ଭାସମାନ ଅବସ୍ଥାରେ ଯୋଗାସନ । ପାଣି ଭିତରେ ଯୋଗ କଲେ ଓଡ୍ରାଫ୍ ଯବାନ

84

କନକ ବ୍ୟୁରୋ : ଭାସମାନ ଅବସ୍ଥାରେ ଯୋଗାସନ । ପାଣି ଭିତରେ ଯୋଗ କଲେ ଓଡ୍ରାଫ୍ ଯବାନ । ପାଣି ଭିତରେ ଯବାନମାନେ ଜୟ ହିନ୍ଦର ଡାକରା ଦେଇଥିଲେ । ଭୁବନେଶ୍ୱର ସେଭେନ୍ଥ ବାଟାଲିୟନରେ ଏପରି ନିଆରା ଯୋଗାସନ କରାଯାଇଛି । ପ୍ରାକୃତିକ ଦୁର୍ବିପାକରେ ମଣିଷଙ୍କ ସୁରଧା ପାଇଁ ନିୟୋଜିତ ଥିବା ଓଡ୍ରାଫ୍ ଯବାନମାନେ ଭାସମାନ ଅବସ୍ଥାରେ ଏପରି ଯୋଗ କରିଛନ୍ତି । ଏପରି ଜଳ ଯୋଗର ପ୍ରଶିକ୍ଷଣ ଦେଇଛନ୍ତି ଅଶୋକ ବରାଳ ।