Advertisment
ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ବଦଳାଇଲା ବିଜେଡି । ସିନେଷ୍ଟାର ସିଦ୍ଧାନ୍ତଙ୍କ ବଦଳରେ ଚନ୍ଦ୍ରଶେଖରଙ୍କୁ ଟିକେଟ ଦେଲେ ନବୀନ

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ୨ଟି ଲୋକସଭା ଓ ୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା, ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ୱର ମଧ୍ୟରୁ ପୂର୍ବତନ ମେୟରଙ୍କୁ ମୈଦାନକୁ ଓହ୍ଲାଇଲା ଦଳ

୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କେଉଁଠୁ ଲଢିବେ କିଏ ?

ଦ୍ୱିତୀୟ ପର୍ଯ୍ୟାୟରେ ନବୀନ ଦେବେ ଦୁଇଟି ପରୀକ୍ଷା । ଦକ୍ଷିଣରୁ ହିଞ୍ଜିଳି ଓ ପଶ୍ଚିମରୁ ବିଜେପୁରରେ ସୁପ୍ରିମୋଙ୍କ ଡବଲ ଫାଇଟ୍ ।

ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁରରୁ ବିଜେଡି ସୁପ୍ରିମୋଙ୍କ ଡବଲ ଫାଇଟ୍ ।

ପ୍ରାଇମ୍ ଟାଇମ୍ ବୁଲେଟିନ୍ : ୧୮/୦୩/୨୦୧୯

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ହେଲା ପ୍ରାର୍ଥୀ ଘୋଷଣା, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ?

କିଛି ସମୟ ପରେ ଆସିବ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ସୁପ୍ରିମୋ

ବିଜେଡିରୁ ଇସ୍ତଫା ଦେଲେ ଗୁଣୁପୁର ବିଧାୟକ । ଦଳ ଅଣଦେଖା କରୁଥିବା କହି 'ଶଙ୍ଖ' ଛାଡ଼ିଲେ ତ୍ରିନାଥ ଗମାଙ୍ଗ ।

ନବୀନ ନିବାସରେ ଓଡିଶାର ତୁଙ୍ଗ ନେତାଙ୍କ ଭିଡ । ଟିକେଟ୍ ପାଇଁ ସୁପ୍ରିମୋଙ୍କ ପାଖରେ ମତ ରଖିବାକୁ ପହଞ୍ଚିଲେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ରାଜେନ୍ଦ୍ର ଦାସ

ଆଜି ଆସିପାରେ ବିଜେଡିର ପ୍ରଥମ ପର୍ଯ୍ୟାୟ ଟିକେଟ । କିଛି ସମୟ ପରେ ହୋଇପାରେ ତାଲିକା ଘୋଷଣା

ନବୀନ ନିବାସରେ ଆଜି ବି ଜମିଛି ନେତାଙ୍କ ଭିଡ । ସକାଳୁ ସକାଳୁ ପହଁଚିଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିିପ୍ରା ମଲ୍ଲିକ୍, କହିଲେ ଏଥର ତାଙ୍କୁ ନିଶ୍ଚିତ ମିଳିବ ଟିକେଟ୍

ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଜୋର ହେଲାଣି ଦଳଡିଆଁ। ପୁରୁଖା ନେତାମାନଙ୍କ ଦବଦବାକୁ ଦେଖି ନିରାଶ ହେଲେଣି ଯୁବ ଆଶାୟୀ

ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଜୋର ହେଲାଣି ଦଳଡିଆଁ। ପୁରୁଖା ନେତାମାନଙ୍କ ଦବଦବାକୁ ଦେଖି ନିରାଶ ହେଲେଣି ଯୁବ ଆଶାୟୀ

Advertisment
ସବସ୍କ୍ରାଇବ କରନ୍ତୁ