Advertisment
ନିୟମ ମାନିଲେ ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସ୍ମାର୍ଟ ୱାଚ୍ କାଢି ବୁଥ୍ ଭିତରକୁ ଯାଇ ଦେଲେ ଭୋଟ୍ । post image

ନିୟମ ମାନିଲେ ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସ୍ମାର୍ଟ ୱାଚ୍ କାଢି ବୁଥ୍ ଭିତରକୁ ଯାଇ ଦେଲେ ଭୋଟ୍ ।

ଭୋଟ ଦେଲେ, ସେଲଫି ପଏଣ୍ଟରେ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ଚାଲି ଚାଲି ଆସି ଦେଲେ ଭୋଟ, କହିଲେ ଏଥର ବଡ ବିଜୟ ହାସଲ କରିବ ବିଜେଡି । post image

ଭୋଟ ଦେଲେ, ସେଲଫି ପଏଣ୍ଟରେ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ଚାଲି ଚାଲି ଆସି ଦେଲେ ଭୋଟ, କହିଲେ ଏଥର ବଡ ବିଜୟ ହାସଲ କରିବ ବିଜେଡି ।

ଇଭିଏମ୍ ଅଚଳ ଯୋଗୁଁ ଲାଇନରେ ଦେଢଘଣ୍ଟା ଛିଡା ହେଲେ ସମ୍ବିତ ପାତ୍ର । ନିଜେ ଭୋଟ ଦେବା ସହ ଲୋକଙ୍କୁ ମତଦାନ ପାଇଁ କଲେ ଅପିଲ ।   post image

ଇଭିଏମ୍ ଅଚଳ ଯୋଗୁଁ ଲାଇନରେ ଦେଢଘଣ୍ଟା ଛିଡା ହେଲେ ସମ୍ବିତ ପାତ୍ର । ନିଜେ ଭୋଟ ଦେବା ସହ ଲୋକଙ୍କୁ ମତଦାନ ପାଇଁ କଲେ ଅପିଲ ।  

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ମହାପ୍ରଭୁ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସ୍ଥିର ସରକାର ଗଢିବ ବିଜେଡି ।  post image

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ମହାପ୍ରଭୁ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସ୍ଥିର ସରକାର ଗଢିବ ବିଜେଡି । 

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ରାଷ୍ଟ୍ରପତି । ନୂଆଦିଲ୍ଲୀରେ ଭୋଟ ଦେଲେ ଦ୍ରୌପଦୀ ମୁର୍ମୁ ।  post image

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ରାଷ୍ଟ୍ରପତି । ନୂଆଦିଲ୍ଲୀରେ ଭୋଟ ଦେଲେ ଦ୍ରୌପଦୀ ମୁର୍ମୁ । 

ଭୋଟ ଦେବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି । କହିଲେ, ଏଥର ଓଡିଶାରେ ବିଜେପି ସରକାର ହେବ’ । post image

ଭୋଟ ଦେବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି । କହିଲେ, ଏଥର ଓଡିଶାରେ ବିଜେପି ସରକାର ହେବ’ ।

ଲମ୍ବା ଧାଡିରେ ଛିଡା ହୋଇ ଭୋଟ ଦେଲେ ଅପରାଜିତା । କହିଲେ, ଅଧିକରୁ ଅଧିକ ଲୋକ ଭୋଟ ଦେବାକୁ ଆସୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ । post image

ଲମ୍ବା ଧାଡିରେ ଛିଡା ହୋଇ ଭୋଟ ଦେଲେ ଅପରାଜିତା । କହିଲେ, ଅଧିକରୁ ଅଧିକ ଲୋକ ଭୋଟ ଦେବାକୁ ଆସୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ ।

ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଲେ ଭିକେ ପାଣ୍ଡିଆନ । କହିଲେ, ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ଏବଂ ନିଜ ମନ ପସନ୍ଦର ପ୍ରାର୍ଥୀ ବାଛନ୍ତୁ । post image

ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଲେ ଭିକେ ପାଣ୍ଡିଆନ । କହିଲେ, ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ଏବଂ ନିଜ ମନ ପସନ୍ଦର ପ୍ରାର୍ଥୀ ବାଛନ୍ତୁ ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ବୁଥରେ ପହଞ୍ଚି ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ସମସ୍ତଙ୍କୁ ଭୋଟ ଦେବାକୁ କଲେ ଅପିଲ । post image

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ବୁଥରେ ପହଞ୍ଚି ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ସମସ୍ତଙ୍କୁ ଭୋଟ ଦେବାକୁ କଲେ ଅପିଲ ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ । ନେତା ବାଛୁଛନ୍ତି ଜନତା, ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା । post image

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ । ନେତା ବାଛୁଛନ୍ତି ଜନତା, ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା ।

ସବସ୍କ୍ରାଇବ କରନ୍ତୁ