Advertisment
Tusar Samantaray profile image

Tusar Samantaray

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ପାସ୍ କରିବା ପରେ ୨୦୨୦ ମସିହାରୁ କନକ ନ୍ୟୁଜରେ କାର୍ଯ୍ୟରତ । ରାଜନୀତି ସମ୍ପର୍କିତ ଖବର, ସ୍ପେଶାଲ ରିପୋର୍ଟ, ବ୍ରେକିଂ ଖବର ସହ ରହିବାକୁ ପସନ୍ଦ । ସବୁବେଳେ କିଛି ନୂଆ ଲେଖିବାର ପ୍ରୟାସରେ.....

ପୁଣି ହେବ ପୌର ନିର୍ବାଚନ

ବଡ଼ ସୂଚନା ଦେଲେ ମନ୍ତ୍ରୀ । ସମ୍ବଲପୁର, ରାଉରକେଲା, ପୁରୀରେ ହେବ ପୌର ନିର୍ବାଚନ

Biju Babu

କଥା ତ ଅନେକ, ନାୟକ କିନ୍ତୁ ଜଣିଏ ‘ବିଜୁ ବାବୁ’ । ଝଡ଼ର ଇଗଲ, ଆକାଶରେ ଉଡୁଥିବା ପାଇଲଟ ସିଏ । ଯେତିକି ସାହାସୀ, ସେତିକି ଧୂରନ୍ଧର ଆଉ ସେତିକି ଦୁର୍ଦ୍ଦଷ ।

‘ଓଡିଆ ଅସ୍ମିତା ପ୍ରତୀକ ଥିଲେ ବିଜୁ’

ଓଡିଆ ଅସ୍ମିତା ପ୍ରତୀକ ଥିଲେ ବିଜୁ ପଟ୍ଟନାୟକ । ସମ୍ମାନ ଦେବାରେ କାର୍ପଣ୍ୟ କଣ ପାଇଁ? ମୋହନ ସରକାର ଉପରେ ବର୍ଷିଲେ ରାଜା

ହାଇଓ୍ୱେ କଡରେ ରହିବନି ମଦ ଦୋକାନ

ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ ।

ଏମିତି ଉତ୍ତମ-ଅପରାଜିତାଙ୍କ ଲଭ୍ ଷ୍ଟୋରୀ

ଅପରାଜିତାଙ୍କ ପ୍ରେମରେ ପଡିଥିଲେ ଉତ୍ତମ । ରାଜି କରିବାକୁ ଲାଗି ଯାଇଥିଲା ୫ ବର୍ଷ

ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି

ଚିରନିଦ୍ରାରେ ଉତ୍ତମ । ୬୭ ବର୍ଷରେ ଓଲିଉଡ୍ 'ଦଣ୍ଡାବାଳୁଙ୍ଗା' ପରଲୋକ ।

ଜମି ଜବରଦଖଲକାରୀ ସାବଧାନ

୧୧ ଲକ୍ଷ ହେକ୍ଟର ସରକାରୀ ଜମି ମାଡି ବସିଛନ୍ତି ପ୍ରଭାବଶାଳୀ । ତାଲିକା ଦେଖି ସରକାରଙ୍କ ମୁଣ୍ଡ ଗୋଳମାଳ

ସୁରକ୍ଷା ବ୍ୟବସ୍ଥାର ଉଡିଲା ଧଜ୍ଜିଆ

ନୋ ଫ୍ଲାଇଙ୍ଗ୍ ଜୋନରେ ଡ୍ରୋନ୍ । ସୁରକ୍ଷା ବ୍ୟବସ୍ଥାର ଉଡିଲା ଧଜ୍ଜିଆ

ଭିଆଇପିଙ୍କ ଲାଗି ଅଡୁଆରେ ବିଜେପି

ଲିଙ୍ଗରାଜ ମନ୍ଦିରରେ ପାସ୍ ହେରାଫେରିକୁ ନେଇ ପୁଣି ଚର୍ଚ୍ଚାରେ ବିଜେପି ସରକାର । ଖୋଲାମେଲାରେ ଚଢ଼ା ଦରରେ ବିକ୍ରି ହେଲା ଜାଗର ଦର୍ଶନ ପାସ ।

କିଟ୍ ଅଡୁଆ ତୁଟୁନି

କିଟ୍ କାଣ୍ଡ: ହାଜର ହେଲେ ୬ ଅଧିକାରୀ । ଉଚ୍ଚସ୍ତରୀୟ କମିଟିର ପ୍ରଶ୍ନ ପରେ ପ୍ରଶ୍ନ

ସବସ୍କ୍ରାଇବ କରନ୍ତୁ