Advertisment

ସ୍ପେଶାଲ୍ ରିପୋର୍ଟ

ବାଇକ ଚାଳକଙ୍କ ପାଇଁ ବଡ ଖବର । ଗାଡି କିଣିବାକୁ ଇଚ୍ଛା ରଖିଥିଲେ ଏହାକୁ ନିଶ୍ଚୟ କିଣନ୍ତୁ, କାରଣ ମାତ୍ର ୧୧ ସେକେଣ୍ଟରେ ଯାଉଛି ୧୦୦ କିମି ସ୍ପିଡ୍ post image

ବାଇକ ଚାଳକଙ୍କ ପାଇଁ ବଡ ଖବର । ଗାଡି କିଣିବାକୁ ଇଚ୍ଛା ରଖିଥିଲେ ଏହାକୁ ନିଶ୍ଚୟ କିଣନ୍ତୁ, କାରଣ ମାତ୍ର ୧୧ ସେକେଣ୍ଟରେ ଯାଉଛି ୧୦୦ କିମି ସ୍ପିଡ୍

ମୋତେ ତାଳି, ଗାଳି, ଅପବାଦ ଦିଅ, ମୁଁ ଆପଣେଇନେବି । କିନ୍ତୁ ମୁଁ ଗରିବ ଲୋକଙ୍କ ଆଖିରେ ଲୁହ ଦେଖିପାରିବିନି । ବନ୍ୟା ବିପନ୍ନଙ୍କ ବିପଦ ବେଳର ବନ୍ଧୁ ସାଜିଲେ ରାନୀ । ଆଣ୍ଠୁଏ ପାଣିରେ ଘର ଘର ବୁଲି ଅସହାୟଙ୍କ ଅନ୍ନଦାତା ସାଜିଲେ ଆଇଟମ୍ ଗର୍ଲ । post image

ମୋତେ ତାଳି, ଗାଳି, ଅପବାଦ ଦିଅ, ମୁଁ ଆପଣେଇନେବି । କିନ୍ତୁ ମୁଁ ଗରିବ ଲୋକଙ୍କ ଆଖିରେ ଲୁହ ଦେଖିପାରିବିନି । ବନ୍ୟା ବିପନ୍ନଙ୍କ ବିପଦ ବେଳର ବନ୍ଧୁ ସାଜିଲେ ରାନୀ । ଆଣ୍ଠୁଏ ପାଣିରେ ଘର ଘର ବୁଲି ଅସହାୟଙ୍କ ଅନ୍ନଦାତା ସାଜିଲେ ଆଇଟମ୍ ଗର୍ଲ ।

ସମ୍ପର୍କ ମଝିରେ ଲକଡାଉନ ଟାଣିଥିଲା ଲକ୍ଷ୍ମଣରେଖା । ସୋରରେ ଥିଲେ ସ୍ୱାମୀ, ସୁଦୂର ଗୁଜୁରାଟରେ ଥିଲେ ସ୍ତ୍ରୀ । ବୟସର ଅପରାହ୍ଣରେ ବି ବିଚ୍ଛେଦରେ ବିତୁଥିଲା ଦିନ । ବିରହର ବ୍ୟଥା ବୁଝିଲେ, ବସ୍ ପଠାଇ ବୟସ୍କ ପ୍ରେମୀଯୁଗଳଙ୍କୁ ଏକାଠି କଲେ ସବ୍ୟସାଚୀ । ପରିଣତ ବୟସରେ ପ୍ରେମର ସଂଜ୍ଞା ବୁଝାଇଦେଲେ ବାଲେଶ୍ୱରର ବୃଦ୍ଧ ଦମ୍ପତି... post image

ସମ୍ପର୍କ ମଝିରେ ଲକଡାଉନ ଟାଣିଥିଲା ଲକ୍ଷ୍ମଣରେଖା । ସୋରରେ ଥିଲେ ସ୍ୱାମୀ, ସୁଦୂର ଗୁଜୁରାଟରେ ଥିଲେ ସ୍ତ୍ରୀ । ବୟସର ଅପରାହ୍ଣରେ ବି ବିଚ୍ଛେଦରେ ବିତୁଥିଲା ଦିନ । ବିରହର ବ୍ୟଥା ବୁଝିଲେ, ବସ୍ ପଠାଇ ବୟସ୍କ ପ୍ରେମୀଯୁଗଳଙ୍କୁ ଏକାଠି କଲେ ସବ୍ୟସାଚୀ । ପରିଣତ ବୟସରେ ପ୍ରେମର ସଂଜ୍ଞା ବୁଝାଇଦେଲେ ବାଲେଶ୍ୱରର ବୃଦ୍ଧ ଦମ୍ପତି...

