Advertisment

ସ୍ପେଶାଲ୍ ରିପୋର୍ଟ

କାର କଣ ହେବ, ଲୋକଙ୍କୁ ଆମ୍ବୁଲାନ୍ସ ଦରକାର । ୪୦ ଲକ୍ଷ ଟଙ୍କାର ସ୍କୋଡା ଗାଡିକୁ ଆମ୍ବୁଲାନ୍ସ କରି ହୃଦୟ ଜିଣିଲେ ଦୁଇ ଇଞ୍ଜିନିୟର ଭାଇ । ଦାମୀ ଗାଡିରେ ଅକ୍ସିଜେନ ଲଗାଇଲେ, ଅସହାୟ ଲୋକଙ୍କ ସେବା କଲେ । post image

କାର କଣ ହେବ, ଲୋକଙ୍କୁ ଆମ୍ବୁଲାନ୍ସ ଦରକାର । ୪୦ ଲକ୍ଷ ଟଙ୍କାର ସ୍କୋଡା ଗାଡିକୁ ଆମ୍ବୁଲାନ୍ସ କରି ହୃଦୟ ଜିଣିଲେ ଦୁଇ ଇଞ୍ଜିନିୟର ଭାଇ । ଦାମୀ ଗାଡିରେ ଅକ୍ସିଜେନ ଲଗାଇଲେ, ଅସହାୟ ଲୋକଙ୍କ ସେବା କଲେ ।

ମନ୍ତ୍ରୀ ହେବ ତ ଏମିତି...କାନ୍ଧରେ ମେସିନ୍ ବୋହିଲେ । ନିଜ ହାତରେ ସହରକୁ ସାନିଟାଇଜ୍ କଲେ । ମହାମାରୀ ବେଳେ ମନ୍ତ୍ରୀ ସାଜିଲେ ମାନବିକତାର ବଡ଼ ଉଦାହରଣ । post image

ମନ୍ତ୍ରୀ ହେବ ତ ଏମିତି...କାନ୍ଧରେ ମେସିନ୍ ବୋହିଲେ । ନିଜ ହାତରେ ସହରକୁ ସାନିଟାଇଜ୍ କଲେ । ମହାମାରୀ ବେଳେ ମନ୍ତ୍ରୀ ସାଜିଲେ ମାନବିକତାର ବଡ଼ ଉଦାହରଣ ।

ଶିଳ୍ପା, ନାନ୍ସି,, ଗୌରୀ - ଜଣେ ଜଣେ ସଚ୍ଚା ସିପାହୀ । କିଏ ଛୁଆ ହରାଇଛି, କିଏ ଛୁଆକୁ ପେଟରେ ଧରିଛି । ଭୂତାଣୁ ଭିତରେ ଭୟ ନକରି ମହାମାରୀ ସହ ଲଢୁଛନ୍ତି ମା'। post image

ଶିଳ୍ପା, ନାନ୍ସି,, ଗୌରୀ - ଜଣେ ଜଣେ ସଚ୍ଚା ସିପାହୀ । କିଏ ଛୁଆ ହରାଇଛି, କିଏ ଛୁଆକୁ ପେଟରେ ଧରିଛି । ଭୂତାଣୁ ଭିତରେ ଭୟ ନକରି ମହାମାରୀ ସହ ଲଢୁଛନ୍ତି ମା'।

ଦିନକୁ ୫୦ ହଜାର କଲ୍, ୨୨ ଘଂଟା ପର୍ଯ୍ୟନ୍ତ ପରିଶ୍ରମ । ସଙ୍କଟ ବେଳେ ସାକ୍ଷାତ ଭଗବାନ ସାଜି ଲୋକଙ୍କୁ ଏମିତି ସାହାଯ୍ୟ କରୁଛନ୍ତି ମହାମାରୀର ମସିହା ସୋନୁ ସୁଦ୍ । post image

ଦିନକୁ ୫୦ ହଜାର କଲ୍, ୨୨ ଘଂଟା ପର୍ଯ୍ୟନ୍ତ ପରିଶ୍ରମ । ସଙ୍କଟ ବେଳେ ସାକ୍ଷାତ ଭଗବାନ ସାଜି ଲୋକଙ୍କୁ ଏମିତି ସାହାଯ୍ୟ କରୁଛନ୍ତି ମହାମାରୀର ମସିହା ସୋନୁ ସୁଦ୍ ।

ମହାମାରୀ ମୋ ପେଟରେ ପକାଇଛି ତାଲା। ହେଲେ ଲକଡ଼ାଉନର ଲୁହକୁ ଗାମୁଛାରେ ପୋଛି ଏ ଗଳିରୁ ସେ ଗଳି ମୁଁ ବୁଲୁଛି, ଭୂତାଣୁ ଭିତରେ ଭୋକର ଯାତନାକୁ ଆଉ କେତେ ସହିବି ? post image

ମହାମାରୀ ମୋ ପେଟରେ ପକାଇଛି ତାଲା। ହେଲେ ଲକଡ଼ାଉନର ଲୁହକୁ ଗାମୁଛାରେ ପୋଛି ଏ ଗଳିରୁ ସେ ଗଳି ମୁଁ ବୁଲୁଛି, ଭୂତାଣୁ ଭିତରେ ଭୋକର ଯାତନାକୁ ଆଉ କେତେ ସହିବି ?

