ବାପା ମାଆ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି ହେଲେ କ’ଣ କରିବେ ପିଲା : ଯତ୍ନ ନେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି; ଚାଇଲ୍ଡ ଲାଇନ ସଂଯୋଜକଙ୍କ ଜରିଆରେ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ

16