Advertisment
ବିଭିନ୍ନ ଦଳର ହେଭିୱେଟ ନେତା ଆଜି କରିବେ ପ୍ରଚାର । କନ୍ଧମାଳରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କରିବେ ପ୍ରଚାର ସମାବେଶ

ନିର୍ବାଚନ ପ୍ରଚାର ବେଳେ ରାଜା ସ୍ୱାଇଁଙ୍କ ଭାବବିହ୍ୱଳ ନିବେଦନ । କହିଲେ, ଏହା ତାଙ୍କର ଶେଷ ନିର୍ବାଚନ ଲଢେଇ । ସେବା ପାଇଁ ଶେଷ ଥର ସୁଯୋଗ ଦେବାକୁ କଲେ ଅପିଲ

ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ପୋଷ୍ଟର ମାରିବାକୁ ନେଇ ବିଜେଡି-ବିଜେପି କର୍ମୀ ହଣାହଣି । ଉଭୟ ପକ୍ଷର ୮ ଆହତ, ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ

ଆଜି ରାଜଧାନୀରେ ମେଗା ରୋଡ ସୋ । ସକାଳେ ରୋଡ ସୋ କରି ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସନ୍ଧ୍ୟାରେ ରୋଡ ସୋ କରିବେ ବିଜେଡି ସୁପ୍ରିମୋ

ଝାରସୁଗୁଡାରେ ବଢିଲା ବିଜେଡିର ଶକ୍ତି । ବିଜେପି ଛାଡି ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ବିଜେପି ଗଡ଼ରେ ନବୀନଙ୍କ ମାରାଥନ ପ୍ରଚାର । ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ

ଆସ୍କାରୁ ଅମିତ ଶାହାଙ୍କ ଦମ୍ଭୋକ୍ତି । କହିଲେ, ଜୁନ ୧ରେ ଓଡ଼ିଶାରେ ଫୁଟିବ ପଦ୍ମ । ରାଜ୍ୟ ସରକାରଙ୍କୁ ବାଏ ବାଏ କରିବେ ଓଡ଼ିଶାବାସୀ ।

ଯିଏ ଆସୁଛି ସିଏ ‘ଚାବି’ କଥା ପଚାରୁଛି... ରତ୍ନଭଣ୍ଡାର ପ୍ରସଙ୍ଗରେ ବର୍ଷୁଛନ୍ତି ବିଜେପିର ଶୀର୍ଷ ନେତା । ନଡ୍ଡା-ମୋଦିଙ୍କ ପରେ ବର୍ଷିଲେ ଶାହା...

ବିଜେପିର ନେତା ଟୁରିଷ୍ଟ ହୋଇ ଆସୁଛନ୍ତି, ବୁଷ୍ଟର ଡୋଜ୍ ଦେଉଛନ୍ତି । କିନ୍ତୁ ଓଡିଶାରେ କେବଳ ନବୀନ ବାବୁଙ୍କ ପତାକା ଉଡିବ...

ଛେଣ୍ଡିପଦାରୁ ବିରୋଧୀଙ୍କୁ ନବୀନଙ୍କ ପ୍ରଶ୍ନ: କହିଲେ, କୁଆଡେ ଗଲା ଅଚ୍ଛେ ଦିନ୍ ?

ଛେଣ୍ଡିପଦାରୁ ବିରୋଧୀଙ୍କୁ ନବୀନଙ୍କ ପ୍ରଶ୍ନ: କହିଲେ, କୁଆଡେ ଗଲା ଅଚ୍ଛେ ଦିନ୍ ?

Advertisment
ସବସ୍କ୍ରାଇବ କରନ୍ତୁ