Advertisment

Ramakrushna Barik

ହାଟବଜାରରେ ଅଯଥାରେ ଗହଳି କରନ୍ତୁନି । ଲକଡାଉନ ପୂର୍ବରୁ ଅସମ୍ଭାଳ ଭିଡ ଦେଖି ଲୋକଙ୍କୁ ଏସଆରସିଙ୍କ ଅନୁରୋଧ ।

ମନରୁ ଲିଭୁନି ମେ ୩, ୨୦୧୯... ଫଣାଟେକି ଆସିଥିଲା, ତାଣ୍ଡବ ରଚିଯାଇଥିଲା । ବାତ୍ୟା ମାଡରେ ଛାରଖାର ହୋଇଥିଲା ଅଧା ଓଡିଶା ।

ବିଜୟ ପରେ ସାମ୍ନାକୁ ଆସିଲେ ଦିଦି । କହିଲେ କରୋନା ପାଇଁ ହେବନି ବିଜୟ ଶୋଭାଯାତ୍ରା । ନିୟମ ମାନ, ଘରକୁ ଫେରିଯାଅ...

ଶ୍ରମିକ ଦିବସରେ ସରକାରଙ୍କୁ ବାଟଚଲା ବିଶ୍ୱକର୍ମାଙ୍କ ପ୍ରଶ୍ନ... ସରକାର ! ଏଥର ଆମକୁ ନିଜ ରାଜ୍ୟରେ କାମ ଦେବ ତ ? ନା ପୁଣି ଫେରିବୁ ପର ରାଇଜକୁ ?

କମୁଥିଲା ଅମ୍ଳଜାନ, ସରୁଥିଲା ଆୟୁଷ... ହସ୍ପିଟାଲ ହାତ ଟେକି ଦେବା ପରେ ସ୍ୱାମୀ ମୁହଁରେ ଜୀବନ ଫୁଙ୍କୁଥିଲା ସ୍ତ୍ରୀ । ଅଟୋ ଭିତରେ ଚାଲିଥିଲା ନିଶ୍ୱାସ-ବିଶ୍ୱାସର ଖେଳ...

ଶାଢୀ ବଦଳରେ ପିପିଇ କିଟ୍, ମେକଅପ ବଦଳରେ ମାସ୍କ... କରୋନା ଆକ୍ରାନ୍ତଙ୍କ କନିଆଁ ସାଜିଲେ ଯୁବତୀ । କୋଭିଡ ହସ୍ପିଟାଲ ସାଜିଲା ନୂଆ ସମ୍ପର୍କର ଅଭୁଲା ମୁକସାକ୍ଷୀ ।

ହାରିଗଲେ ହସର ମଣିଷ । ମଞ୍ଚରେ ହସାଉଥିଲେ ମହାମାରୀରେ ଚାଲିଗଲେ । କରୋନାରେ ଯାତ୍ରା ଅଭିନେତା ଜଗା ରାଉତଙ୍କ ପରଲୋକ ।

ମହାବିପତ୍ତି ସାମ୍ନାରେ ଝାନସୀ ଭଳି ଛିଡା ହୋଇଛନ୍ତି ମାଆ ହେବାକୁ ଯାଉଥିବା ନାନସୀ । ୪ ମାସର ଗର୍ଭବତୀ ଥାଇ ରମଜାନ ଭିତରେ ବି କରୁଛନ୍ତି ରୋଗୀସେବା...

ଫୋନ କଲେ ଫ୍ରିରେ ମିଳୁଛି ଅକ୍ସିଜେନ । ହୋମକ୍ୱାରେଣ୍ଟାଇନ ଆକ୍ରାନ୍ତଙ୍କ ଘରେ ଅକ୍ସିଜେନ ପହଞ୍ଚାଉଛି ଶିଖ୍ ଏଡ୍ ।

କ୍ୟାନସର ପୀଡିତା ମହିଳାଙ୍କ ମୁହଁରେ ହସ ଟିକେ ପାଇଁ କେଶଦାନ କଲେ କଲେଜ ଛାତ୍ରୀ । ଚର୍ଚ୍ଚାରେ ଅନୁଗୁଳର ପୂଜାଲିନ...

କ୍ୟାନସର ପୀଡିତା ମହିଳାଙ୍କ ମୁହଁରେ ହସ ଟିକେ ପାଇଁ କେଶଦାନ କଲେ କଲେଜ ଛାତ୍ରୀ । ଚର୍ଚ୍ଚାରେ ଅନୁଗୁଳର ପୂଜାଲିନ...

Advertisment
ସବସ୍କ୍ରାଇବ କରନ୍ତୁ