0
Bookmarks
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ଭିଡିଓ
ବୁଲେଟିନ୍
ଦେଶ ବିଦେଶ
ଅପରାଧ
ରାଜନୀତି
ଖେଳ
ମନୋରଞ୍ଜନ
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଜୀବନଚର୍ଯ୍ୟା
ତାଜା ଖବର
ଭିଡିଓ
ବୁଲେଟିନ୍
ଦେଶ ବିଦେଶ
ଅପରାଧ
ରାଜନୀତି
ଖେଳ
ମନୋରଞ୍ଜନ
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଜୀବନଚର୍ଯ୍ୟା
Authors
Powered by :
Advertisment
ସ୍ପେଶାଲ୍ ରିପୋର୍ଟ
ସ୍ପେଶାଲ୍ ରିପୋର୍ଟ
ନିଷ୍ପାପ ଶିଶୁଙ୍କ ଚିକିତ୍ସା ପାଇଁ ସାତ ଦରିଆ ପାରିରୁ ସୋନୁଙ୍କୁ ଗୁହାରୀ କଲେ ବିଦେଶୀ । ଦୁଃଖ ଶୁଣି ରହିପାରିଲେନି ଦୁଃଖୀଦରିଦ୍ରଙ୍କ ଦେବଦୂତ । ବିପଦ ବେଳର ବନ୍ଧୁ ସାଜି ଫିଲିପାଇନ୍ସରୁ ୩୯ ଜଣ କଅଁଳ କଢ଼ିଙ୍କୁ ଭାରତକୁ ଆଣିଲେ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଲେ । କଥା ଦେଇ ୪୮ ଘଣ୍ଟା ଭିତରେ ଭାରତରେ ପହଁଚାଇଲେ..
By
Kanak News Bureau
Aug 20, 2020 17:11 IST
ସ୍ପେଶାଲ୍ ରିପୋର୍ଟ
ତେଜରାତି ଦୋକାନରୁ ଦୁବାଇ ଯାତ୍ରା । ବାକି ଖାତାର ହିସାବ ଲେଖୁଥିଲେ, ଏବେ IPLରେ ରନର ହିସାବ ରଖିବେ ଓଡିଆ ପୁଅ । ଚଳିତ ଆଇପିଏଲର ସ୍କୋରର ଦାୟିତ୍ୱ ତୁଲାଇବେ ସୂର୍ଯ୍ୟକାନ୍ତ ।
By
Mukesh Sahu
Aug 20, 2020 16:03 IST
ସ୍ପେଶାଲ୍ ରିପୋର୍ଟ
ମାଟି ଖୋଳୁ ଖୋଳୁ ମିଳିଲା ରହସ୍ୟମୟ ଗୁମ୍ପା । ୧୫ ମିଟର ଲମ୍ବାର ଗୁମ୍ଫା ଭିତରେ ଦେଖାଗଲା ଧଳା ମୁଗୁନି ପଥରାକୃତିର ଶିବଲିଙ୍ଗ । ନାମ ସଂକୀର୍ତ୍ତନରେ ସ୍ଥାନୀୟ ଅଞ୍ଚଳ ପାଲଟିଲା ଶିବମୟ
By
Sibani Panda
Aug 20, 2020 07:53 IST
ସ୍ପେଶାଲ୍ ରିପୋର୍ଟ
ଋଣ ସୁଝିଦେଲା ଛେଳି : ମୃତ ମାଲିକାଣୀଙ୍କ ହତ୍ୟାକାରୀକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ପୁଲିସ୍ , ଅଭିଯୁକ୍ତକୁ ପୁଲିସ୍ ହାତରେ ଧରାଇଲା ଛେଳି
By
Sarbeswar Mohapatra
Aug 19, 2020 13:55 IST
ନ୍ୟୁଜ୍
