Browsing Category

ନ୍ୟୁଜ୍

ପୁଲିସର ଗିରଫଦାରୀର ପ୍ରତିବାଦ : ନିମାପଡା ଥାନା ଆଗରେ ରାତି ତମାମ ଧାରଣାରେ ବସିଲା ବିଜେପି ମହିଳା ମୋର୍ଚା

ନିମାପଡା : ରାତି ସାରା ଧାରଣା । ତା ପୁଣି ଥାନା ଆଗରେ । ନିମାପଡା ଧାନା ଆଗରେ ଧାରଣାରେ ବସିଛନ୍ତି ବିଜେପି ମହିଳା ମୋର୍ଚା କର୍ମୀ । ଗତକାଲି ସିଡିପିଓ ଅଫିସ ଘେରାଉ ବେଳେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାରେ ପୁଲିସ ୩ ଜଣ ବିଜେପି କର୍ମୀଙ୍କୁ ଗିରଫ…
Read More...

ଲଗାଣ ବର୍ଷାରେ ବେହାଲ ସମ୍ବଲପୁର : ଜନଜୀବନ ଅସ୍ତବ୍ୟସ୍ତ

ସମ୍ବଲପୁର : ଲଗାଣ ବର୍ଷାରେ ବେହାଲ ସମ୍ବଲପୁର । ହାଉସିଂବୋର୍ଡ, ଏନଗୁଆ ଲାଇନ, ହାଉସିଂବୋର୍ଡ କଲୋନୀ ଓ ବିଭିନ୍ନ ତଳିଆ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଘରେ ପାଣି ପଶିଯାଇଛି । ଘରେ ପାଣି ପଶିଯିବା ଫଳରେ ଲୋକମାନେ ଘର ବାହାରକୁ ପଳାଇଆସିଛନ୍ତି । ଘର ଭିତରେ ଓ ବାହାରେ ୨ରୁ ୩ ଫୁଟ ଉଚ୍ଚର ପାଣି…
Read More...

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା : ପାଣିପାଗ ବିଭାଗର ଆକଳନ,ଆହୁରି ବର୍ଷିବ ୩ରୁ ୪ ଦିନ

କନକ ବ୍ୟୁରୋ : ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଳଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉତର ପଶ୍ଚିମ ବଙ୍ଗୋପସାଗରରେ ୨ଟି…
Read More...

ମନମୁଣ୍ଡା ଘଟଣାର ପ୍ରତିବାଦ : ଆଜି ବିଜେପି ପକ୍ଷରୁ ୧୨ ଘଂଟିଆ ବୌଦ୍ଧ ବନ୍ଦ

ବୌଦ୍ଧ : ବୌଦ୍ଧ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ୧୨ ଘଂଟିଆ ବୌଦ୍ଧ ବନ୍ଦ । ସକାଳୁ ସମସ୍ତ ଦୋକାନ, ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ବିଜେଡି ମନ୍ତ୍ରୀ ଓ ନେତାଙ୍କ ଗିରଫ ଦାବି କରିଛି ଦଳ । ଗତ ୫ ଦିନ ହେବ ଜିଲ୍ଳା ବିଜେପି…
Read More...

ରାଜ୍ୟସଭାରେ ପାସ୍ ହେଲା ଜିଏସଟି ବିଲ୍ : ଜିଏସଟି ସପକ୍ଷରେ ମିଳିଲା ୨୦୩ ଭୋଟ୍

କନକ ବ୍ୟୁରୋ : ରାଜ୍ୟସଭାରେ ପାସ୍ ହେଲା ଜିଏସଟି ବିଲ୍ । ଜିଏସଟି ସପକ୍ଷରେ ମିଳିଛି ୨୦୩ଟି ଭୋଟ୍ ।ଏହା ପୂର୍ବରୁ ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି । ଜିଏସଟି ବିଲ୍ ନେଇ ରାଜ୍ୟସଭାରେ ଆଲୋଚନା ହୋଇଥିଲା । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବା ପରେ ଆରମ୍ଭ…
Read More...

