୨ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ଘୋଷଣା ବିଜେଡିର ତାଲିକା । ଅଧା ପ୍ରାର୍ଥୀ ବଦଳାଇଲେ ସୁପ୍ରିମୋ ।

329

କନକ ବ୍ୟୁରୋ : ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁଥିବା ୯ଟି ଲୋକସଭା ଏବଂ ୫୪ ବିଧାନସଭା ଆସନପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ନବୀନ ନିବାସରେ ୨ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ତାଲିକା ଘୋଷଣା କରିବାପରେ ଚାଲିଛି ଅଙ୍କକଷା । କାହାକୁ ବାଛିଲେ ଦଳପତି ଆଉ କାହାକୁ ଦେଲେନି ଟିକେଟ୍ ସେନେଇ ବିଜେଡି ଶିବିରରେ ଆଲୋଚନା ଜୋରଧରିଛି । ତେବେ ବିଜେଡି ଟିକେଟ୍ କିଏ ପାଇଲେ ଆଉ କିଏ ପାଇଲେ ନାହିଁ ନଜର ପକାନ୍ତୁ ।

ବ୍ରହ୍ମପୁର ଲୋକସଭା କ୍ଷେତ୍ର କିଏ ପାଇଲେ ଟିକେଟ୍ ? 
ଚନ୍ଦ୍ର ଶେଖର ସାହୁ (ସାଂସଦ ପ୍ରାର୍ଥୀ)
ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା
ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର : ବିକ୍ରମ ପଣ୍ଡା
ଦିଗପହଣ୍ଡି : ସୂର୍ଯ୍ୟ ନାରାୟଣ ପାତ୍ର
ଚିକିଟି : ଉଷା ଦେବୀ
ମୋହନା : ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି : କଲ୍ୟାଣୀ ଗଜପତି

କାହାର କଟିଲା ଟିକେଟ୍?
ସିଦ୍ଧାନ୍ତ ମହାପାତ୍ର (ବ୍ରହ୍ମପୁର ଲୋକସଭା)
ରମେଶ ଚ୍ୟାଉ ପଟ୍ଟାନାୟକ(ବ୍ରହ୍ମପୁର ବିଧାୟକ)
ପ୍ରୀୟାଶୁଂ ପ୍ରଧାନ (ଛତ୍ରପୁର)
କେ ନାରାୟଣ ରାଓ (ପାରଳାଖେମୁଣ୍ଡି)
ବାସନ୍ତୀ ମଲ୍ଲିକ (ମୋହନା)

ବରଗଡ ଲୋସଭା କ୍ଷେତ୍ର କିଏ ପାଇଲା ଟିକେଟ୍?
ପ୍ରସନ୍ନ ଆଚାର୍ଯ୍ୟ (ସାଂସଦ ପ୍ରାର୍ଥୀ)
ବରଗଡ : ଦେବେଶ ଆଚାର୍ଯ୍ୟ
ଅତାବିରା : ସ୍ନେହାଙ୍ଗିନୀ ଛୁରିଆ
ଭଟଲୀ : ସୁଶାନ୍ତ ସିଂ
ପଦ୍ମପୁର : ବିଜୟ ରଞ୍ଜନ ସିଂହ ବରିହା
ବିଜେପୁର : ନବୀନ ପଟ୍ଟନାୟକ
ଝାରସୁଗୁଡା : ନବ କିଶୋର ଦାସ

କାହାର କଟିଲା ଟିକେଟ୍?
ପ୍ରଭାସ ସିଂହ (ବରଗଡ ଲୋକସଭା)
ରୀତା ସାହୁ(ବିଜେପୁର)
କିଶୋର କୁମାର ମହାନ୍ତି (ଝାରସୁଗୁଡା)

ସୁନ୍ଦରଗଡ ଲୋକସଭା କ୍ଷେତ୍ର କିଏ ପାଇଲା ଟିକେଟ୍?
ସୁନୀତା ବିଶ୍ୱାଳ (ସାଂସଦ ପ୍ରାର୍ଥୀ)
ସୁନ୍ଦରଗଡ : ଯୋଗଶ ସିଂ
ରାଜଗାଙ୍ଗପୁର : ମଙ୍ଗଳା କିଷାନ
ତଳସରା : ଷ୍ଟିଫେନ ସୋରେନ
ରାଉରକେଲା : ସାରଦା ପ୍ରସାଦ ନାୟକ
ରଘୁନାଥପାଲୀ : ସୁବ୍ରତ ତରାଇ
ବଣାଇ : ରଣଜିତ୍ କିଶାନ

