Advertisment
ମୋଦୀ ଚାଉଳ ପଠାଉଛନ୍ତି, ନବୀନ ବାବୁ ବ୍ୟାଗରେ ଷ୍ଟିକର ମାରି ନିଜେ ଚାଉଳ ଦେଉଛନ୍ତି ବୋଲି କହୁଛନ୍ତି । ଗରିବଙ୍କୁ ଚାଉଳ ପ୍ରସଙ୍ଗରେ ଏମିତି କହିଲେ ଅମିତ ଶାହା...

ଓଡ଼ିଶା ଲୋକ ଟା ଟା ବାଏ ବାଏ କଲେଣି, ନବୀନ ବାବୁ ଆଉ ସରକାରକୁ ଆସିବେନି । ସୋରଡା ମାଟିରୁ ବିଜେଡିକୁ ଟାର୍ଗେଟ କଲେ ଶାହା । 

ବିଜେପି ସରକାର ଆସିଲେ ଖୋଲିବୁ ଶ୍ରୀମନ୍ଦିର ଚାରିଦ୍ୱାର । ସାର୍ବଜନୀନ କରିବୁ ଶ୍ରୀମନ୍ଦିର ଯାଞ୍ଚ ରିପୋର୍ଟ । ଆସ୍କାରୁ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ ଶାହା ।

ବିଜେପିର ପ୍ରତିଶୃତିକୁ ମିଛ କହିଲେ ପାଣ୍ଡିଆନ୍: କହିଲେ, ମା’ ସମଲେଇଙ୍କ କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ବିଜେପି ସାଂସଦ ପ୍ରାର୍ଥୀ

ଓଡ଼ିଶାରେ ପହଞ୍ଚିଲେ ଅମିତ ଶାହା । ସୋରଡାରେ ଜନସଭାକୁ କରିବେ ସମ୍ବୋଧିତ, କଟକରେ କରିବେ ରୋଡ ସୋ’।

ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି ନେଇ ତେଜିଲା ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଲା ବିଜେପି । କହିଲା, ବିଜେଡିର ବିଜୁଳି ପ୍ରତିଶ୍ରୁତି ମିଛ ।

ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ । ସମ୍ବିଧାନକୁ ଚିରିବାକୁ ଚେଷ୍ଟା କଲେ, କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି ।

ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ଜୁଲାଇ ୪ରୁ ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଆସିବ ୮୫୦୦ ଟଙ୍କା । ରାହୁଲ କହିଲେ, ଦେଶର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରିବ କଂଗ୍ରେସ ।

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ବିରୋଧୀଙ୍କୁ କଲେ ଟାର୍ଗେଟ, କହିଲେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ ।

ଝାରସୁଗୁଡାରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଗଲେ ବଲାଙ୍ଗୀର, କୋଶଳ କଳାମଣ୍ଡଳ ସମାବେଶରେ ଦେବେ ଯୋଗ । 

ସବସ୍କ୍ରାଇବ କରନ୍ତୁ