ଷ୍ଟାଇଲିସ କାର କିଣିବାକୁ ଇଚ୍ଛା ରଖିଛନ୍ତି କି ? ଏଣିକି ପାଖରେ ଟଙ୍କା ନଥିଲେ ବି ଆପଣ କିଣିପାରିବେ କାର । ସ୍ୱିଫ୍ଟ ଡିଜାୟାରା, ଭିଟାରା ବ୍ରେଜା ପରି ବିଳାଶପୂର୍ଣ୍ଣ ଗାଡିରେ ବୁଲିପାରିବେ ଆପଣ post image

ଷ୍ଟାଇଲିସ କାର କିଣିବାକୁ ଇଚ୍ଛା ରଖିଛନ୍ତି କି ? ଏଣିକି ପାଖରେ ଟଙ୍କା ନଥିଲେ ବି ଆପଣ କିଣିପାରିବେ କାର । ସ୍ୱିଫ୍ଟ ଡିଜାୟାରା, ଭିଟାରା ବ୍ରେଜା ପରି ବିଳାଶପୂର୍ଣ୍ଣ ଗାଡିରେ ବୁଲିପାରିବେ ଆପଣ

ଲୋକଙ୍କ ସେବା ଆଗ, ମୋ ଜୀବନ ପଛ । ବଢିପାଣିରେ ବିପନ୍ନଙ୍କ ସେବା ପାଇଁ ଜୀବନକୁ ବାଜିରେ ଲଗାଇଛନ୍ତି । ଛାତିରେ ଛାତିଏ ଦମ୍ଭ ଧରି ଅକାତକାତ ପାଣିରେ ହୁଲି ଡଙ୍ଗାରେ ଗାଁ ବୁଲୁଛନ୍ତି ଏଏନଏମ ଦିଦି । ବନ୍ୟାର ବିକଟାଳ ଚିତ୍ର ଭିତରେ ସାତକୋଶିଆରୁ ଆସିଲା ସେବାର ସାକ୍ଷାତ ଦେବୀଙ୍କ ସାହସୀପୂର୍ଣ୍ଣ କାହାଣୀ... post image

ଲୋକଙ୍କ ସେବା ଆଗ, ମୋ ଜୀବନ ପଛ । ବଢିପାଣିରେ ବିପନ୍ନଙ୍କ ସେବା ପାଇଁ ଜୀବନକୁ ବାଜିରେ ଲଗାଇଛନ୍ତି । ଛାତିରେ ଛାତିଏ ଦମ୍ଭ ଧରି ଅକାତକାତ ପାଣିରେ ହୁଲି ଡଙ୍ଗାରେ ଗାଁ ବୁଲୁଛନ୍ତି ଏଏନଏମ ଦିଦି । ବନ୍ୟାର ବିକଟାଳ ଚିତ୍ର ଭିତରେ ସାତକୋଶିଆରୁ ଆସିଲା ସେବାର ସାକ୍ଷାତ ଦେବୀଙ୍କ ସାହସୀପୂର୍ଣ୍ଣ କାହାଣୀ...

ଆପଣଙ୍କ ଆଧାର କାର୍ଡ କେତେ ସୁରକ୍ଷିତ ? ଆପଣଙ୍କ ଆଧାରକୁ କେହି ଅପବ୍ୟବହାର କରୁଛନ୍ତି କି !! ତେବେ ଚିନ୍ତା କରନ୍ତୁ ନାହିଁ , କାରଣ ଏବେ ଆପଣ ଘରେ ବସି ଆଧାର ବାୟୋମେଟ୍ରିକକୁ କରିପାରିବେ ଲକ୍...ଆଉ ଆଧାର ବି ରହିବ ପୂରା ସୁରକ୍ଷିତ post image

ଆପଣଙ୍କ ଆଧାର କାର୍ଡ କେତେ ସୁରକ୍ଷିତ ? ଆପଣଙ୍କ ଆଧାରକୁ କେହି ଅପବ୍ୟବହାର କରୁଛନ୍ତି କି !! ତେବେ ଚିନ୍ତା କରନ୍ତୁ ନାହିଁ , କାରଣ ଏବେ ଆପଣ ଘରେ ବସି ଆଧାର ବାୟୋମେଟ୍ରିକକୁ କରିପାରିବେ ଲକ୍...ଆଉ ଆଧାର ବି ରହିବ ପୂରା ସୁରକ୍ଷିତ

ଆପଣଙ୍କ ବିନା ଅନୁମତିରେ ବି ଗୁଗୁଲ ଆପଣଙ୍କ ଉପରେ ରଖୁଛି ନଜର ? ମୋବାଇଲ ଲୋକେସନ ବନ୍ଦ ଥିଲେ ବି ଲୋକେସନ ଟ୍ରାକ କରୁଛି ଗୁଗୁଲ !! post image

ଆପଣଙ୍କ ବିନା ଅନୁମତିରେ ବି ଗୁଗୁଲ ଆପଣଙ୍କ ଉପରେ ରଖୁଛି ନଜର ? ମୋବାଇଲ ଲୋକେସନ ବନ୍ଦ ଥିଲେ ବି ଲୋକେସନ ଟ୍ରାକ କରୁଛି ଗୁଗୁଲ !!

