Advertisment

ସ୍ପେଶାଲ୍ ରିପୋର୍ଟ

ଜନ୍ମଦିନରେ ଜୀବୀକା ଦେଲେ, ରୋଜଗାର ଯୋଗାଇଲେ... ଅଭାବୀ, ଅସହାୟଙ୍କ ଦୁଃଖ ଦେଖି ରହି ପାରିଲେନି ଦରଦୀବନ୍ଧୁ । ନିଜ ଜନ୍ମଦିନରେ ଜଣେ ଦିବ୍ୟାଙ୍ଗଙ୍କୁ ଉପହାର ଦେଲେ ଗ୍ରୋସରୀ ଦୋକାନ । ଅସହାୟ ଯୁବତୀଙ୍କୁ ଯୋଗାଇଲେ ସିଲେଇ ମେସିନ । ସୋନୁ, ସବ୍ୟଙ୍କ ପରି ସାମ୍ନାକୁ ଆସିଲେ ଆଉ ଜଣେ ବିପଦର ବନ୍ଧୁ post image

ଜନ୍ମଦିନରେ ଜୀବୀକା ଦେଲେ, ରୋଜଗାର ଯୋଗାଇଲେ... ଅଭାବୀ, ଅସହାୟଙ୍କ ଦୁଃଖ ଦେଖି ରହି ପାରିଲେନି ଦରଦୀବନ୍ଧୁ । ନିଜ ଜନ୍ମଦିନରେ ଜଣେ ଦିବ୍ୟାଙ୍ଗଙ୍କୁ ଉପହାର ଦେଲେ ଗ୍ରୋସରୀ ଦୋକାନ । ଅସହାୟ ଯୁବତୀଙ୍କୁ ଯୋଗାଇଲେ ସିଲେଇ ମେସିନ । ସୋନୁ, ସବ୍ୟଙ୍କ ପରି ସାମ୍ନାକୁ ଆସିଲେ ଆଉ ଜଣେ ବିପଦର ବନ୍ଧୁ

ଆଜି ଜାତୀୟ କ୍ରୀଡ଼ା ଦିବସ : ଆଜି ବି ଛେଳି ଚରାଉଛନ୍ତି ଜାତୀୟ ମହିଳା ଫୁଟ୍‌ବଲର୍‌ ତନୁଜା ବାଗେ post image

ଆଜି ଜାତୀୟ କ୍ରୀଡ଼ା ଦିବସ : ଆଜି ବି ଛେଳି ଚରାଉଛନ୍ତି ଜାତୀୟ ମହିଳା ଫୁଟ୍‌ବଲର୍‌ ତନୁଜା ବାଗେ

ହାତରେ ବହି ନୁହେଁ ଚା’ ବ୍ୟାଗ୍ । କୁନି ହାତରେ ଚା’ ବିକିଲେ ପରିବାର ଚଳିବ, ପେଟ ପୂରିବ । ଶ୍ରୀକ୍ଷେତ୍ରରୁ ଆସିଲା ସଂଘର୍ଷର ଦୁଇଟି ଦୃଶ୍ୟ । ସରକାର ଦୁଇ କଅଁଳ ହାତକୁ କେବେ ବଢ଼ାଇବ ସହାୟତାର ହାତ? post image

ହାତରେ ବହି ନୁହେଁ ଚା’ ବ୍ୟାଗ୍ । କୁନି ହାତରେ ଚା’ ବିକିଲେ ପରିବାର ଚଳିବ, ପେଟ ପୂରିବ । ଶ୍ରୀକ୍ଷେତ୍ରରୁ ଆସିଲା ସଂଘର୍ଷର ଦୁଇଟି ଦୃଶ୍ୟ । ସରକାର ଦୁଇ କଅଁଳ ହାତକୁ କେବେ ବଢ଼ାଇବ ସହାୟତାର ହାତ?

ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ଚାକିରି ଦେଇଥିଲେ, ଏବେ ଘର କରିଦେବେ । ବେସାହାରା ପ୍ରବାସୀ ଶ୍ରମିକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ୨୦ ହଜାର ଘର ତୋଳିଦେବେ ସୋନୁ ସୁଦ୍ । post image

ପୁଣି ହୃଦୟ ଜିଣିଲେ ହୃଦୟର ହିରୋ । ଚାକିରି ଦେଇଥିଲେ, ଏବେ ଘର କରିଦେବେ । ବେସାହାରା ପ୍ରବାସୀ ଶ୍ରମିକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ୨୦ ହଜାର ଘର ତୋଳିଦେବେ ସୋନୁ ସୁଦ୍ ।

ଭାରତରେ ସୋନୁ, ଓଡ଼ିଶାରେ ସବ୍ୟ । ସୋନୁ ସୁଦଙ୍କ ପରି ସମସ୍ତଙ୍କ ହୃଦୟ ଜିଣୁଛନ୍ତି ଓଡ଼ିଶାର ସୁନା ପୁଅ ଅଭିନେତା ସବ୍ୟସାଚୀ । ଯିଏ ବି ଯେଉଁଠୁ ସାହାଯ୍ୟ ପାଇଁ ଗୁହାରୀ କରୁଛି, ଦେବଦୂତ ସାଜି ସାହାଯ୍ୟ କରୁଛନ୍ତି ସବ୍ୟ । post image

ଭାରତରେ ସୋନୁ, ଓଡ଼ିଶାରେ ସବ୍ୟ । ସୋନୁ ସୁଦଙ୍କ ପରି ସମସ୍ତଙ୍କ ହୃଦୟ ଜିଣୁଛନ୍ତି ଓଡ଼ିଶାର ସୁନା ପୁଅ ଅଭିନେତା ସବ୍ୟସାଚୀ । ଯିଏ ବି ଯେଉଁଠୁ ସାହାଯ୍ୟ ପାଇଁ ଗୁହାରୀ କରୁଛି, ଦେବଦୂତ ସାଜି ସାହାଯ୍ୟ କରୁଛନ୍ତି ସବ୍ୟ ।

ଆଉ ଭୋକିଲା ରହିବନି ବୁଢୀମାଆ । ସ୍କୁଲରେ ଆତ୍ମସୁରକ୍ଷାର ଶିକ୍ଷା ଦେଇ ପେଟ ପୋଷିବ, ଭଲରେ ଚଳିବ । ଭୋକ ପାଇଁ ୮୫ ବର୍ଷର ଶାନ୍ତା ପାୱାରଙ୍କ ସଂଘର୍ଷ କରୁଣ କାହାଣୀ ଶୁଣି ସେଲ୍ପ ଡିଫେନ୍ସ ଟ୍ରେନିଂ ସେଣ୍ଟର ଖୋଲିବାକୁ କହିଥିଲେ ସୋନୁ । ମାସେ ଭିତରେ ବୁଢୀମାଉସୀ ପାଇଁ ସ୍କୁଲ ଖୋଲି ମନ ଜିଣିନେଲେ ଦୁଃଖୀରଙ୍କୀଙ୍କ ଭଗବାନ post image

ଆଉ ଭୋକିଲା ରହିବନି ବୁଢୀମାଆ । ସ୍କୁଲରେ ଆତ୍ମସୁରକ୍ଷାର ଶିକ୍ଷା ଦେଇ ପେଟ ପୋଷିବ, ଭଲରେ ଚଳିବ । ଭୋକ ପାଇଁ ୮୫ ବର୍ଷର ଶାନ୍ତା ପାୱାରଙ୍କ ସଂଘର୍ଷ କରୁଣ କାହାଣୀ ଶୁଣି ସେଲ୍ପ ଡିଫେନ୍ସ ଟ୍ରେନିଂ ସେଣ୍ଟର ଖୋଲିବାକୁ କହିଥିଲେ ସୋନୁ । ମାସେ ଭିତରେ ବୁଢୀମାଉସୀ ପାଇଁ ସ୍କୁଲ ଖୋଲି ମନ ଜିଣିନେଲେ ଦୁଃଖୀରଙ୍କୀଙ୍କ ଭଗବାନ

ଗାଁରେ ନେଟୱାର୍କ ନଥିବାରୁ ଦୂର ପାହାଡ ଉପରକୁ ଚଢି ପାଠ ପଢୁଥିଲେ ସ୍ୱପ୍ନାଲି । କଷ୍ଟ ଜାଣିବା ପରେ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ୍ । କହିଲେ, ଆଉ କଷ୍ଟ ପାଇବନି ଭଉଣୀ, ଗାଁରେ ଲାଗିବ ୱାଇଫାଇ । post image

ଗାଁରେ ନେଟୱାର୍କ ନଥିବାରୁ ଦୂର ପାହାଡ ଉପରକୁ ଚଢି ପାଠ ପଢୁଥିଲେ ସ୍ୱପ୍ନାଲି । କଷ୍ଟ ଜାଣିବା ପରେ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ୍ । କହିଲେ, ଆଉ କଷ୍ଟ ପାଇବନି ଭଉଣୀ, ଗାଁରେ ଲାଗିବ ୱାଇଫାଇ ।

