Advertisment
ଆକ୍ରାମଣାତ୍ମକ ମୁଦ୍ରାରେ ସବୁ ଦଳର ନେତା । ନବୀନଙ୍କ ଟାର୍ଗେଟରେ ଜବାବ ଦେଲେ ଶାହା । ଜାରି ରହିଛି ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ କଥା କଟାକଟି post image

ଆକ୍ରାମଣାତ୍ମକ ମୁଦ୍ରାରେ ସବୁ ଦଳର ନେତା । ନବୀନଙ୍କ ଟାର୍ଗେଟରେ ଜବାବ ଦେଲେ ଶାହା । ଜାରି ରହିଛି ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ କଥା କଟାକଟି

ଜମୁଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ସ୍ଥାନରେ ରାଜନୈତିକ ମାହୋଲ ବେଶ ସରଗରମ, ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ post image

ଜମୁଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ସ୍ଥାନରେ ରାଜନୈତିକ ମାହୋଲ ବେଶ ସରଗରମ, ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ

ବିଭିନ୍ନ ସ୍ଥାନରେ ନାମାଙ୍କନ ଭରିଲେ ରାଜ୍ୟର ହେଭି ୱେଟ୍ ନେତା । ଭଟଲି ପାଇଁ ସୁଶାନ୍ତ ସିଂ, ବ୍ରଜରାଜନଗର ପାଇଁ ସୁରେଶ ପୂଜାରୀ ଭରିଲେ ନାମାଙ୍କନ post image

ବିଭିନ୍ନ ସ୍ଥାନରେ ନାମାଙ୍କନ ଭରିଲେ ରାଜ୍ୟର ହେଭି ୱେଟ୍ ନେତା । ଭଟଲି ପାଇଁ ସୁଶାନ୍ତ ସିଂ, ବ୍ରଜରାଜନଗର ପାଇଁ ସୁରେଶ ପୂଜାରୀ ଭରିଲେ ନାମାଙ୍କନ

ଦୁର୍ନୀତି କଥା କହି ବିଜେଡିକୁ ଘେରିଲେ ବିଜେପି ନେତା ସମୀର ମହାନ୍ତି । କହିଲେ, ଓଡିଶାରେ ବିପଦରେ ଗଣତନ୍ତ୍ର । ଜବାବ ରଖିଲା ବିଜେଡି post image

ଦୁର୍ନୀତି କଥା କହି ବିଜେଡିକୁ ଘେରିଲେ ବିଜେପି ନେତା ସମୀର ମହାନ୍ତି । କହିଲେ, ଓଡିଶାରେ ବିପଦରେ ଗଣତନ୍ତ୍ର । ଜବାବ ରଖିଲା ବିଜେଡି

ପାଖେଇ ଆସୁଛି ମତଦାନ ତାରିଖ, ଜମୁଛି ପ୍ରଚାର । କାକଟପୁରରେ ତୁଷାକାନ୍ତି ବେହେରା ଓ ନିମାପଡାରେ ସିଦ୍ଧାର୍ଥ ରାଉତରାୟଙ୍କ ଜୋରଦାର ପ୍ରଚାର post image

ପାଖେଇ ଆସୁଛି ମତଦାନ ତାରିଖ, ଜମୁଛି ପ୍ରଚାର । କାକଟପୁରରେ ତୁଷାକାନ୍ତି ବେହେରା ଓ ନିମାପଡାରେ ସିଦ୍ଧାର୍ଥ ରାଉତରାୟଙ୍କ ଜୋରଦାର ପ୍ରଚାର

ପଦ୍ମ ଧରିଲେ ପର୍ଶୁରାମ ଧଡା । କହିଲେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ମାନିବି, ୧୦ ବର୍ଷ ପରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ବିଜେପିକୁ ଧନ୍ୟବାଦ । post image

ପଦ୍ମ ଧରିଲେ ପର୍ଶୁରାମ ଧଡା । କହିଲେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ମାନିବି, ୧୦ ବର୍ଷ ପରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ବିଜେପିକୁ ଧନ୍ୟବାଦ ।

ଉମରକୋଟରେ ଭି.କେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ, କହିଲେ ବିଏସକେୱାଇ ଓ ମିଶନ ଶକ୍ତିକୁ ବନ୍ଦ କରିବାକୁ କରୁଛନ୍ତି ଉଦ୍ୟମ । post image

ଉମରକୋଟରେ ଭି.କେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ, କହିଲେ ବିଏସକେୱାଇ ଓ ମିଶନ ଶକ୍ତିକୁ ବନ୍ଦ କରିବାକୁ କରୁଛନ୍ତି ଉଦ୍ୟମ ।

ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଭଲ ସ୍ଥାନରେ ଆଦିବାସୀ ଭାଇଭଉଣୀ, ଏତେ ସଂଖ୍ୟାରେ ସଭାକୁ ଆସୁଥିବାରୁ ରାଗୁଛନ୍ତି ବିରୋଧୀ ।  post image

ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଭଲ ସ୍ଥାନରେ ଆଦିବାସୀ ଭାଇଭଉଣୀ, ଏତେ ସଂଖ୍ୟାରେ ସଭାକୁ ଆସୁଥିବାରୁ ରାଗୁଛନ୍ତି ବିରୋଧୀ । 

ଓଡ଼ିଶାରେ ୨୮ ବିଧାନସଭା ପାଇଁ ସରିଲା ନାମାଙ୍କନ । ୨୬୬ ପ୍ରାର୍ଥୀ କଲେ ନାମାଙ୍କନପତ୍ର ଦାଖଲ, ମେ’ ୧୩ରେ ହେବ ଭୋଟ । post image

ଓଡ଼ିଶାରେ ୨୮ ବିଧାନସଭା ପାଇଁ ସରିଲା ନାମାଙ୍କନ । ୨୬୬ ପ୍ରାର୍ଥୀ କଲେ ନାମାଙ୍କନପତ୍ର ଦାଖଲ, ମେ’ ୧୩ରେ ହେବ ଭୋଟ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ନାମାଙ୍କନପତ୍ର ଦାଖଲ ଶେଷ । ୪ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ୩୯ ପ୍ରାର୍ଥୀ, ନବରଙ୍ଗପୁରରେ ମାତ୍ର ୪ ପ୍ରାର୍ଥୀ କଲେ ନାମାଙ୍କନ । post image

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ନାମାଙ୍କନପତ୍ର ଦାଖଲ ଶେଷ । ୪ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ୩୯ ପ୍ରାର୍ଥୀ, ନବରଙ୍ଗପୁରରେ ମାତ୍ର ୪ ପ୍ରାର୍ଥୀ କଲେ ନାମାଙ୍କନ ।

ସବସ୍କ୍ରାଇବ କରନ୍ତୁ