ବିନା ଦରମାରେ ୩୨ ବର୍ଷ ହେଲାଣି ଜଗିଛନ୍ତି ଟ୍ରାଫିକ ପୋଷ୍ଟ । ଦୁର୍ଘଟଣାରେ ଯେମିତି ଜଣଙ୍କ ଜୀବନ ନଯାଏ ସେଥିପ୍ରତି ସଜାଗ ଥାଆନ୍ତି ଗଙ୍ଗାରାମ...ବିନା ଦରମାରେ କାହିଁକି କରନ୍ତି ଟ୍ରାଫିକ ନିୟନ୍ତ୍ରଣ...ପୂରା ଘଟଣା ଜାଣିଲେ ବି ଆପଣଙ୍କ ଆଖିରେ ଲୁହ ଜକାଇ ଆସିବ post image

ବିନା ଦରମାରେ ୩୨ ବର୍ଷ ହେଲାଣି ଜଗିଛନ୍ତି ଟ୍ରାଫିକ ପୋଷ୍ଟ । ଦୁର୍ଘଟଣାରେ ଯେମିତି ଜଣଙ୍କ ଜୀବନ ନଯାଏ ସେଥିପ୍ରତି ସଜାଗ ଥାଆନ୍ତି ଗଙ୍ଗାରାମ...ବିନା ଦରମାରେ କାହିଁକି କରନ୍ତି ଟ୍ରାଫିକ ନିୟନ୍ତ୍ରଣ...ପୂରା ଘଟଣା ଜାଣିଲେ ବି ଆପଣଙ୍କ ଆଖିରେ ଲୁହ ଜକାଇ ଆସିବ

ଭାରତୀୟ ବୈଜ୍ଞାନିକଙ୍କ ଅନନ୍ୟ ଉଦ୍ଭାବନ : ଏମିତି ଏକ ଛୁଞ୍ଚି, ଦେହରେ ଫୋଡ଼ିଲେ ବି ହେବ ନାହିଁ ଯନ୍ତ୍ରଣା post image

ଭାରତୀୟ ବୈଜ୍ଞାନିକଙ୍କ ଅନନ୍ୟ ଉଦ୍ଭାବନ : ଏମିତି ଏକ ଛୁଞ୍ଚି, ଦେହରେ ଫୋଡ଼ିଲେ ବି ହେବ ନାହିଁ ଯନ୍ତ୍ରଣା

କରୋନା ପାଇଁ କଳା ଉପରେ କଟକଣା, ହେଲେ ହାରିନି କଳାକାର । ଅଭିନେତା ପରି ବୃତି ବଦଳାଇଛି, ବିକଳ୍ପ ବାଛିଚି । ଜୀବନ ଜୀବୀକା ଦୋଛକିରେ ଛିଡା ହୋଇ କଳାକାର ଡେଲିଭରୀ ବୟ ସାଜିଛି । ମହାମାରୀ ମଞ୍ଚରେ ଜୀବନ ଜିଇଁବାର ନୂଆ ନାଟକ କରୁଛନ୍ତି ନଳିନୀକାନ୍ତ । କରୋନା କାଳର ବ୍ରହ୍ମପୁରରୁ ଆସିଲା ପ୍ରେରଣାଦାୟୀ କାହାଣୀ... post image

କରୋନା ପାଇଁ କଳା ଉପରେ କଟକଣା, ହେଲେ ହାରିନି କଳାକାର । ଅଭିନେତା ପରି ବୃତି ବଦଳାଇଛି, ବିକଳ୍ପ ବାଛିଚି । ଜୀବନ ଜୀବୀକା ଦୋଛକିରେ ଛିଡା ହୋଇ କଳାକାର ଡେଲିଭରୀ ବୟ ସାଜିଛି । ମହାମାରୀ ମଞ୍ଚରେ ଜୀବନ ଜିଇଁବାର ନୂଆ ନାଟକ କରୁଛନ୍ତି ନଳିନୀକାନ୍ତ । କରୋନା କାଳର ବ୍ରହ୍ମପୁରରୁ ଆସିଲା ପ୍ରେରଣାଦାୟୀ କାହାଣୀ...

ସବସ୍କ୍ରାଇବ କରନ୍ତୁ