Advertisment

Ramakrushna Barik

ଜରି ପାଲ ତଳୁ ଜୀବନର ଭିକ୍ଷା ମାଗୁଛନ୍ତି ଶଙ୍କର । ଦିନେ ଟ୍ରଲି ଟାଣି ପେଟ ପୋଷୁଥିଲେ, ଆଜି କର୍କଟ ପାଇଁ ରୋଗ ବିଛଣାରେ... ନା ଅଛି ରାସନ ନା ମିଳୁଛି ଭତ୍ତା ?

ନା ଜନ୍ମଦିନ ହେଲା, ନା ବାହାଘର ହେଲା । ବିବାହ ପୂର୍ବରୁ କରୋନାରେ ଆଖିବୁଜିଲେ ବର । ଅଧୁରା ରହିଲା ବରବେଶ ସ୍ୱପ୍ନ... ବଣ୍ଟା ସରିଥିଲା ନିମନ୍ତ୍ରଣ ପତ୍ର, ସଜା ସରିଥିଲା ମଙ୍ଗନ ହାଣ୍ଡି...

ଗଲୱାନ ଘାଟିରେ ଡ୍ରାଗନ ସେନା ସହ ଲଢି ଦେଶ ପାଇଁ ବଳିଦାନ ଦେଇଥିବା ଓଡିଆ ବୀର ପୁଅଙ୍କୁ ଆଜି ବି ଝୁରୁଛି ମାଟି । ବର୍ଷେ ପରେ କେମିତି ଅଛି ସହିଦଙ୍କ ପରିବାର... ?

ଦୁନିଆର ସବୁ ଦୁଃଖଠୁ ବଳିଗଲା ରାନୀର ଦୁଃଖ... ୭ ଦିନରେ ଆଖି ବୁଜିଲେ ବାପାମାଆ ଓ ଜେଜେମା । ୧୪ ମାସର କୁନି ଝିଅକୁ ଏକା କରିଦେଲା କରୋନା।

କେମିତି ରହିଛି ଅମ୍ରିତ ଓ ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ? ଦୁହିଁଙ୍କ ସ୍ଥିତିରେ ସୁଧାର ଆସିଲାଣି ନା ଦୁହେଁ ଅଛନ୍ତି ଗୁରୁତର ? ଇକମୋ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି ଗୁରୁତର ଦୁଇ ରୋଗୀ ।

ନଷ୍ଟ ହୋଇଯାଇଛି ହୃତପିଣ୍ଡକୁ ସଂଯୋଗ କରୁଥିବା ଶିର । ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ରାକେଶ । ଅଧିକ ଚିକିତ୍ସା ପାଇଁ ଦରକାର ୧୫ ଲକ୍ଷ ଟଙ୍କା ।

କରୋନା କାଳରେ ଲକଡାଉନ, ସଟଡାଉନ ସହ ରୋଗୀ ସମସ୍ୟାର କରୁଣ କାହାଣୀ କହିଲେ କୋରାପୁଟର ରମଣ । ଗୋଟିଏ ଗୀତରେ ଗରିବ, ଖଟିଖିଆର କଥା...

ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିବା ପରି ଅନ୍ୟ ଅସହାୟ ରୋଗୀଙ୍କୁ ସହାୟତା ଦେବାକୁ ହାତଯୋଡି ଗୁହାରୀ କଲେ ଅଭିଷେକଙ୍କ ପତ୍ନୀ ମୌସୁମୀ ।

ଦିନେ ପଡିଆରେ ଫୁଟବଲ ଖେଳି ରାଜ୍ୟ ପାଇଁ ଆଣିଥିଲେ ସୁନାମ । ଆଜି ପେଟ ପାଇଁ ପେଟ୍ରୋଲ ପମ୍ପରେ କରୁଛନ୍ତି ସଙ୍ଘର୍ଷ...

ଆସୁଛି ବଡ ବର୍ଷା ! କେଉଁ ଦିନ କେଉଁ ଜିଲ୍ଲାରେ ହେବ ବର୍ଷା ?

ଆସୁଛି ବଡ ବର୍ଷା... ୧୦ରୁ ୧୪ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ଉପୁଜିପାରେ ବନ୍ୟା ଭଳି ସ୍ଥିତି । ଫିକା ପଡିପାରେ ରଜସାବିତ୍ରୀ ...

Advertisment
ସବସ୍କ୍ରାଇବ କରନ୍ତୁ