Advertisment
Tusar Samantaray profile image

Tusar Samantaray

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ପାସ୍ କରିବା ପରେ ୨୦୨୦ ମସିହାରୁ କନକ ନ୍ୟୁଜରେ କାର୍ଯ୍ୟରତ । ରାଜନୀତି ସମ୍ପର୍କିତ ଖବର, ସ୍ପେଶାଲ ରିପୋର୍ଟ, ବ୍ରେକିଂ ଖବର ସହ ରହିବାକୁ ପସନ୍ଦ । ସବୁବେଳେ କିଛି ନୂଆ ଲେଖିବାର ପ୍ରୟାସରେ.....

ଆମ୍ବେଦକରଙ୍କୁ ବିବାଦୀୟ ବୟାନ, ଆନ୍ଦୋଳନ କରିବ ବିଏସପି

ଆମ୍ବେଦକରଙ୍କୁ ନେଇ ଶାହାଙ୍କ ବିବାଦୀୟ ବୟାନ । ସାରା ଦେଶରେ ଆନ୍ଦୋଳନ କରିବାକୁ ବିଏସପିର ଧମକ । ମାୟାବତୀ କହିଲେ...

flashback 2024 politics

Flashback 2024: ସତ୍ତା ପରିବର୍ତ୍ତନର ସାକ୍ଷୀ ସାଜିଲା 'ବର୍ଷ-୨୦୨୪' । ୨୪'ରେ ବଦଳିଲା ୨୪ ବର୍ଷର ସରକାର । ଗଲେ ନବୀନ, ଆସିଲେ ମୋହନ । ସେପଟେ ଦିଲ୍ଲୀରେ ମୋଦୀ ୩.୦ ସରକାର

ଠିକଣା ବଦଳାଇଲା ବାଘୁଣୀ ଜିନ୍ନତ

ଝାଡ଼ଖଣ୍ଡ ଡେଇଁ ପଶ୍ଚିମବଙ୍ଗ ପହଞ୍ଚିଲା ଵାଘୁଣୀ ଜିନ୍ନତ୍ । ଶିମିଳିପାଳ ଛାଡ଼ିବାର ୧୨ ଦିନ ପରେ ପୁଣି ବଦଳାଇଲା ଠିକଣା ।

କେନ୍ଦ୍ରକୁ ଦାବି ଜଣାଇଲେ ମୋହନ

କେନ୍ଦ୍ର ଆଗରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ । ପର୍ଯ୍ୟଟନର ବିକାଶ ପାଇଁ ୧୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ଦାବି କଲେ ମୋହନ ଚରଣ ମାଝୀ ।

ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଦୁଇ ସାଂସଦ ଆହତ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ସଂସଦ ପରିସରରେ ହୋଇପାରେ କ୍ରାଇମସିନ୍ ରି-କ୍ରିଏସନ ।

ଆଜି ବି ବର୍ଷା, ୪ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପର ପ୍ରଭାବ । ଆଜି ବି ଉପକୂଳରେ ଲାଗିରହିଛି ବର୍ଷା । ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

ହିତାଧିକାରୀଙ୍କୁ ଇ-କେୱାଇସି ଅଡୁଆ

ଫେଲ୍ ମାରିଲା ଯୋଗାଣ ବିଭାଗର ଯୋଜନା । ଏବେ ବି ରାଜ୍ୟର ୫୬ଲକ୍ଷ ହିତାଧିକାରୀ କରିନାହାନ୍ତି ଇ-କେୱାଇସି ଅପଡେଟ୍ । ବାଧକ ସାଜିଛି ନେଟୱାର୍କ, ବୟସ୍କ ବର୍ଗ ଓ ପିଲାଙ୍କ ତଥ୍ୟ

ଜୋର ଧରିଲା ବ୍ୟାଗ୍ ରାଜନୀତି

ଜୋର ଧରିଲା ବ୍ୟାଗ୍ ରାଜନୀତି । ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ବ୍ୟାଗ୍ ଉପହାର

କଂଗ୍ରେସ ପଛରେ, ସାମ୍ନାକୁ ଆସିଲେ ଦଳିତ

ସମ୍ବିଧାନ ପ୍ରସଙ୍ଗକୁ ନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ରାଜନୀତିର ନିଆଁ । କଂଗ୍ରେସକୁ ପଛକୁ ଠେଲି ସାମ୍ନାକୁ ଆସିଲେ ଦଳିତ ସଂଗଠନ ।

chaula kharcha

ଟଙ୍କିକିଆ ଚାଉଳ ପାଇଁ ୫ଶହ ଟଙ୍କା ଅଟୋ ଖର୍ଚ୍ଚ । ବର୍ଷ ବର୍ଷ ଧରି ହନ୍ତସନ୍ତ ହେଉଛନ୍ତି ରାସନକାର୍ଡ ହିତାଧିକାରୀ ।

ସବସ୍କ୍ରାଇବ କରନ୍ତୁ