ଏସସିବି ମେଡିକାଲ କଲେଜର ହେବ ଉନ୍ନତିକରଣ : କେନ୍ଦ୍ର କ୍ୟାବିନେଟର ମିିଳିଲା ଅନୁମୋଦନ

କନକ ବ୍ୟୁରୋ : ଏସସିବି ମେଡିକାଲ କଲେଜର ହେବ ଉନ୍ନତିକରଣ । କେନ୍ଦ୍ର କ୍ୟାବିନେଟରେ ମିିଳିଲା ଅନୁମୋଦନ । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା ।
Read More...

ସମ୍ବଲପୁର ଜେଲ୍ ଅଧୀକ୍ଷକଙ୍କୁ ଛୁରାମାଡ : ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତି

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ବଲପୁର ଜେଲ୍ ଅଧୀକ୍ଷକ ବ୍ରହ୍ମାନନ୍ଦ ସାହୁଙ୍କୁ ଛୁରାମାଡ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ତେବେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଏହି ଛୁରାମାଡ ହୋଇଥିବା ସୂଚନା ମିଳିଛି ।
Read More...

ଦାମଙ୍କ ସ୍ମୃତିରେ ନଅଙ୍କ ଦୁର୍ଭିକ୍ଷ ! ପୁଣି ବାବୁଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଚିଠି ହଜିଗଲା କିପରି । କିଏ ଏଥିପାଇଁ ଦାୟୀ । କିଏ ସତ କହୁଛି , ଛତିଶଗଡ ନା ଓଡିଶା । ଏସବୁ ଭିତରେ ଦାମ ଉଠାଇଛନ୍ତି ମଂଜି କଥା । ଇସାରା କରିଛନ୍ତି ଅଫିସରଙ୍କ ଆଡକୁ । ମହାନଦୀ ଚିଠି ହଜିବା ପଛରେ ଅଫିସର ଦାୟୀ ନୁହଁତି ତ ? ଗଣମାଧ୍ୟମ ପ୍ରଶ୍ନର…
Read More...

ରହସ୍ୟମୟ ଛାଇ ଆତଙ୍କରେ ଆତଙ୍କିତ କୋଣାର୍କ ନୋଳିଆ ସାହି ବାସିନ୍ଦା

କୋଣାର୍କ : ରହସ୍ୟମୟ ଛାଇ ଆତଙ୍କ । କୋଣାର୍କ ନୋଳିଆ ସାହିରେ ଏକ ଅଜଣା ଛାଇ ଆତଙ୍କରେ ଭୟଭୀତ ସ୍ଥାନୀୟ ବାସିନ୍ଦା । ଦୀର୍ଘ ୫ ଦିନ ହେବ ଲୋକଙ୍କ ନିଦ ହଜାଇ ଦେଇଛି ଏକ ରହସ୍ୟମୟ ଛାଇ । ଆଉ ଏହି ଛାଇକୁ ଧରିବାକୁ ପିଛା କରି ଦୁଇ ଜଣ ମହିଳା ଆହତ ମଧ୍ୟ ହୋଇଛନ୍ତି । ସନ୍ଧ୍ୟା ପରେ ଆରମ୍ଭ ହୋଇ…
Read More...

ହାଜିର ହେଲେ ହାପି କର : ୮ ଘଂଟା ଜେରା ପରେ ଛାଡିଲା କ୍ରାଇମବ୍ରାଂଚ୍ ଇଓଡବ୍ଲ୍ୟୁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କ୍ରାଇମବ୍ରାଂଚ ସ୍କାନରରେ ହାପି କର । କ୍ୟାପିଟାଲ ହସ୍ପିଟାଲର ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ହାପି କର ଓରଫ ହିମାଂଶୁ କରଙ୍କୁ ନେଇ ତନାଘନା । ଡାକ୍ତର ମୋତିଲାଲ ଗୌଡ କେଳେଙ୍କାରୀ ମାମଲାରେ ହାପିଙ୍କୁ ଦୀର୍ଘ ୮ ଘଂଟା ଜେରା କରିଛି କ୍ରାଇମବ୍ରାଂଚ…
Read More...