କାହାର କଟିଲା ଟିକେଟ୍?
ଦିଲ୍ଲୀପ ତିର୍କୀ (ସୁନ୍ଦରଗଡ ଲୋକସଭା)
କୁସୁମ ଟେଟେ(ସୁନ୍ଦରଗଡ)
ବିନୟକୁମାର ତପୋ(ତଲସରା)
ଦୟାନିଧି କିଶାନ(ବଣାଇ)

ବଲାଙ୍ଗୀର ଲୋକସଭା କ୍ଷେତ୍ର କିଏ ପାଇଲା ଟିକେଟ୍?
କଳିକେଶ ନାରାୟଣ ସିଂହଦେଓ (ସାଂସଦ ପ୍ରାର୍ଥୀ) (ଅପରିବିର୍ତ୍ତିତ)
ଟିଟଲାଗଡ : ଟୁକୁନି ସାହୁ
ପାଟଣାଗଡ : ସରୋଜ ମେହେର
ସୋନୁପର : ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଝୀ : ଅଜୟ ଦାଶ
ବୀରମହାରାଜପୁର : ପଦ୍ମନାଭ ବେହେରା

କାହାର କଟିଲା ଟିକେଟ୍ ?
ପ୍ରକୃତିଦେବୀ ସିଂହଦେଓ (ପାଟଣାଗଡ)
ଆୟୁବ ଖାନ୍(କଂଟାବାଝି)

କଳାହାଣ୍ଡି ଲୋକସଭା କ୍ଷେତ୍ର କିଏ ପାଇଲା ଟିକେଟ୍?
ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ)
ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
ଖରିଆର : ଲମ୍ବୋଧର ନିଆଳ
ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର
ଧର୍ମଗଡ଼ : ମହୋଷଧି ବାଗ
ଭବାନୀପାଟଣା : ଦୁଷ୍ମନ୍ତ ନାଏକ
ନର୍ଲା :ଭୂପିନ୍ଦର ସିଂ

କାହାର କଟିଲା ଟିକେଟ ?
ଅର୍କକେଶରୀ ସିଂହଦେଓ (କଳାହାଣ୍ଡି ଲୋକସଭା)
ଅନାମ ନାୟକ(ଭବାନୀପାଟଣା)
ଧନେଶ୍ୱର ମାଝୀ (ନର୍ଲା)
ଧର୍ମଗଡ: ପୁଷ୍ପେନ୍ଦ୍ର ସିଂହଦେଓ (ସ୍ଥାନ ପରିବର୍ତ୍ତନ)

କନ୍ଧମାଳ ଲୋକସଭା କ୍ଷେତ୍ର କହାକୁ ମିଳିଲା ଟିକେଟ୍?
ଅଚ୍ୟୁତ ସାମନ୍ତ (ସାଂସଦ ପ୍ରାର୍ଥୀ)
ବାଲିଗୁଡା : ଚକ୍ରଧର କହଁର
ଜି. ଉଦୟଗିରି : ସାଲୁଜା ପ୍ରଧାନ
ବୌଦ୍ଧ : ପ୍ରଦୀପ କୁମାର ଅମାତ
କଣ୍ଟାମାଳ : ମହୀଧର ରାଣା
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
ଦଶପଲ୍ଲା : ରମେଶ ବେହେରା

କାହାର କଟିଲା ଟିକେଟ୍?
ପ୍ରତ୍ୟୁଷା ରାଜେଶ୍ୱରୀ(କନ୍ଧମାଳ ଲୋକସଭା)
ରାଜୀବ ପାତ୍ର(ବାଲିଗୁଡା)
ପ୍ରଦୀପ କୁମାର ପ୍ରଧାନ(ଜି ଉଦୟଗିରି)
ପୂର୍ଣ୍ଣଚନ୍ଦ୍ର ନାୟକ(ଦଶପଲ୍ଲା)

