Advertisment

ଖବର ୧୦୦ ଶବ୍ଦରେ

ଦୁର୍ଗମ ଅଞ୍ଚଳ ସହ ବଡ଼ ବଡ଼ ବିଲ୍ଡିଂରେ ସହଜରେ ହେବ ଟିକାକରଣ । ଡ୍ରୋନ୍ ଜରିଆରେ ପଠାଯିବ କୋଭିଡ଼ ଟିକା, ଔଷଧ ଓ ନମୁନା ସଂଗ୍ରହ କିଟ୍ ।

ଭଞ୍ଜନଗରରେ ଟିକା ପାଇଁ ଲମ୍ବା ଲାଇନ । ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ୩୮୦ ଟିକା ପାଇଁ ଆସିଛନ୍ତି ଶହ ଶହ ଲୋକ  ।

ଦେଶର କରୋନା ମିଟର : ଗୋଟିଏ ଦିନରେ ୪୧ହଜାର ୮୦୬ ଆକ୍ରାନ୍ତ ଚିହ୍ନଟ, ୫୮୧ ମୃତ

ଦରବୃଦ୍ଧି ପ୍ରତିବାଦରେ ବିଶାଳ ସାଇକେଲ୍ ରାଲି କରିବ କଂଗ୍ରେସ : ତେଲ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ସାଇକେଲ୍ ରାଲି

ବଡ ଭାଇକୁ ଛୁରୀ ମାଡ କଲା ସାନ ଭାଇ : ଖଣ୍ଡଗିରି ଅଂଚଳର ବେଗୁନିଆପଡାରେ ଘଟିଛି ଏହି ଅଭାବନୀୟ ଘଟଣା

ହାତୀ ପଲଙ୍କ ଉପଦ୍ରବ : ଖାଦ୍ୟ ଅନ୍ୱେଷଣରେ ଆସି ସୁରେନ୍ଦ୍ର ମୁର୍ମୁଙ୍କ ଘରେ କଲେ ଉତ୍ପାତ; ଚୁଲିରେ ଅଙ୍ଗାର ଥିବା ବେଳେ ଘର ଭାଙ୍ଗିଦେବାରୁ ଚାଳ ଛଣରୁ ଲାଗିଗଲା ନିଆଁ

ଗଂଜାମ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ଼ : ଧାଡ଼ି ଭାଙ୍ଗି ବ୍ୟାରିକେଡ଼ ଭାଙ୍ଗିଲେ ଲୋକେ; ଟିକା ପାଇଁ ବ୍ୟାରିକେଡ ଭାଙ୍ଗିଲେ

ଶ୍ରୀମନ୍ଦିରକୁ ଗଲା ଚକା-ଅପସ : ଆଜି ମହାପ୍ରଭୁଙ୍କ ଚକା ଅପସର ନୀତି

ବର ଘରୁ ନାବାଳିକା ନବବଧୁକୁ ଉଦ୍ଧାର କଲା ଗଂଜାମ ପ୍ରଶାସନ : ବିବାହର ଦୁଇ ଦିନ ପରେ ଉଦ୍ଧାର କରି ବ୍ରହ୍ମପୁର ସିଡବ୍ଲୁସିରେ କରାଗଲା ହାଜର

ଓଡ଼ିଶା ଜନସେବା ମଞ୍ଚ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ଜନସେବା ମଞ୍ଚ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କୁ ଶ୍ରଦ୍ଧାଞ୍ଜଳି

Advertisment
ସବସ୍କ୍ରାଇବ କରନ୍ତୁ