Advertisment

smruti sangita giri

ବିହାର ନିର୍ବାଚନ ନେଇ ବୁଥ ବାହୁଡା ମତର ବଡ ସଂକେତ: ମହାମେଂଟ ସରକାର ଗଢ଼ିବା ନେଇ ଏକାଧିକ ସଂସ୍ଥାର ପୂର୍ବାନୁମାନ; ଇଣ୍ଡିଆ ଟୁଡେ କହିଲା ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ପ୍ରଥମ ପସନ୍ଦ

ଜୋ-ବାଇଡେନ ଆମେରିକାର ନୂଆ ରାଷ୍ଟ୍ରପତି: ପେନସିଲଭାନିଆରେ ବିଜୟ ପରେ ବାଇଡେନ୍ ଟପିଲେ ମ୍ୟାଜିକ ନମ୍ବର; ପ୍ରଥମ କୃଷ୍ଣକାୟ ମହିଳା କମଳା ହାରିସ ହେବେ ଉପରାଷ୍ଟ୍ରପତି

ସମ୍ପତ୍ତି କଳିର ସତ କଣ? କନକନ୍ୟୁଜରେ ଶ୍ୱଶୂର ନବଘନ ସେଠୀଙ୍କ ନାଁରେ ବୋହୂ ଆଣିଲେ ଅଭିଯୋଗ: କହିଲେ ତାଙ୍କ ସହ ଅସଦାଚରଣ କରନ୍ତି ଶ୍ୱଶୂର

ବିଜୟର ନିକଟତର ହେଉଛନ୍ତି ବାଇଡେନ୍: ଜର୍ଜିଆ-ପେନସିଲଭାନିଆରେ ବି ଅଗ୍ରଣୀ; ଫଳାଫଳକୁ ଗ୍ରହଣ କରିବାକୁ ନାରାଜ ଟ୍ରମ୍ପ

ଆକାଶରେ ନଜର ରଖିବ ସାଟେଲାଇଟ୍:  ଇଓଏସ-୦୧ ରାଡାର ଇମେଜିଂ ସାଟେଲାଇଟର ସଫଳ ଉତକ୍ଷେପଣ; ୯ଟି ବିଦେଶର ଉପଗ୍ରହକୁ ବି ମହାକାଶରେ ଛାଡ଼ିଲା ଇସ୍ରୋ

କେମିତି ହେବ ମାଟ୍ରିକ ପରୀକ୍ଷା? ସମାଲୋଚନା ପରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ସ୍ଥଗିତ ରଖିଲା ମାଧ୍ୟମିକ ଶିକ୍ଷା ପରିଷଦ; ସ୍କୁଲ ଖୋଲିବା ପରେ ନିଆଯିବ ନିଷ୍ପତି

କେମିତି ହେବ ମାଟ୍ରିକ ପରୀକ୍ଷା? ଆଶା ଆଶଙ୍କାରେ ଛାତ୍ରଛାତ୍ରୀ: କାଲି ସ୍କୁଲ ବନ୍ଦ ଆଜି ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ସ୍ଥଗିତ ରଖିଲା ମାଧ୍ୟମିକ ଶିକ୍ଷା ପରିଷଦ

ଥାନା ପ୍ରତି ଲୋକଙ୍କ ମନରୁ ଭୟ ଦୂର କରିବାକୁ ଅଭିନବ ପ୍ରୟାସ: ସମ୍ବଲପୁରର ସପ୍ତାପୁରୀ ଶାଢ଼ି ଡ଼ିଜାଇନରେ ସଜେଇ ହୋଇଛି ଅଇଁଠାପାଲି ଥାନା; କଳା ସଂସ୍ମୃତିର ବାର୍ତ୍ତା ବହୁଥିବା ଥାନାରେ ଲାଗିଛି ରଙ୍ଗ ବେରଙ୍ଗର ଫୁଲ

ଖରସ୍ରୋତାରେ ଜଳ ଯୋଗାଣ ପ୍ରକଳ୍ପକୁ ନେଇ ସପକ୍ଷ ଓ ବିପକ୍ଷବାଦୀ ମୁହାମୁହିଁ: ଭଦ୍ରକକୁ ପାଣି ଦେବାକୁ ଦାବି କଲା ଆଳି ରାଜକନିକା ବିଜୁ ମହିଳା ସାମ୍ମୁଖ୍ୟ

ଚର୍ଚ୍ଚାରେ ମାଲକାନଗିରିର ମଲାଲା: ସ୍ୱାଭିମାନ ଅଂଚଳ ଗୋରାସେତୁ ଗାଁରେ ଶିକ୍ଷାର ଆଲୋକ ବାଂଟୁଛନ୍ତି କୁସ୍ମଣୀ ଖିଲୋ; ଶିକ୍ଷକଙ୍କ ପାଦ ପଡୁନଥବା ଅଂଚଳରେ କୁନି କୁନି ପିଲାଙ୍କୁ ପଢାଉଛନ୍ତି ପାଠ

ସ୍ୱାଭିମାନ ଅଂଚଳ ଆକାଶରେ ପଇଁତରା ମାରୁଛି ବାୟୁସେନା ଲଢୁଆ ବିମାନ: ଗୋରାସେତୁ ବିଏସଏଫ୍ କ୍ୟାମ୍ପ ଉପରେ ଆକାଶ ମାର୍ଗରୁ ସୁରକ୍ଷା ଯାଂଚ

ସବସ୍କ୍ରାଇବ କରନ୍ତୁ