ଆଜିଠୁ ଓଡିଶାରେ ମୋହନ ସରକାର: ଜାଣନ୍ତୁ, ମୋହନଙ୍କ ମନ୍ତ୍ରୀମଣ୍ଡଳରେ ରହିଲେ କେଉଁ ନେତା?

764

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ଶପଥ ନେବା ପରେ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମୋହନ ସରକାର । ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଶପଥ ନେଇଛନ୍ତି । ସେହିପରି ମୋହନ ସରକାରରେ ଶପଥ ନେଇଛନ୍ତି ୧୩ ଜଣ ମନ୍ତ୍ରୀ । ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ
୧.ମୋହନ ଚରଣ ମାଝୀ

ଉପ ମୁଖ୍ୟମନ୍ତ୍ରୀ
୧.କନକ ବର୍ଦ୍ଧନ ସିଂଦେଓ
୨.ପ୍ରଭାତୀ ପରିଡା

କ୍ୟାବିନେଟ୍ ମନ୍ତ୍ରୀ
୧. ସୁରେଶ ପୂଜାରୀ
୨. ରବି ନାରାୟଣ ନାୟକ
୩. ନିତ୍ୟାନନ୍ଦ ଗଣ୍ଡ
୪. କୃଷ୍ଣଚନ୍ଦ୍ର ପାତ୍ର
୫. ପୃଥ୍ୱୀରାଜ ହରିଚନ୍ଦନ
୬. ମୁକେଶ ମହାଲିଙ୍ଗ
୭. ବିଭୂତି ଭୂଷଣ ଜେନା
୮. କୃଷ୍ଣଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
୧. ଗଣେଶ ରାମ ଖୁଣ୍ଟିଆ
୨. ସୂର୍ଯ୍ୟବଂଶୀ ସୁରଜ
୩. ପ୍ରଦୀପ ବଳସାମନ୍ତ
୪. ଗୋକୁଳାନନ୍ଦ ମଲ୍ଲିକ
୫. ସମ୍ପଦ କୁମାର ସ୍ୱାଇଁ