Advertisment

ନ୍ୟୁଜ୍

ବିଜେପି-କଂଗ୍ରେସ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି । ୭ ଜଣଙ୍କ ମୁଣ୍ଡ ଫାଟିଥିବା ନେଇ ଥାନାରେ ଏତଲା ଦେଲା ବିଜେପି ଯୁବମୋର୍ଚ୍ଚା । post image

ବିଜେପି-କଂଗ୍ରେସ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି । ୭ ଜଣଙ୍କ ମୁଣ୍ଡ ଫାଟିଥିବା ନେଇ ଥାନାରେ ଏତଲା ଦେଲା ବିଜେପି ଯୁବମୋର୍ଚ୍ଚା ।

ରଣକ୍ଷେତ୍ର ପାଲଟିଲା ରାଜଧାନୀ । ମାଷ୍ଟରକ୍ୟାଣ୍ଟିନରେ ବିଜେପି ଓ କଂଗ୍ରେସ ପଥର ଫିଙ୍ଗାଫିଙ୍ଗି । post image

ରଣକ୍ଷେତ୍ର ପାଲଟିଲା ରାଜଧାନୀ । ମାଷ୍ଟରକ୍ୟାଣ୍ଟିନରେ ବିଜେପି ଓ କଂଗ୍ରେସ ପଥର ଫିଙ୍ଗାଫିଙ୍ଗି ।

ପାହାଡି ମଣିଷଙ୍କ ଦୁଃଖ । ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ନିୟମଗିରି ଅଧିବାସୀ । ମ୍ୟାଲେରିଆ ପୀଡିତଙ୍କୁ ମିଳୁନି ଚିକିତ୍ସା ! post image

ପାହାଡି ମଣିଷଙ୍କ ଦୁଃଖ । ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ନିୟମଗିରି ଅଧିବାସୀ । ମ୍ୟାଲେରିଆ ପୀଡିତଙ୍କୁ ମିଳୁନି ଚିକିତ୍ସା !

ବାହାର ଚକାଚକ୍, ଭିତର ଭାଙ୍ଗିରୁଜି ଚୁରମାର । ଉନ୍ନତିକରଣ ଆଳରେ ଅର୍ଥ ହରିଲୁଟ୍! ବ୍ୟବସ୍ଥାର ମୁଖା ଖୋଲିଲା ଡାକ୍ତରଖାନା ଦୃଶ୍ୟ post image

ବାହାର ଚକାଚକ୍, ଭିତର ଭାଙ୍ଗିରୁଜି ଚୁରମାର । ଉନ୍ନତିକରଣ ଆଳରେ ଅର୍ଥ ହରିଲୁଟ୍! ବ୍ୟବସ୍ଥାର ମୁଖା ଖୋଲିଲା ଡାକ୍ତରଖାନା ଦୃଶ୍ୟ

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ବେଡ ଓ ଭେଣ୍ଟିଲେଟର ନଥିବାରୁ ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତର । ସେପଟେ ପୁରୁଣା ଡାକ୍ତରଖାନାରେ ଖତ ଖାଉଛି ଆଇସିୟୁ ବେଡ୍ post image

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ବେଡ ଓ ଭେଣ୍ଟିଲେଟର ନଥିବାରୁ ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତର । ସେପଟେ ପୁରୁଣା ଡାକ୍ତରଖାନାରେ ଖତ ଖାଉଛି ଆଇସିୟୁ ବେଡ୍

ସରିଗଲା ନିର୍ବାଚନ, ହେଲେ ସରୁନି ହିଂସାକାଣ୍ଡ । ଗୋଷ୍ଠୀ ସଂଘର୍ଷ ଯୋଗୁଁ ପୁଣି ଅଶାନ୍ତ ତିଗିରିଆ ଥାନା ଅଞ୍ଚଳ । post image

ସରିଗଲା ନିର୍ବାଚନ, ହେଲେ ସରୁନି ହିଂସାକାଣ୍ଡ । ଗୋଷ୍ଠୀ ସଂଘର୍ଷ ଯୋଗୁଁ ପୁଣି ଅଶାନ୍ତ ତିଗିରିଆ ଥାନା ଅଞ୍ଚଳ ।

ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା । ୩୦ ଜଣଙ୍କ ମୃତ୍ୟୁ, ଶହେରୁ ଅଧିକ ଆହତ ସୂଚନା । ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା post image

ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା । ୩୦ ଜଣଙ୍କ ମୃତ୍ୟୁ, ଶହେରୁ ଅଧିକ ଆହତ ସୂଚନା । ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା

ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ । ନିଟ୍ ପରୀକ୍ଷା ପ୍ରସଙ୍ଗରେ ଆସନ୍ତାକାଲି ସଂସଦରେ ଚର୍ଚ୍ଚା କରିବାକୁ ଦାବି । post image

ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ । ନିଟ୍ ପରୀକ୍ଷା ପ୍ରସଙ୍ଗରେ ଆସନ୍ତାକାଲି ସଂସଦରେ ଚର୍ଚ୍ଚା କରିବାକୁ ଦାବି ।

ଭୋଳା ବାବା ସତସଙ୍ଗରେ ଦଳ ଚକଟା । ୩୦ ମୃତ, ଅନେକ ଗୁରୁତରଙ୍କୁ ମେଡିକାଲ କଲେଜରେ ଭର୍ତ୍ତି post image

ଭୋଳା ବାବା ସତସଙ୍ଗରେ ଦଳ ଚକଟା । ୩୦ ମୃତ, ଅନେକ ଗୁରୁତରଙ୍କୁ ମେଡିକାଲ କଲେଜରେ ଭର୍ତ୍ତି

କଳିଙ୍ଗ ଷ୍ଟାଡିୟମରେ ପାଳିତ ହେଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅଲିମ୍ପିଆନ କେ. ରବି କୁମାର ଓ ମହିଳା ଆଥଲେଟ୍ ଶ୍ରାବଣୀ ନନ୍ଦ । post image

କଳିଙ୍ଗ ଷ୍ଟାଡିୟମରେ ପାଳିତ ହେଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅଲିମ୍ପିଆନ କେ. ରବି କୁମାର ଓ ମହିଳା ଆଥଲେଟ୍ ଶ୍ରାବଣୀ ନନ୍ଦ ।

ସବସ୍କ୍ରାଇବ କରନ୍ତୁ