ମାସେ ବି ଗଲାନି କୋଟିଏ ଟଙ୍କାର ରାସ୍ତା ,ଅସରାଏ ବର୍ଷାରେ ଉଠିଗଲା ପିଚୁ । ନିମ୍ନମାନର କାମକୁ ନେଇ ତେଜୁଛି ଅସନ୍ତୋଷ

156

କନକବ୍ୟୁରୋ: ନିମ୍ନ ମାନର କାମ କରି ମାଲାମାଲ ଠିକାଦାର ଓ ଯନ୍ତ୍ରୀ । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କରାଯାଉଥିବାବେଳେ ଠିକାଦାରଙ୍କ ମନମାନି ସହ ନିମ୍ନ ମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ ହେଉଛି । ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଶୁଣୁ ନାହାନ୍ତି ଅଧିକାରୀ । ଏହିଭଳି ମନମୁଖୀ କାମର ବିରୋଧ କରିବା ସହ ତଦନ୍ତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