Advertisment

ନ୍ୟୁଜ୍

ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ରାଜସ୍ଥାନରେ ଦୌଡ଼ରେ ୫ ନେତା । କାଲି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଭାନ୍ତ ରେଡ୍ଡୀ । post image

ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ରାଜସ୍ଥାନରେ ଦୌଡ଼ରେ ୫ ନେତା । କାଲି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଭାନ୍ତ ରେଡ୍ଡୀ ।

ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଘରେ ପଶି ଟଙ୍କା ଓ ଅଳଙ୍କାର ନେଇ ଫେରାର । post image

ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଘରେ ପଶି ଟଙ୍କା ଓ ଅଳଙ୍କାର ନେଇ ଫେରାର ।

ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ । ବକେୟା ମୋଟର ଯାନ ଟିକସ ଓ ଜରିମାନା ଛାଡ ନିଷ୍ପତ୍ତିି ଉପରେ ମୋହର  । ପୁରୁଣା ଗାଡି ସ୍କ୍ରାପ କଲେ ଛାଡ ହେବ ଜରିମାନା  । post image

ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ । ବକେୟା ମୋଟର ଯାନ ଟିକସ ଓ ଜରିମାନା ଛାଡ ନିଷ୍ପତ୍ତିି ଉପରେ ମୋହର  । ପୁରୁଣା ଗାଡି ସ୍କ୍ରାପ କଲେ ଛାଡ ହେବ ଜରିମାନା  ।

ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର । ପରୀକ୍ଷା ଢାଞ୍ଚା ପିଲାଙ୍କ ପାଖରେ ନମୁନା ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓଙ୍କୁ ଚିଠି । post image

ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର । ପରୀକ୍ଷା ଢାଞ୍ଚା ପିଲାଙ୍କ ପାଖରେ ନମୁନା ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓଙ୍କୁ ଚିଠି ।

ଓଡ଼ିଶାରେ ବାତ୍ୟା ‘ମିଗଜୋମ୍’ ପ୍ରଭାବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା । ଗଜପତିରେ ଶିକ୍ଷାନୁଷ୍ଠାନ ବନ୍ଦ, କୋରାପୁଟରେ ଧସିଲା ମାଟି ଅତଡା ।   post image

ଓଡ଼ିଶାରେ ବାତ୍ୟା ‘ମିଗଜୋମ୍’ ପ୍ରଭାବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା । ଗଜପତିରେ ଶିକ୍ଷାନୁଷ୍ଠାନ ବନ୍ଦ, କୋରାପୁଟରେ ଧସିଲା ମାଟି ଅତଡା ।  

ଚେନ୍ନାଇରେ ବର୍ଷା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ପାଣିଘେରରେ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ । post image

ଚେନ୍ନାଇରେ ବର୍ଷା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ପାଣିଘେରରେ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ।

ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ ଖାନଙ୍କ ଚମତ୍କାର ଅଭିନୟକୁ ମିଳୁଛି ପ୍ରଶଂସା post image

ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ ଖାନଙ୍କ ଚମତ୍କାର ଅଭିନୟକୁ ମିଳୁଛି ପ୍ରଶଂସା

ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର post image

ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର

ରାଜସ୍ଥାନରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଘରେ ପଶି ହତ୍ୟା । ବୈଠକ ଭିତରେ ଆଖିବୁଜା ଗୁଳିମାଡ କରି ଦୁବୁର୍ତ ଫେରାର post image

ରାଜସ୍ଥାନରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଘରେ ପଶି ହତ୍ୟା । ବୈଠକ ଭିତରେ ଆଖିବୁଜା ଗୁଳିମାଡ କରି ଦୁବୁର୍ତ ଫେରାର

ଇଣ୍ଡିଆ ମେଂଟ ଉପରେ ନିର୍ବାଚନ ଫଳାଫଳର ସାଇଡ ଇଫେକ୍ଟ । ସ୍ଥଗିତ ରହିଲା ମେଂଟର ଦିଲ୍ଲୀ ବୈଠକ post image

ଇଣ୍ଡିଆ ମେଂଟ ଉପରେ ନିର୍ବାଚନ ଫଳାଫଳର ସାଇଡ ଇଫେକ୍ଟ । ସ୍ଥଗିତ ରହିଲା ମେଂଟର ଦିଲ୍ଲୀ ବୈଠକ

ସବସ୍କ୍ରାଇବ କରନ୍ତୁ