ସ୍ୱର୍ଗଠାରୁ ବଡ, ପୁଣି ଇଶ୍ୱରଙ୍କଠୁ ମହାନ୍  । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା’ । ନିଜେ ସହିଥାଏ ଦୁଃଖ-ଯନ୍ତ୍ରଣା, ସନ୍ତାନ ପାଇଁ ବିଛାଏ ସ୍ନେହର ବିଛଣା । post image

ସ୍ୱର୍ଗଠାରୁ ବଡ, ପୁଣି ଇଶ୍ୱରଙ୍କଠୁ ମହାନ୍ । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା’ । ନିଜେ ସହିଥାଏ ଦୁଃଖ-ଯନ୍ତ୍ରଣା, ସନ୍ତାନ ପାଇଁ ବିଛାଏ ସ୍ନେହର ବିଛଣା ।

ଜାଣିନି ଗୁରୁଣ୍ଡି ଗୁରୁଣ୍ଡି କେବେ ଗୋଡ଼ରେ ଛିଡ଼ା ହେଲି, ତୋ ମମତା ମନ୍ଦିର ଛାଇ ତଳେ କେବେ ବଡ଼ ହେଲି । ଆଜି ବି ସେମିତି ତୋ ପାଇଁ ଧନ, ଗେହ୍ଲା ହେଇଅଛି, ମା’ ତୋ ପଣତ କାନି ତଳେ ସେମିତି ମୁଁ ଛୋଟ ପିଲାଟିଏ ଭଳି ଅଛି... post image

ଜାଣିନି ଗୁରୁଣ୍ଡି ଗୁରୁଣ୍ଡି କେବେ ଗୋଡ଼ରେ ଛିଡ଼ା ହେଲି, ତୋ ମମତା ମନ୍ଦିର ଛାଇ ତଳେ କେବେ ବଡ଼ ହେଲି । ଆଜି ବି ସେମିତି ତୋ ପାଇଁ ଧନ, ଗେହ୍ଲା ହେଇଅଛି, ମା’ ତୋ ପଣତ କାନି ତଳେ ସେମିତି ମୁଁ ଛୋଟ ପିଲାଟିଏ ଭଳି ଅଛି...

କରୋନା ମହାମାରୀ କାଳରେ ବଢୁଛି ମହିଳାଙ୍କ ପ୍ରତି ଘରୋଇ ହିଂସା post image

କରୋନା ମହାମାରୀ କାଳରେ ବଢୁଛି ମହିଳାଙ୍କ ପ୍ରତି ଘରୋଇ ହିଂସା

ମହିଳା ଡାକ୍ତରଙ୍କୁ ଶହେ ସଲାମ....ମହାମାରୀ ବେଳେ ମାନବିକତାର ମହାଦେବୀ ସାଜିଲେ ମହିଳା ଡାକ୍ତର । ରୋଗୀଙ୍କ ଚିକିତ୍ସାରେ ଯେମିତି ଟିକିଏ ବି ଅବହେଳା ହେବନି, ସେଥିପାଇଁ ଘୁଞ୍ଚାଇଦେଲେ ବାହାଘର । post image

ମହିଳା ଡାକ୍ତରଙ୍କୁ ଶହେ ସଲାମ....ମହାମାରୀ ବେଳେ ମାନବିକତାର ମହାଦେବୀ ସାଜିଲେ ମହିଳା ଡାକ୍ତର । ରୋଗୀଙ୍କ ଚିକିତ୍ସାରେ ଯେମିତି ଟିକିଏ ବି ଅବହେଳା ହେବନି, ସେଥିପାଇଁ ଘୁଞ୍ଚାଇଦେଲେ ବାହାଘର ।

ପଣିକିଆ ଡାକିପାରିଲାନି ବର...ଭାଙ୍ଗିଗଲା ବାହାଘର । ବର ୨କ ପଣିକିଆ ଡାକିପାରିଲାନି ବୋଲି ମଣ୍ଡପ ଛାଡି ଚାଲିଗଲା କନିଆ, ଅଧା ରହିଗଲା ବାହାଘର । post image

ପଣିକିଆ ଡାକିପାରିଲାନି ବର...ଭାଙ୍ଗିଗଲା ବାହାଘର । ବର ୨କ ପଣିକିଆ ଡାକିପାରିଲାନି ବୋଲି ମଣ୍ଡପ ଛାଡି ଚାଲିଗଲା କନିଆ, ଅଧା ରହିଗଲା ବାହାଘର ।

ସବସ୍କ୍ରାଇବ କରନ୍ତୁ