ଗଂଜାମ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ଼ : ଧାଡ଼ି ଭାଙ୍ଗି ବ୍ୟାରିକେଡ଼ ଭାଙ୍ଗିଲେ ଲୋକେ; ଟିକା ପାଇଁ ବ୍ୟାରିକେଡ ଭାଙ୍ଗିଲେ

39

କନକ ବ୍ୟୁରୋ : ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି । କେଉଁଠି ଲମ୍ବା ଲାଇନ ଲାଗିଛି ତ କେଉଁଠି ଠେଲାପେଲା । ଲୋକ ଟିକା ପାଇଁ ରାତି ବି ଅନିଦ୍ରା ହେଉଛନ୍ତି । ଏଭଳି ସମୟରେ ଟିକା ପାଇଁ ପ୍ରବଳ ଭିଡ । ଗଞ୍ଜାମର ରାହାଡା ଅଂଚଳରେ ଏଭଳି ଭିଡ ଦେଖିବାକୁ ମିଳିଛି । କେଉଁଠି ଲୋକେ ଲମ୍ବା ଲାଇନ ଲଗାଉଛନ୍ତି ତ ପୁଣି କେଉଁଠି ଆଧାରକାର୍ଡ଼କୁ ଧାଡ଼ିରେ ରଖିଛନ୍ତି । ବ୍ୟାରିକେଡ ବି ଭାଙ୍ଗିଛନ୍ତି ଲୋକେ । ଟିକା ନ ମିଳିବାରୁ ଏଭଳି ସମସ୍ୟା ଦେଖାଦେଇଛି ।

&

Comments are closed.