Advertisment

ଖବର ୧୦୦ ଶବ୍ଦରେ

ପରୀ ଅଭିଯୁକ୍ତର ସ୍ୱୀକାରୋକ୍ତି ପରେ ପଲିଟିକ୍ସ: ବିଜେଡି କହିଲା, ଲୋକଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମା ମାଗୁ ବିଜେପି, ସେପଟେ ବିଜେପି କହିଲା ଭୁଲ୍ ତଥ୍ୟ ଦେଇଛି ଏସଆଇଟି, କ୍ଷମା ମାଗନ୍ତୁ ସରକାର ।

ଜୟଦେବ ଭବନ ସାମ୍ନାରେ ପୁଣି ଆତ୍ମାହୂତି ଉଦ୍ୟମ  : ଆତ୍ମାହୂତି ଉଦ୍ୟମ ବେଳେ କାବୁ କଲା ପୋଲିସ; ମହିଳା ଜଣଙ୍କ କୁଜଙ୍ଗ ଅଞ୍ଚଳର ସୂଚନା

ବାଇ-ଲ ପ୍ରତ୍ୟାହାର ଦାବିରେ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ସ୍ମାରକପତ୍ର ଦେବାକୁ ଯିବାବେଳେ ସୁପରିଟେଣ୍ଡେଂଟ ନଥିବାରୁ ବ୍ରହ୍ମେଶ୍ୱର ପାଟଣାବାସୀଙ୍କ ଧାରଣା

କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ : ବିଧାନସଭା ଚାରିପଟୁ ରାସ୍ତା ସିଲ୍; ବିଭିନ୍ନ ସ୍ଥାନରେ କଡା ଚେକିଂ, ଟ୍ରାଫିକ୍ ଜାମ୍

‘ଆସ୍କ ଫର ହେଲଥ’ ଆପରେ ମିଳିବ ସୁବିଧା : ଘରେ ବସି ସ୍ୱାସ୍ଥ୍ୟ ସେବା ପାଇପାରିବେ ଗ୍ରାହକ 

ଘର ଉପରକୁ ମାଡିଗଲା କାର : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ

ଓଲଟିଲା ବରଯାତ୍ରୀ ଗାଡି : ମୋହନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟି ପଡିବାରୁ ଏକାଧିକ ମୃତ

ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ : ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ

ପଦ୍ମପୁର ଉପଖଣ୍ଡରେ ବାଇକ୍ ଚୋରିର ପର୍ଦ୍ଦାଫାଶ : ୧୭ଟି ଚୋରା ବାଇକ୍ ଜବତ, ୩ଚୋର ଗିରଫ  

ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା : ବିନା ଛାତ୍ରଛାତ୍ରୀରେ ପାଳନ ହେଉଛି ସରସ୍ୱତୀ ପୂଜା

ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଶିଶୁ ମନ୍ଦିରରେ ସରସ୍ୱତୀ ପୂଜା : ବିନା ଛାତ୍ରଛାତ୍ରୀରେ ପାଳନ ହେଉଛି ସରସ୍ୱତୀ ପୂଜା

Advertisment
ସବସ୍କ୍ରାଇବ କରନ୍ତୁ