କୋରାପୁଟ ଲୋକସଭା କ୍ଷେତ୍ର କାହାକୁ ମିଳିଲା ଟିକେଟ୍?
କୌଶଲ୍ୟା ହିକକା (ସାଂସଦ ପ୍ରାର୍ଥୀ)
ଗୁଣୁପୁର : ରଘୁନାଥ ଗମାଙ୍ଗ
ବିଷମକଟକ :ଜଗନ୍ନାଥ ସାରକା
ରାୟଗଡ଼ା : ଲାଲ ବିହାରୀ ହିମିରିକା
ଲକ୍ଷ୍ମୀପୁର : ପ୍ରଭୁ ଜାନୀ
ଜୟପୁର : ରବି ନାରାୟଣ ନନ୍ଦ
କୋରାପୁଟ : ରଖୁରାମ ପୋଡାଲ

କାହାର କଟିଲା ଟିକେଟ୍?
ଝିନ୍ନ ହିକକା(କୋରାପୁଟ ଲୋକସଭା)
ତ୍ରିନାଥ ଗମାଙ୍ଗ(ଗୁଣପୁର)
ହେମା ଗମାଙ୍ଗ(ଳକ୍ଷ୍ମୀପୁର)

ନବରଙ୍ଗପୁର ଲୋକସଭା କ୍ଷେତ୍ର କାହାକୁ ମିଳିଲା ଟିକେଟ୍?
ରମେଶ ଚନ୍ଦ୍ର ମାଝୀ (ସାଂସଦ ପ୍ରାର୍ଥୀ)
ଉମରକୋଟ : ସୁବାଶ ଗଣ୍ଡ
ନବରଙ୍ଗପୁର : ସଦାଶିବ ପ୍ରଧାନ
ଡ଼ାବୁଗାଁ : ମନୋହର ରାନ୍ଧାରୀ
କୋଟପାଡ଼ : ପଦ୍ମୀନୀ ଡିଆନ
ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ସାକା

କାହାର କଟିଲା ଟିକେଟ୍?

ବଳଭଦ୍ର ମାଝୀ, (ନବରଙ୍ଗପୁର ଲୋକସଭା) (ଇସ୍ତଫା ଦେଇଛନ୍ତି)
ମନୋହର ରନ୍ଧାରୀ (ନବରଙ୍ଗପୁର)
ମୋତିରାମ ନାୟକ, (ଡାବୁ ଗାଁ)
ଅଶୋକ କୁମାର ପାଙ୍ଗୀ (କୋଟପାଡ)
ଡମ୍ବରୁ ସୀସା (ଚିତ୍ରକୋଣ୍ଡା)

ଆସିକା ଲୋକସଭା କ୍ଷେତ୍ର କାହାକୁ ମିଳିଲଶ ଟିକେଟ୍?
ପ୍ରମିଳା ବିଶୋୟୀ (ସାଂସଦ ପ୍ରାର୍ଥୀ)
ହିଞ୍ଜିଳିକାଟୁ : ନବୀନ ପଟ୍ଟନାୟକ
ଆସ୍କା : ମଞ୍ଜୁଳା ସ୍ୱାଇଁ
ସୋରଡା : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି : ନନ୍ଦିନୀ ଦେବୀ
ପୋଲସରା : ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର : ଲତିକା ପ୍ରଧାନ
ଖଲ୍ଲିକୋଟ : କେକେ ସୂଯ୍ୟମଣି ବୈଦ୍ୟ

କାହାର କଟିଲା ଟିକେଟ୍?
ଆସିକାର ପୂର୍ବତନ ସାଂସଦ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କ ବଦଳରେ ପ୍ରମିଳା ବିଶୋୟୀଙ୍କୁ ଦଳ ଟିକେଟ୍ ଦେଇଛି ।
ଦେବରାଜ ମହାନ୍ତି(ଆସ୍କା)
ଭି ସୁୁଜ୍ଞାନ କୁମାରୀ ଦେଓ(କବି ସୂର୍ଯ୍ୟନଗର)
ପୂର୍ଣ୍ଣଚନ୍ଦ୍ର ସେଠୀ(ଖଲ୍ଲିକୋଟ)