ଏଣିକି ଋଣ ଦେବ ହ୍ୱାଟ୍ସ ଆପ୍ !! ମାତ୍ର ଗୋଟିଏ ମ୍ୟାସେଜ କଲେ ସାଙ୍ଗେ ସାଙ୍ଗେ ମିଳିଯାଉଛି ଋଣ...ଯଦି ଆପଣଙ୍କୁ ଋଣ ଦରକାର ତେବେ ବିଳମ୍ବ ନକରି ତୁରନ୍ତ ଏପରି ଭାବରେ ଋଣ ନିଅନ୍ତୁ post image

ଏଣିକି ଋଣ ଦେବ ହ୍ୱାଟ୍ସ ଆପ୍ !! ମାତ୍ର ଗୋଟିଏ ମ୍ୟାସେଜ କଲେ ସାଙ୍ଗେ ସାଙ୍ଗେ ମିଳିଯାଉଛି ଋଣ...ଯଦି ଆପଣଙ୍କୁ ଋଣ ଦରକାର ତେବେ ବିଳମ୍ବ ନକରି ତୁରନ୍ତ ଏପରି ଭାବରେ ଋଣ ନିଅନ୍ତୁ

ଚାକିରୀ ଖୋଜୁଛନ୍ତି କି ? ଚାକିରୀ ଦେବ ଆପ୍ ! କରୋନା କାଳରେ ଚାକିରୀ ଦେବାକୁ ହାତ ମିଳାଇଲେ ବିଶ୍ୱର ବଡ଼ ବଡ଼ କମ୍ପାନୀ । ମାତ୍ର ଗୋଟିଏ ଆପ୍ ରେ କ୍ଲିକ୍ କଲେ ମିଳିବ ଚାକିରୀ , ଆପଣ ଚାକିରୀ ଖୋଜୁଥିଲେ ଥରେ ଦେଖନ୍ତୁ ଏହି ରିପୋର୍ଟ, ମିଳିପାରେ ଆପଣଙ୍କ ମନ ମୁତାବକ ଚାକିରୀ । post image

ଚାକିରୀ ଖୋଜୁଛନ୍ତି କି ? ଚାକିରୀ ଦେବ ଆପ୍ ! କରୋନା କାଳରେ ଚାକିରୀ ଦେବାକୁ ହାତ ମିଳାଇଲେ ବିଶ୍ୱର ବଡ଼ ବଡ଼ କମ୍ପାନୀ । ମାତ୍ର ଗୋଟିଏ ଆପ୍ ରେ କ୍ଲିକ୍ କଲେ ମିଳିବ ଚାକିରୀ , ଆପଣ ଚାକିରୀ ଖୋଜୁଥିଲେ ଥରେ ଦେଖନ୍ତୁ ଏହି ରିପୋର୍ଟ, ମିଳିପାରେ ଆପଣଙ୍କ ମନ ମୁତାବକ ଚାକିରୀ ।

ସାର୍ବଜନୀନ ଶୌଚାଳୟରୁ ବ୍ୟାପିପାରେ କରୋନା ! ଭୁତାଣୁ ଫାଶରେ ପକାଇଦେବ ଫ୍ଲସ୍ : ସାର୍ବଜନୀନ ଶୌଚାଳୟ ବ୍ୟବହାର କରୁଥିଲେ ସାବଧାନ ... ଫ୍ଲସ୍ ରୁ ବ୍ୟାପିପାରେ କରୋନା! କେମିତି କରିବେ ନିଜର ସୁରକ୍ଷା ? ପଢନ୍ତୁ ଏହି ରିପୋର୍ଟ post image

ସାର୍ବଜନୀନ ଶୌଚାଳୟରୁ ବ୍ୟାପିପାରେ କରୋନା ! ଭୁତାଣୁ ଫାଶରେ ପକାଇଦେବ ଫ୍ଲସ୍ : ସାର୍ବଜନୀନ ଶୌଚାଳୟ ବ୍ୟବହାର କରୁଥିଲେ ସାବଧାନ ... ଫ୍ଲସ୍ ରୁ ବ୍ୟାପିପାରେ କରୋନା! କେମିତି କରିବେ ନିଜର ସୁରକ୍ଷା ? ପଢନ୍ତୁ ଏହି ରିପୋର୍ଟ

ସବସ୍କ୍ରାଇବ କରନ୍ତୁ