ଫୋନି’ : ଇଷ୍ଟକୋଷ୍ଟ ଜାରି କଲା ହେଲ୍ପ ଲାଇନ୍ ନମ୍ବର

ସାମୂଦ୍ରିକ ବାତ୍ୟା ‘ଫୋନି’ : ଇଷ୍ଟକୋଷ୍ଟ ଜାରି କଲା ହେଲ୍ପ ଲାଇନ୍ ନମ୍ବର

କାଲି ଲ୍ୟାଣ୍ଡଫଲ୍ କରିବ ଭୟଙ୍କର ବାତ୍ୟା ‘ଫୋନି’ । ସକାଳୁ ଘରୁ ନବାହାରିବା ପାଇଁ ଜାରି ହେଲା ସତର୍କ ସୂଚନା । 

କାଲି ଲ୍ୟାଣ୍ଡଫଲ୍ କରିବ ଭୟଙ୍କର ବାତ୍ୟା ‘ଫୋନି’ । ସକାଳୁ ଘରୁ ନବାହାରିବା ପାଇଁ ଜାରି ହେଲା ସତର୍କ ସୂଚନା । 

ଉଗ୍ର ହେଉଛି ‘ଫୋନି’:  ସାମୁଦ୍ରିକ ଝଡ ଯୋଗୁଁ ସମୁଦ୍ରରେ ଉଠିପାରେ ଦେଢ ମିଟର ଉଚ୍ଚର ଜୁଆର, ୪ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ସମ୍ଭାବନା

ଉଗ୍ର ହେଉଛି ‘ଫୋନି’: ସାମୁଦ୍ରିକ ଝଡ ଯୋଗୁଁ ସମୁଦ୍ରରେ ଉଠିପାରେ ଦେଢ ମିଟର ଉଚ୍ଚର ଜୁଆର, ୪ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ସମ୍ଭାବନା

ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ସଜାଗ ଅଗ୍ନୀଶମ ବିଭାଗ । ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ।

ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ସଜାଗ ଅଗ୍ନୀଶମ ବିଭାଗ । ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ।

Advertisment
ସବସ୍କ୍ରାଇବ କରନ୍ତୁ