Browsing Category

ଦେଶ ବିଦେଶ

ଅଙ୍କିତାଙ୍କୁ ସଲାମ । ଶଯ୍ୟାଶାୟୀ ଅବସ୍ଥାରେ ଶେଷ କଲେ ବିସିଏ ଏବେ ଏମବିଏ ପାଇଁ ପ୍ରସ୍ତୁତି

କଥାରେ ଅଛି ଦୁଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥାଏ ସବୁ କିଛି ଆଉ ଏହି ଉକ୍ତିଟିକୁ ଯର୍ଥାତ୍ କରି ଦେଖାଇଛନ୍ତି ଅଙ୍କିତା । ସୂଚନା ମୁତାବକ, ମଧ୍ୟ ପ୍ରଦେଶର ଛିନ୍ଦୱାଡାରେ ବାସ କରୁଥିବା ଅଙ୍କିତା ନାୟଡୁ ଓଷ୍ଟୋ ଜେନେଟିକ୍ ରୋଗରେ ପଡିତ । ଏହି ରୋଗ ଏକ ବିରଳ ରୋଗ । ଯାହାକି ପ୍ରାୟତଃ ଲକ୍ଷେରୁ…
Read More...

ଚୋର ବଜାରରୁ ମିଳିଲା କେଜରିୱାଲଙ୍କ କାର ! ତିନି ଦିନ ପୂର୍ବରୁ ସଚିବାଳୟ ନିକଟରୁ ହୋଇଥିଲା ଚୋରି

ମିଳିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନୀଳ ରଙ୍ଗର ୱାଗନର କାର । ଚୋରି ହୋଇଥିବା କାରକୁ ଦିଲ୍ଲୀର ମୋହନନଗର ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ । ଦିଲ୍ଲୀ । ଉଦ୍ଧାର ହୋଇଥିବା କାରରୁ ଏକ ଧାରୁଆ ଅସ୍ତ୍ର ମଧ୍ୟ ଜବତ ହୋଇଛି । ଗତ ଗୁରବାର ଦିନ ଦ୍ୱିପ୍ରହରରେ ଦିଲ୍ଳୀ ସଚିବାଳୟ…
Read More...

ପାର୍ବଣ ଋତୁରେ କରନ୍ତୁ ନାହିଁ ଏଭଳି ଭୁଲ୍ । ନଚେତ ଆପଣଙ୍କ ମୋବାଇଲରୁ କଟିପାରେ ବାଲାନ୍ସ

ପାର୍ବଣ ଋତୁ ଆରମ୍ଭ ହେବା କ୍ଷଣି ହିଁ ଲୋକେ ନିଜ ନିଜର ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ପରିବାର ପରିଜନ ପର୍ଯ୍ୟନ୍ତ ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା ତଥା ମେସେଜ ପଠାଇବା ଆରମ୍ଭ କରିଦେଇଥାନ୍ତି । ଅଧିକାଂଶ ଲୋକେ ତ ମେସେଜ ପଠାଇବା ପାଇଁ ମେସେଜ ପ୍ୟାକ୍ ରିଚାର୍ଜ ମଧ୍ୟ କରିପକାନ୍ତି ହେଲେ…
Read More...

ଭାରତୀୟ ସେନାର ଅପରେସନ ଅଲଆଉଟ ! ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛି ସେନା, ଆଉ ତିନି ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଦମନ ଅପରେସନରେ ସେନାକୁ ସଫଳତା ମିଳିଛି । ଜମ୍ମୁକାଶ୍ମୀରରୁ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ସେନା ଆରମ୍ଭ କରିଥିବା ଅପରେସନ ଅଲଆଉଟକୁ ମିଳିଛି ଆଉ ଏକ ସଫଳତା । ପୁଲୱାମାରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର କମାଣ୍ଡର ୱସିମ ଅହମଦ ଶାହ ଓ ଆତଙ୍କୀ ନିସାର ଅହମଦ…
Read More...

ପେଟିଏମରୁ କିଭଳି କରିବେ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର । ଜାଣନ୍ତୁ ପୁରା ପ୍ରକ୍ରିୟା

ବିମୁଦ୍ରାକରଣ ପରଠାରୁ ଭାରତରେ ଅନଲାଇନ କାରବାର ଦିନକୁ ଦିନ ବୃ୍ଦ୍ଧିପାରିବାରେ ଲାଗିଛି । ଭାରତୀୟ ଅର୍ଥବ୍ୟବସ୍ଥାକୁ ଡିଜିଟଲାଇଜ  କରିବା ପାଇଁ ସରକାର ଅନେକ ଆପ ମଧ୍ୟ ଲଂଚ କରିଛନ୍ତି ଯାହା ଜରିଆରେ ଲୋକେ କାହାକୁ ବି ସହଜରେ ଟଙ୍କା ଟ୍ରାନ୍ସଫର କରିପାରିବେ । କିନ୍ତୁ ଅନେକ ସମୟରେ ନଜର ଆସିଛି…
Read More...

ଟେଷ୍ଟ୍‍ ଓ ଦିନିକିଆ ଲିଗକୁ ସବୁଜ ସଙ୍କେତ

କନକ ବ୍ୟୁରୋ : ଟେଷ୍ଟ୍ କ୍ରିକେଟ୍ ଓ ଦିନିକିଆ କ୍ରିକେଟର ରୋମାଞ୍ଚକୁ ସୁରକ୍ଷିତ ରଖିବା ଏବଂ ଏହାକୁ ଅଧିକ ଗ୍ରହଣୀୟ କରିବା ଲକ୍ଷ୍ୟରେ ଆଇସିସି ବଡ଼ ନିଷ୍ପତ୍ତି ନେଇଛି । ଏହି ଉଭୟ ଶ୍ରେଣୀୟ କ୍ରିକେଟରେ ଲିଗ୍ ଆରମ୍ଭ କରିବା ଲାଗି ଶୁକ୍ରବାର ନୀତିଗତ ନିଷ୍ପତ୍ତି ନେଇଛି ଆଇସିସି ବୋର୍ଡ । ଏ…
Read More...

ଅକ୍ଟୋବର ଶେଷ ସୁଦ୍ଧା କଂଗ୍ରେସର ନୂଆ ମୁଖିଆ ! ରାହୁଲ ଗାନ୍ଧିଙ୍କୁ ଦାୟିତ୍ୱ ଦେବା ନେଇ ସୂଚନା ଦେଲେ ସୋନିଆ ଗାନ୍ଧି

କନକ ବ୍ୟୁରୋ : ଖୁବ ଶୀଘ୍ର କଂଗ୍ରେସର ମଙ୍ଗ ଧରିବେ ରାହୁଲ ଗାନ୍ଧି । ଦୀପାବଳୀ ପରେ ଏ ନେଇ ବିଧିବଦ୍ଧ ଘୋଷଣା ହେବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏ ବାବଦରେ ଗ୍ରୀନ ସିଗ୍ନାଲ ଦେଇଥିବା ଜଣାପଡିଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏକ ପୁସ୍ତକ ଉନ୍ମୋଚନ ଅବସରରେ ସୋନିଆ…
Read More...

ୟୁପିଏ ସରକାରରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବା ବେଳେ ଖୁସି ନଥିଲେ ପ୍ରଣବ ମୁଖାର୍ଜି

କନକ ବ୍ୟୁରୋ: ୨୦୦୪ ୟୁପିଏ ସରକାରରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବା ବେଳେ ଖୁସି ନଥିଲେ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜି । ଏକଥାକୁ ନିଜେ ସ୍ୱିକାର କରିଛନ୍ତି ମନମୋହନ ସିଂ । ଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଏକ ପୁସ୍ତକ ଉନ୍ମୋଚନ…
Read More...

ବେଆଇନ ଅର୍ଥ କାରବାର ନେଇ ବୀରଭଦ୍ର ସିଂଙ୍କ ବିରୋଧରେ ମାମଲା

କନକ ବ୍ୟୁରୋ: ନଭେମ୍ବର ୯ ତାରିଖରେ ହିମାଚଳ ପ୍ରଦେଶ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସଙ୍କଟରେ ପଡ଼ିଯାଇଛନ୍ତି ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ । ତାଙ୍କ ବିରୋଧରେ ପୂର୍ବରୁ ରୁଜୁ ହୋଇଥିବା ଅର୍ଥ ହେରଫେର ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୀରଭଦ୍ରଙ୍କର ପ୍ରାୟ ୫.୬…
Read More...

ଟାଟା ଟେଲିକୁ କିଣିବ ଏୟାରଟେଲ୍

ଟାଟା ଗ୍ରୁପର ଟେଲିକମ୍ ସେବା ପ୍ରଦାନକାରୀ କଂପାନି ଟାଟା ଟେଲି ସର୍ଭିସେସର ମୋବାଇଲ୍ ବ୍ୟବସାୟକୁ ସୁନିଲ ମିତ୍ତଲଙ୍କ କଂପାନି ଭାରତୀ ଏୟାରଟେଲ୍ ଅଧିଗ୍ରହଣ କରିବ । ଟାଟା ଟେଲିର କୌଣସି ଋଣକୁ ଏୟାରଟେଲ୍ ନିଜ କାନ୍ଧକୁ ନେବ ନାହିଁ କିମ୍ବା ଏଥିପାଇଁ କୌଣସି ନଗଦ ରାଶି ମଧ୍ୟ ଗଣିବ ନାହିଁ ।…
Read More...