ସମୁଦ୍ର ମଝିରେ ବିଶାଳକାୟ ସାର୍କ ମୁହଁରେ ପଡ଼ିଲେ ପତ୍ନୀ : ନିଜ ଜୀବନକୁ ଖାତିର ନକରି ସାର୍କ ସହ ସଂଘର୍ଷ କଲେ , ମରଣ ମୁହଁରୁ ପ୍ରାଣପ୍ରିୟାଙ୍କୁ ବଂଚାଇଆଣିଲେ ସ୍ୱାମୀ
By
Sarbeswar Mohapatra
Aug 19, 2020 12:52 IST
ସ୍ପେଶାଲ୍ ରିପୋର୍ଟ
କରୋନା କାଳରେ ଏହି ଦେଶରେ ଖୋଲିଲା ସ୍କୁଲ୍ : ସାମାଜିକ ଦୂରତା ଭିତରେ ଚାଲିଛି ପାଠପଢା । ସଂକ୍ରମଣକୁ ରୋକିବା ପାଇଁ ଲାଗିଛି ପ୍ଲାଷ୍ଟିକ୍ ସ୍କ୍ରିନ୍ , ସାମାଜିକ ଦୂରତାର ସର୍କଲରେ ପିଲା ପଢୁଛନ୍ତି ପାଠ
By
Sibani Panda
Aug 19, 2020 11:49 IST
ସ୍ପେଶାଲ୍ ରିପୋର୍ଟ
ଏହି ଦେଶଭକ୍ତି କ୍ୟାମେରା ପାଇଁ ନୁହଁ , ତ୍ରିରଙ୍ଗାର ସମ୍ମାନ ପାଇଁ ... ଅସଲ ଦେଶଭକ୍ତିର ପ୍ରମାଣ ଦେଲେ ବୃଦ୍ଧା ମହିଳା : ରାସ୍ତା ମଝିରେ ପାଦରୁ କାଢିଲେ ଚପଲ , ତ୍ରିରଙ୍ଗାକୁ କଲେ ପ୍ରଣାମ । ଦେଖନ୍ତୁ ଭିଡ଼ିଓ
By
Sibani Panda
Aug 19, 2020 10:43 IST
ସ୍ପେଶାଲ୍ ରିପୋର୍ଟ
ତ୍ରେତୟା ଯୁଗର ଜୀବନ୍ତ ଛବି ବର୍ଣ୍ଣନା କରିବ ଭବ୍ୟ ଶ୍ରୀରାମ ମନ୍ଦିର : “ଗୋପୁରମ୍” ନାମରେ ସ୍ଥାପିତ ହେବ ଚାରି ପ୍ରବେଶ ଦ୍ୱାର , ମନ୍ଦିର ବଖାଣିବ ୫୦୦ ବର୍ଷର ସଂଘର୍ଷ ଇତିହାସ , ରଘୁବୀରଙ୍କ ଜୀବନକୁ ଜାଣିବାପାଇଁ ତିଆରି ହେବ ୧୨୫ ମୂର୍ତ୍ତି
By
Sibani Panda
Aug 19, 2020 09:55 IST
ସ୍ପେଶାଲ୍ ରିପୋର୍ଟ
ପାଠ ପଢିବାକୁ ଯାଇ ଆମେରିକାରେ ଫସିଛନ୍ତି ଶହେ ଛାତ୍ରଛାତ୍ରୀ । ଘରକୁ ଫେରିବାକୁ ସୋନୁଙ୍କୁ କଲେ ଗୁହାରୀ । ସୁଦୂର ବିଦେଶରୁ ଭାରତକୁ ଫେରାଇଆଣିବେ ବୋଲି କଥା ଦେଲେ ସୋନୁ
By
Kanak News Bureau
Aug 18, 2020 18:19 IST
ସ୍ପେଶାଲ୍ ରିପୋର୍ଟ
୩୫ ବର୍ଷ ତଳର ପୁରୁଣା ଜୋତା କିନ୍ତୁ ଦାମ୍ ହେଉଛି ସାଢ଼େ ୪ କୋଟି । ସୁନା କି ରୂପା ନୁହେଁ ଆପଣ ପିନ୍ଧୁଥିବା ସାଧାରଣ ଜୋତା ଭଳି ହେଲେ ଏତେ ଦାମ୍ କାହିଁକି? ଦେଖନ୍ତୁ କ’ଣ ରହିଛି ଦାମୀ ଜୋତା ପଛର ଗୁମର
By
Sarbeswar Mohapatra
Aug 17, 2020 09:49 IST
Prev
1
...
169
170
171
Next
ସବସ୍କ୍ରାଇବ କରନ୍ତୁ