Browsing Category

ରାଜନୀତି

ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଧାନ କ୍ୱିଟାଲ ପିଛା ଦର ହେବ ୨୬୦୦ ଟଙ୍କା । ଗରୀବଙ୍କ ଆକାଉଂଟକୁ ଯିବ ସର୍ବନିମ୍ନ…

କଳାହାଣ୍ଡିରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଚାଷୀଙ୍କ ଠାରୁ ଆରମ୍ଭ କରି ଗରୀବଙ୍କ ହୃଦୟ ଜିତିବାକୁ ପ୍ରତିଶ୍ରୁତିର ବର୍ଷା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କଳାହାଣ୍ଡିରେ ରାହୁଲଙ୍କ ଏହି ନୂଆ ଅବତାର କଂଗ୍ରେସ…
Read More...

ନବ ଦାସଙ୍କ ଷ୍ଟାଇଲରେ ବିଜେଡିରେ ମିଶିବେନି ଯୋଗେଶ ସିଂ ! ସୁନ୍ଦରଗଡ ବଦଳରେ ଭୁବନେଶ୍ୱରରେ ଫୁଙ୍କିବେ ଶଙ୍ଖ, ଜାଣନ୍ତୁ…

କନକ ବ୍ୟୁରୋ : ଆସନ୍ତା ୬ରେ ବିଜେଡିରେ ଯୋଗ ଦେବେ ପୂର୍ବତନ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ । ସଜ ସଜ କଂଗ୍ରେସ ଛାଡିଥିବା ଯୋଗେଶ ୬ ତାରିଖରେ ସବୁଜ ଶିବିରରେ ଏଣ୍ଟ୍ରି କରିବେ । ତେବେ ଯୋଗେଶ ସୁନ୍ଦରଗଡରେ ନୁହେଁ ବରଂ ଭୁବନେଶ୍ୱରରେ ଶଙ୍ଖ ଫୁଙ୍କିବେ ବୋଲି ଜଣା ପଡିଛି । ଏଥିପାଇଁ ସମସ୍ତ…
Read More...

ନବୀନଙ୍କ ରାସ୍ତାରେ ମୋଦି ! କାଳିଆ ଭଳି ଯୋଜନା ଆଣି କୃଷକଙ୍କ ହୃଦୟ ଜିତିବା ପାଇଁ ପ୍ରୟାସ

କନକ ବ୍ୟୁରୋ : ନବୀନଙ୍କ ରାସ୍ତାରେ ଗଲେ ମୋଦି । ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ଖେଳିଲେ କୃଷକ କାର୍ଡ଼ । ବଜେଟରେ କୃଷକଙ୍କୁ ଆକର୍ଷିତ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର । ବଜେଟରେ ହୋଇଥିବା ଘୋଷଣା ଅନୁସାରେ ୨ ହେକ୍ଟରରୁ କମ୍ ଜମି ଥିବା ଚାଷୀଙ୍କୁ ବାର୍ଷିକ ୬…
Read More...

ଗର୍ଜିଲେ ସେନାପତି, ତାତିଲା ଗେରୁଆ କ୍ୟାମ୍ପ! ଶାହା କଲେ ଡାଇରେକ୍ଟ ଆଟାକ୍, ୫ ବର୍ଷ ଦେବେ କି ଓଡିଶାବାସୀ?

କନକ ବ୍ୟୁରୋ : ମୋଦି ଚୁପ ଥିଲେ, ଶାହା ବର୍ଷିଲେ । ସାଲେପୁର ସଭାରେ ଉଭୟ ନବୀନ  ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ବିଜେପି ଶିବିରରେ ଜୋଶ ଭରି ଦେଇଛନ୍ତି ଦଳୀୟ ସେନାପତି ଅମିତ ଶାହା । ବିଜେପି ଚାଣକ୍ୟଙ୍କ ଆଟାକିଙ୍ଗ ଅନ୍ଦାଜ ମଧ୍ୟ ମିଶନ-୧୨୦କୁ ବଳ ଯୋଗାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।…
Read More...