ସରକାରୀ ଚାକିରି କରାଇଦେବା ନାଁରେ ସାଂଘାତିକ ଠକେଇ । ଭାରତୀୟ ପୋଲିସ ପ୍ରୋଟେକସନ ଫୋର୍ସ ନାଁରେ ଠକେଇ ଅଭିଯୋଗ

242

କନକ ବ୍ୟୁରୋ: ସରକାରୀ ଚାକିରି କରେଇଦେବାକୁ କହି ସାଂଘାତିକ ଠକେଇ । ଏଭଳି ଅଭିଯୋଗ ହୋଇଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ । ଭାରତୀୟ ପୁଲିସ ପ୍ରୋଟେକ୍ସନ ଫୋର୍ସ ନାଁରେ ହୋଇଛି ଅଭିଯୋଗ । ରେଳ ବିଭାଗରେ ଚାକିରି କରାଇଦେବାକୁ କହି ପିଲାଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି ।